ପାକିସ୍ତାନ କୋର୍ଟଙ୍କ କଡ଼ା ନିର୍ଦ୍ଦେଶ:ମୁଶରଫଙ୍କ ମୃତଦେହ ଆଣି ୩ ଦିନ ଝୁଲାଅ

ଇସ୍‌ଲାମାବାଦ, ୨୦।୧୨:ପାକିସ୍ତାନର ପୂର୍ବତନ ସାମରିକ ଶାସକ ପର୍‌ଭେଜ ମୁଶରଫଙ୍କୁ ଦେଶଦ୍ରୋହ ମାମଲାରେ ସ୍ବତନ୍ତ୍ର ଅଦାଲତ ମୃତ୍ୟୁଦଣ୍ଡାଦେଶ ଦେଇଥିଲେ। ଫାଶୀ ପାଇବା ପୂର୍ବରୁ ଯଦି ତାଙ୍କର ମୃତ୍ୟୁ ଘଟେ ତେବେ ମୃତଦେହକୁ ଇସ୍‌ଲାମାବାଦର ସେଣ୍ଟ୍ରାଲ ସ୍କୋୟାରକୁ ଆଣି ୩ ଦିନ ଝୁଲାଇ ରଖିବାକୁ ଅଦାଲତ କହିଛନ୍ତି। ପେଶାଓ୍ବର ହାଇକୋର୍ଟର ମୁଖ୍ୟ ବିଚାରପତି ଓ୍ବାକର ଅହମଦ ସେଠ୍‌, ସିନ୍ଧ୍‌ ହାଇକୋର୍ଟର ଜଷ୍ଟିସ ନାଜର ଆକବର ଏବଂ ଲାହୋର ହାଇକୋର୍ଟର ଜଷ୍ଟିସ ଶାହିଦ କରିମଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ ଗତ ମଙ୍ଗଳବାର ମୁଶାରଫଙ୍କୁ ଦୋଷୀସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଥିଲେ। ପଳାତକ ଅପରାଧୀ ମୁଶରଫଙ୍କୁ ଖୋଜି ବାହାର କରିବା ପାଇଁ ଖଣ୍ଡପୀଠ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତାଙ୍କର ମୃତ୍ୟୁ ହୋଇଥାଏ ତେବେ ମୃତଦେହକୁ ଘୋଷାଡ଼ି ଆଣି ଇସ୍‌ଲାମାବାଦର ଡି-ଚୌକ୍‌ଠାରେ ତିନିଦିନ ଝୁଲାଇ ରଖିବାକୁ ଅଦାଲତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୈନ୍ୟ ବାହିନୀ ବିମାନ ନିଖୋଜ: ୩୮ ଜଣଙ୍କ ପତ୍ତା ମିଳୁନି

ସାଣ୍ଟିଆଗୋ,୧୦।୧୨: ଚିଲିର ଏକ ସୈନ୍ୟ ବାହିନୀ ବିମାନ ନିଖୋଜ ହୋଇଛି। ବିମାନଟି ଚିଲିରୁ ଆଣ୍ଟାର୍କଟିକା ଉଡ଼ାଣ କରୁଥିଲା ବୋଲି କୁହାଯାଉଛି। ଏଥିରେ ୩୮ ଜଣ ଲୋକ...

ଆଇଇଡି ବିସ୍ଫୋରଣରେ ୫ ଆତଙ୍କବାଦୀ ମୃତ

କାବୁଲ,୧୧।୧୧: ଆଫଗାନିସ୍ତାନର ଉତ୍ତରରେ ଥିବା କୁନ୍ଦୁଜ ଅଞ୍ଚଳରେ ସୋମବାର ହୋଇଥିବା ଇମ୍ପ୍ରୋଭାଇଜ୍ଡ ଏକ୍ସପ୍ଲୋସିଭ ଡିଭାଇସ୍‌ (ଆଇଇଡି) ବିସ୍ଫୋରଣରେ ୫ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ...

ହଟିପାରେ କରୋନା ଜରୁରୀକାଳୀନ ପରିସ୍ଥିତି, ଡବ୍ଲୁଏଚଓର ପ୍ରସ୍ତୁତି ଆରମ୍ଭ…

ଜେନେଭା, ୧୩।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। କରୋନା ମହାମାରୀର ଦୁଇ ବର୍ଷ ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) ଏହି...

ପୁତ୍ର ସନ୍ତାନ ଲୋଭରେ ମୁଣ୍ଡରେ କଣ୍ଟା ବାଡ଼େଇଲେ ଗର୍ଭବତୀ

ପେଶାଓ୍ବର,୯।୨: ଧାର୍ମିକ ଗୁରୁଙ୍କ ପରାମର୍ଶ କ୍ରମେ ନିଶ୍ଚିତ ଶିଶୁପୁତ୍ର ଲାଭ କରିବା ପାଇଁ ଜଣେ ଗର୍ଭବତୀ ମହିଳା ନିଜ ମୁଣ୍ଡରେ କଣ୍ଟା ବାଡ଼େଇଛନ୍ତି। ଏଭଳି ଘଟଣା...

ନ୍ୟୁୟର୍କ ବ୍ରୋନକ୍ସ୍‌ ଚିଡ଼ିଆଖାନାର ବାଘୁଣୀ କରୋନା ପଜିଟିଭ୍‌

ନ୍ୟୁୟର୍କ ,୬।୪: ଆମେରିକାରେ କରୋନା ସଂକ୍ରମଣକୁ ନେଇ ଅଚଳାବସ୍ଥା ସୃଷ୍ଟି ହୋଇଛି। ଏବେ ଏହି ସଂକ୍ରମଣ ମନୁଷ୍ୟଠାରୁ ପ୍ରାଣୀଙ୍କୁ ମଧ୍ୟ ସଂକ୍ରମିତ ହେବାରେ ଲାଗିଛି। ନ୍ୟୁୟର୍କର...

ଏପ୍ରିଲ ଶେଷ ବେଳକୁ କମିଯିବ କରୋନା ପ୍ରକୋପ!

ବେଜିଂ,୩।୪: ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟର ଏକ ରିପୋର୍ଟ ଅନୁଯାୟୀ, ଚାଇନାର ଜଣେ ବିଶେଷଜ୍ଞ ଡାକ୍ତର ଝୋଙ୍ଗ ନେନସନଙ୍କ ମତରେ ଏପ୍ରିଲ ଶେଷ ବେଳକୁ କରୋନାର...

ପାକିସ୍ତାନ ସରକାରଙ୍କୁ ଘାରିଛି ଭୟ

ଇସଲାମାବାଦ,୩।୨: ପାକିସ୍ତାନ ଏପର୍ଯ୍ୟନ୍ତ କରୋନା ଟିକାର ଗୋଟିଏ ମାତ୍ର ଡୋଜ କ୍ରୟ କରିପାରି ନାହିଁ। ଚାଇନାକୁ ଟିକା ମାଗିବା ପରେ ସେ ମାତ୍ର ୫ ଲକ୍ଷ...

ରୁଷିଆକୁ ଗ୍ୟାସ ଯୋଗାଣ ପାଇଁ ରାଜି ହେଲା ଜର୍ମାନୀ

ବର୍ଲିନ,୩୧ା୩: ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ୧ ମାସରୁ ଅଧିକ ହେବ ଲାଗିରହିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନର କୋଟିକୋଟି ଟଙ୍କାର କ୍ଷତି ହୋଇସାରିଲାଣି। ଅନ୍ୟପକ୍ଷରେ ରୁଷିଆର ମଧ୍ୟ...

Advertisement
Archives

Model This Week