ପାକିସ୍ତାନୀ ଅଭିନେତ୍ରୀଙ୍କ ପରଲୋକ

କରାଚୀ,୧୦ା୭(ପି.ଟି.): ପାକିସ୍ତାନର କିମ୍ବଦନ୍ତୀ ଅଭିନେତ୍ରୀ ଜାହିନ୍‌ ତାହିରା ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୭୯ବର୍ଷ ହୋଇଥିଲା। ତାହିରାଙ୍କ ବିୟୋଗ ଖବର ତାଙ୍କ ନାତି ଡାନିଏଲ ଶାହଜାଦ୍‌ ସୋସିଆଲ୍‌ ମିଡିଆରେ ଶେୟାର କରିଛନ୍ତି। ପାକିସ୍ତାନର ଟେଲିଭିଜନ ଇତିହାସରେ ବରିଷ୍ଠ କଳାକାରଙ୍କ ମଧ୍ୟରୁ ଅନ୍ୟତମ ତାହିରା ୭୦୦ ଡ୍ରାମା ଓ ସିରୟଲ୍‌ର ପ୍ରମୁଖ ଓ ସହାୟିକା ଭୂମିକାରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡରେ ୭.୨ ତୀବ୍ରତାଯୁକ୍ତ ଭୂକମ୍ପ…

ଓ୍ବେଲିଂଟନ,୨୪।୪ : ସାରା ବିଶ୍ୱରେ ଭୂକମ୍ପର ଘଟଣା ବଢ଼ିବାରେ ଲାଗିଛି। ସୋମବାର ସକାଳେ ନ୍ୟୁଜିଲ୍ୟଣ୍ଡରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର...

ମାନସଲୁ ବେସ୍‌ କ୍ୟାମ୍ପ୍‌ ନିକଟରେ ପୁଣି ହିମ ସ୍ଖଳନ…

କାଠମାଣ୍ଡୁ,୨।୧୦ : ନେପାଳର ମାନସଲୁ ପର୍ବତ ବେସ କ୍ୟାମ୍ପ ନିକଟରେ ପୁଣି ଥରେ ଭୟଙ୍କର ହିମ ସ୍ଖଳନ ଘଟିଛି। ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର କୌଣସି ସୂଚନା...

ବନ୍ଧୁକ ସଂସ୍କୃତି: ୧୨ ମାସରେ ୧୫ରୁ ଅଧିକ ଗୁଳିକାଣ୍ଡ, ୧୦୦ରୁ ଅଧିକ ଲୋକଙ୍କ ଗଲାଣି ଜୀବନ…

ଓ୍ବାଶିଂଟନ,୮।୫ : ଆମେରିକାରେ ଜାରି ରହିଥିବା ବନ୍ଧୁକ ସଂସ୍କୃତି ଯୋଗୁ ଗୁଳିକାଣ୍ଡ ଘଟଣା ଥମିବାର ନା ଧରୁନି। ଧୀରେଧିରେ ଏହା ବୃଦ୍ଧି ପାଉଛି। ଶନିବାର ଟେକ୍ସାସରେ...

ନିଜ ତିଆରି ବିମାନରେ ୟୁରୋପ ବୁଲିଲେ କେରଳ ବ୍ୟକ୍ତି

ଲଣ୍ଡନ,୨୮।୭: କୋଭିଡ୍‌-୧୯ ଲକ୍‌ଡାଉନ୍‌ ସମୟରେ ବିମାନ ସେବା ବନ୍ଦ ହୋଇଯାଇଥିବାବେଳେ କେରଳର ଜଣେ ବ୍ୟକ୍ତି ନିଜସ୍ବ ଉଦ୍ୟମରେ ଏକ ବିମାନ ନିର୍ମାଣ କରିଥିଲେ। ଉକ୍ତ ବିମାନରେ...

ନୂଆ ଏଚଆଇଭି ଔଷଧ ପିଲାମାନଙ୍କ ଚିକିତ୍ସା ପାଇଁ ହେବ ଉପଯୋଗୀ…

ଓ୍ବାଶିଂଟନ,୩।୮ : କଲୋରାଡୋ ୟୁନିଭରସିଟି ଆନ୍ସଚ୍ୟୁଟଜ ମେଡିକାଲ କ୍ୟାମ୍ପସର ଗବେଷକମାନେ ମାନବ ପ୍ରତିରକ୍ଷା ପ୍ରତିରୋଧକ ଜୀବାଣୁ (ଏଚଆଇଭି) ସଂକ୍ରମିତ ଶିଶୁଙ୍କ ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଔଷଧ...

ଅଷ୍ଟ୍ରେଲିଆ ବିମାନ ଦୁର୍ଘଟଣା: ୩ ଫାୟାରଫାଇଟର ମୃତ

ନିଉ ସାଉଥ୍‌ ଓ୍ବେଲସ,୨୩।୧: ଅଷ୍ଟ୍ରେଲିଆର ନିଉ ସାଉଥ୍‌ ଓ୍ବେଲସରେ ସି-୧୩୦ ବିମାନ ଗୁରୁବାର ଦୁର୍ଘଟଣା ହୋଇଥିବା ଖବର ମିଳିଛି। ଏଥିରେ ୩ ଆମେରିକୀୟ ଫାୟାପାଇଟରଙ୍କ ମୃତ୍ୟୁ...

କରୋନା ଭ୍ୟାକ୍ସିନକୁ ନେଇ ସତର୍କ କଲା ଇଣ୍ଟରପୋଲ!

ଲଣ୍ଡନ,୬ ।୧୨: କରୋନା ଭାଇସରଠାରୁ ଦୂରେଇ ରହିବାକୁ ବିଶ୍ୱବାସୀଙ୍କୁ ଖୁବ୍‌ଶୀଘ୍ର ଏହାର ଭ୍ୟାକ୍ସିନ ମିଳିଯିବ ବୋଲି କୁହାଯାଉଛି । ହେଲେ ଏହା ସାଧାରଣ ଜନତାଙ୍କ ପାଖରେ...

୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଜିନପିଙ୍ଗ

ବେଜିଂ,୧୮।୮: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଆସନ୍ତା ସପ୍ତାହରେ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ହେବାକୁ ଥିବା ୧୫ ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବେ ଏବଂ ଅଗଷ୍ଟ...

Advertisement
Archives

Model This Week