ପାକିସ୍ତାନୀ କଳାକାରଙ୍କୁ କାହିଁକି ନେଲେ ନାହିଁ ରେହମାନ!

ମୁମ୍ବାଇ: ବଲିଉଡ୍‌ର ନାମୀ ସଙ୍ଗୀତକାର ଏ. ଆର୍‌. ରେହେମାନ ନିର୍ମାଣ କରିବାକୁ ଯାଉଛନ୍ତି ଏକ ମ୍ୟୁଜିକାଲ ଫିଲ୍ମ। ଯେଉଁଥିରେ ପ୍ରାୟ ୧୫ଟି ଗୀତ ରହିଛି। ନିକଟରେ ଏହାର ଶୁଟିଂ କରାଯାଇଥିବା ବେଳେ ଏହାକୁ ନେଇ ରେହେମାନ୍‌ ବଡ କଥା କହିଛନ୍ତି। ସେ କହିଛନ୍ତି ଏବେ ରିମିକ୍ସର ଯୁଗ ଚାଲିଛି। ଏହାଭଲ କିନ୍ତୁ ଅତ୍ୟଧିକ ରିମିକ୍ସ କ୍ଷତିକାରକ। ତେବେ ତାଙ୍କ ଫିଲ୍ମରେ ସେ ଭଲ କଳାକାରଙ୍କୁ ନେବାକୁ ଚାହୁଁଥିବା ବେଳେ ସେମିତି କାଳାକାର ପାକିସ୍ତାନରେ ଥିଲେ। ହେଲେ ସେ ଏମାନଙ୍କୁ ନେଇ ନାହନ୍ତି। କାରଣ ହେଉଛି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଭଲ ନ ଥିବାରୁ ପରେ ଏହା ତାଙ୍କ ଫିଲ୍ମ ପାଇଁ ସମସ୍ୟା ସୃଷ୍ଟି କରିଥାଆନ୍ତା ବୋଲି ସେ କହିଛନ୍ତି। ଏବେ ତାଙ୍କ ମ୍ୟୁଜିକାଲ ଫିଲ୍ମରେ ଏହାନ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଲଣ୍ଡନରେ ଫସିଲେ ପ୍ରିୟଙ୍କା

ମୁମ୍ବାଇ: ବ୍ରିଟେନରେ କରୋନା ଖୁବ୍‌ ତୀବ୍ର ବେଗରେ ମାଡ଼ି ଚାଲିଛି। ଏହି ନୂଆ ଭାଇରସ୍‌ଟି ଅଧିକ ସଂକ୍ରାମକ ବୋଲି କୁହାଯାଉଛି। ଏଭଳି ଖରାପ ପରିସ୍ଥିତିକୁ ରୋକିବା...

ସୁଶାନ୍ତଙ୍କୁ ନେଇ ପୋଷ୍ଟ ଲେଖି ପୁଣି ଟ୍ରୋଲ ହେଲେ ରିୟା: ଲୋକେ କହୁଛନ୍ତି ‘ଲୋକଦେଖାଣିଆ ଓ ଅଭିନୟ’

ବମ୍ବେ: ଅନେକ ଥର ସୁଶାନ୍ତ ସିଂ ରାଜପୁତଙ୍କ ସହ ସମ୍ପର୍କକୁ ଖୋଲାଖୋଲି ବନ୍ଧୁତାର ନାମ ଦେଇଥିଲେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ। ହେଲେ ସୁଶାନ୍ତଙ୍କ ମୃତ୍ୟୁର ଏକ...

ଅନୁଷ୍କା ଶର୍ମା ପ୍ରଯୋଜିତ ‘ବୁଲ୍‌ବୁଲ’ର ଟ୍ରେଲର ରିଲିଜ୍‌: ଅପରାଧ, ସସ୍‌ପେନ୍ସ, ପ୍ରେମରେ ଭରପୂର

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଦ୍ୱିତୀୟ ଓ୍ବେବ୍‌ ସିରିଜ୍‌ ‘ବୁଲବୁଲ’ର ଟ୍ରେଲର ରିଲିଜ୍‌ ହୋଇଛି। ଏଥିରେ ଅଭିନେତ୍ରୀ ତୃପ୍ତି ଡିମରୀଙ୍କୁ ବଙ୍ଗାଳୀ...

ଝିଅର ଜନ୍ମଦିନ ପାଳିଲେ ଧର୍ମେନ୍ଦ୍ର-ହେମା

ମୁମ୍ବାଇ: ବଲିଉଡ ଡ୍ରିମ ଗର୍ଲ ହେମା ମାଳିନୀ ଓ ଅଭିନେତା ଧର୍ମେନ୍ଦ୍ର ଝିଅ ଆହାନାଙ୍କର ବାର୍ଥଡେ ନିଜ ପରିବାର ସହ ମୁମ୍ବାଇର ଜୁହୁ ସ୍ଥିତ ଏକ...

ହଲିଉଡ୍‌ରେ ଡିମ୍ପଲ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଭିନ୍ନ ରୂପ ଏବେ ଦେଖିବାକୁ ମିଳିଛି। କାରଣ ସେ ଏବେ ହଲିଉଡ୍‌ ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି।...

ଇଣ୍ଡିଆନ୍‌ ଆଇଡଲ୍‌ର ପ୍ରତିଯୋଗୀଙ୍କୁ ସୁନା ଚେନ୍‌ ଦେଲେ ବାପି ଲାହିରୀ , ଜାଣନ୍ତୁ କାହିଁକି…

ସିଙ୍ଗିଂ ରିଆଲିଟି ଶୋ’ ଇଣ୍ଡିଆନ୍‌ ଆଇଡଲ’ ର ୧୨ତମ ସିଜିନ୍‌ରେ ଖୁବ୍‌ ଶୀଘ୍ର କିଶୋର କୁମାରଙ୍କ ପୁଅ ଅମିତ କୁମାର ଏବଂ ବାପ୍ପି ଲାହିରୀଙ୍କୁ ଗେଷ୍ଟ...

ଚୁଜି ହେଲେଣି ଅନନ୍ୟା

ନବାଗତା ଅନନ୍ୟା ଏବେ ଚୁଜି ହେଲେଣି। ଭୂମିକା ହେଉ କି କାହାଣୀ ଯଦି ପସନ୍ଦ ନ ହେଲା ତେବେ ସିଧା ସିଧା ମନା କରିଦେଉଛନ୍ତି। ନିକଟରେ...

ହଲିଉଡ୍ ଅନୁଭୁତି କହିଲେ ଦେଶୀଗର୍ଲ

ମୁମ୍ବାଇ: ବଲିଉଡ୍ ଦେଶୀଗର୍ଲ ପ୍ରିୟଙ୍କା ଚୋପ୍ରା ହଲିଉଡ୍‌ରେ ବି ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ନିକଟରେ ସେ ତାଙ୍କର ପୁସ୍ତକ...

Play 250+ Trending Games
Archives

Model This Week

Why Dharitri