ପାକିସ୍ତାନରେ ଖାଦ୍ୟ ସଙ୍କଟ: ମିଳୁନି ଚିକେନ୍‌

ଇସ୍‌ଲାମାବାଦ,୩।୧୦: ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶାସନ ଭାର ନେବା ପରଠାରୁ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହା ଇମ୍ରାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ନିକଟରେ ପାକିସ୍ତାନ ବ୍ୟୁରୋ ଅଫ୍‌ ଷ୍ଟାଟିକ୍ସଟିକ୍ସର ଏକ ରିପୋର୍ଟ ଅନୁଯାୟୀ ପୂର୍ବାପେକ୍ଷା ଏବେ ପାକିସ୍ତାନର ଆର୍ଥିକ ସ୍ଥିତି ୧୧ ପ୍ରତିଶତ ଅଧିକ ଖରାପ ହୋଇଛି। ଫଳରେ ଚିକେନ୍‌ ଦର ୪୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଦିନକୁ ଦିନ ଏଠାରେ ଆର୍ଥିକ ପରିସ୍ଥିତି ଖରାପ ହେଉଥିବା ବେଳେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଲିଙ୍ଗନ ମୁଦ୍ରାରେ କଙ୍କାଳ, ବିତିଲାଣି ୧୫୦୦ ବର୍ଷ…

ବେଜିଂ,୨୫।୮: ଉତ୍ତର ଚାଇନାରେ ଏକ କବରରେ ଆଲିଙ୍ଗନ ମୁଦ୍ରାରେ ଦୁଇ କଙ୍କାଳ ରହିଛି। କଙ୍କାଳଗୁଡ଼ିକ ପ୍ରାୟ ୧୫୦୦ ବର୍ଷ ପୁରୁଣା ବୋଲି ପ୍ରତ୍ନତତ୍ତ୍ୱବିତ୍‌ମାନେ କହିଛନ୍ତି। ଏହି...

କରୋନାକୁ କରନ୍ତୁନି ହେୟଜ୍ଞାନ; ଆଗାମୀ ଦିନରେ ପୃଥିବୀରେ ସୃଷ୍ଟି କରିବ ଭୟଙ୍କର ସ୍ଥିତି: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨୧।୪: କରୋନା ବିରୋଧରେ ସାରା ପୃଥିବୀରେ ଲଢ଼େଇ ଜାରି ରହିଛି। ସୁରକ୍ଷା ଦୃଷ୍ଟିରୁ ବହୁ ଦେଶରେ ଲକ୍‌ ଡାଉନ୍‌ ଜାରି ହୋଇଛି। ଏପରିସ୍ଥଳେ ବିଶ୍ୱ ସ୍ବାସ୍ଥ୍ୟ...

କୋଭିଡ୍‌-୧୯ରେ ଆକ୍ରାନ୍ତ ହେଲା ଗରିଲା

ସାନ ଡିଏଗୋ (କାଲିଫର୍ନିଆ) ,୧୨।୧: କାଲିଫର୍ନିଆର ସାନ ଡିଏଗୋ ସହରରେ ଥିବା ସାନ ଡିଏଗୋ ଜୁ ସଫାରି ପାର୍କରେ ରହୁଥିବା କିଛି ଗରିଲାଙ୍କ କୋଭିଡ୍‌-୧୯ ରିପୋର୍ଟ...

କଶ୍ମୀରକୁ ନେଇ ଖଣ୍ଡା ବୁଲାଇଲେ ମିଆଁଦାଦ୍‌:କହିଲେ ଆଗରୁ ଛକା ମାରୁଥିଲି, ଏବେ ଜୀବନରୁ ମାରିଦେବି

ଶ୍ରୀନଗର, ୧।୯: ଜମ୍ମୁ-କଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ପରେ ବିଚଳିତ ହୋଇପଡିଛି ପାକିସ୍ତାନ। ଏହି ପ୍ରସଙ୍ଗକୁ ନେଇ ଦେଶର ନେତାଙ୍କଠାରୁ ଆରମ୍ଭ କରି ଖେଳାଳିମାନଙ୍କ ପର୍ଯ୍ୟନ୍ତ...

ଚାଇନା ପରେ ଦକ୍ଷିଣ କୋରିଆରେ ସର୍ବାଧିକ କରୋନା ଭାଇରସ ସଂକ୍ରମିତ!

ସିଓଲ,୨୪।୨: କରୋନା ଭାଇରସ ଚାଇନାରେ ମହାମାରୀ ଭଳି ବ୍ୟାପି ଚାଲିଥିବା ବେଳେ ଏବେ ଏହା ଆଖାପାଖ ଦେଶକୁ ମଧ୍ୟ ବ୍ୟାପିବାରେ ଲାଗିଛି। ତେବେ ଚାଇନା ପରେ...

ଏପ୍ରିଲ ୧୧ରେ ୧୭ ଆସନରେ ଭୋଟ: ଟିଆର୍‌ଏସ୍‌ର ମିଶନ ୧୬

ହାଇଦ୍ରାବାଦ,୨୮ା୩(ଆଇଏଏନ୍‌ଏସ୍‌): ତେଲେଙ୍ଗାନାରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ ଶାସକ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍‌ଏସ୍‌) ସାଧାରଣ ନିର୍ବାଚନର ମଇଦାନକୁ ଓହ୍ଲାଇଛି। ବିରୋଧୀ...

କୋଭିଡ୍‌ ଭୟରେ ୫ ବର୍ଷର ଝିଅଙ୍କୁ ୧୫ ଥର ଭୁଷିଲେ ଛୁରି

ଲଣ୍ଡନ,୨୫।୬: କୋଭିଡ୍‌-୧୯ ଭୟରେ ୩୬ ବର୍ଷୀୟା ମହିଳା ଭାରତୀୟ ବଂଶଦ୍ଭୋବ ୟୁକେରେ ନିଜ ଘରେ ୫ ବର୍ଷର ଝିଅକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ।...

୯୪ ଦେଶକୁ ବ୍ୟାପିଲାଣି କରୋନା

ପ୍ୟାରିସ୍‌,୮।୩(ଏଏଫ୍‌ପି): ମାରାତ୍ମକ କରୋନା ଭୂତାଣୁ କାୟା ବିସ୍ତାର କରି ଚାଲିଛି। ବର୍ତ୍ତମାନ ସୁଦ୍ଧା ଏହା ୯୪ ଦେଶକୁ ବ୍ୟାପିଲାଣି। ଏଥିରେ ସଂକ୍ରମିତଙ୍କ ସଂଖ୍ୟା ୧,୦୧,୯୮୮ରେ ପହଞ୍ଚତ୍ଥିବାବେଳେ...

Advertisement


Archives

Model This Week