ପାକିସ୍ତାନରେ ଖାଦ୍ୟ ସଙ୍କଟ: ମିଳୁନି ଚିକେନ୍‌

ଇସ୍‌ଲାମାବାଦ,୩।୧୦: ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଶାସନ ଭାର ନେବା ପରଠାରୁ ପାକିସ୍ତାନରେ ଆର୍ଥିକ ମାନ୍ଦାବସ୍ଥା ଲାଗି ରହିଛି। ଯାହା ଇମ୍ରାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ନିକଟରେ ପାକିସ୍ତାନ ବ୍ୟୁରୋ ଅଫ୍‌ ଷ୍ଟାଟିକ୍ସଟିକ୍ସର ଏକ ରିପୋର୍ଟ ଅନୁଯାୟୀ ପୂର୍ବାପେକ୍ଷା ଏବେ ପାକିସ୍ତାନର ଆର୍ଥିକ ସ୍ଥିତି ୧୧ ପ୍ରତିଶତ ଅଧିକ ଖରାପ ହୋଇଛି। ଫଳରେ ଚିକେନ୍‌ ଦର ୪୦ ପ୍ରତିଶତ ବୃଦ୍ଧି ପାଇଛି। ତେବେ ଦିନକୁ ଦିନ ଏଠାରେ ଆର୍ଥିକ ପରିସ୍ଥିତି ଖରାପ ହେଉଥିବା ବେଳେ ସାଧାରଣ ଜନତା ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚଳିତ ବର୍ଷ ଇରାନରେ ୫୦୪ ଜଣଙ୍କୁ ମୃତ୍ୟୁଦଣ୍ଡ: ମାନବାଧିକାର ରିପୋର୍ଟ…

ତେହରାନ,୭।୧୨ : ଇରାନରେ ହିଜାବକୁ ନେଇ ଚାଲିଥିବା ବିରୋଧ ମଧ୍ୟରେ ଅତ୍ୟନ୍ତ ନିଷ୍ଠୁର ଖବର ସାମ୍ନାକୁ ଆସିଛି। ଚଳିତ ବର୍ଷ ଏପର୍ଯ୍ୟନ୍ତ ଏହି ଶିଆ ସଂଖ୍ୟାଗରିଷ୍ଠ...

ଗର୍ଭପାତ କଟକଣା: ଆମେରିକାରେ ଦ୍ୱନ୍ଦ୍ୱ

ଓ୍ବାଶିଂଟନ,୫ା୫: ୧୯୭୩ ମସିହାରେ ଆମେରିକା ସୁପ୍ରିମକୋର୍ଟ ‘ରୋ ବନାମ ଓ୍ବେଡ୍‌’ ମାମଲାର ବିଚାର କରି ଗର୍ଭପାତ କରାଇବା ସପକ୍ଷରେ ରାୟ ଦେଇଥିଲେ। ସର୍ବୋଚ୍ଚ ଅଦାଲତଙ୍କ ଏହି...

ଚାଇନାକୁ ମିଳିଲା ଆଉ ଏକ ଦେଶର ସମର୍ଥନ

କଲମ୍ବୋ,୫।୮: ତାଇୱାନ ପ୍ରସଙ୍ଗରେ ଚାଇନା ଆଉ ଏକ ଦେଶର ସମର୍ଥନ ମିଳିଛି। ରୁଷିଆ ଏବଂ ପାକିସ୍ତାନର ସମର୍ଥନ ପରେ ବର୍ତ୍ତମାନ ଶ୍ରୀଲଙ୍କା ଚାଇନାକୁ ସମର୍ଥନ କରିଛି।...

ଶାର୍କ ଆକ୍ରମଣ ପରେ ବନ୍ଦ ହେଲା ସିଡ୍‌ନୀ ବିଚ୍‌

ସିଡ୍‌ନୀ,୧୭।୨: ସିଡ୍‌ନୀର ସମୁଦ୍ର କୂଳରେ ଶାର୍କ ଆକ୍ରମଣରେ ବୁଧବାର ଅପରାହ୍ନରେ ଜଣେ ସନ୍ତରଣକାରୀ ପ୍ରାଣ ହରାଇଛନ୍ତି। ଗତ ୬୦ ବର୍ଷ ମଧ୍ୟରେ ଶାର୍କ ଆକ୍ରମଣର ଏହା...

ଭାରତକୁ ପୁଣି ପ୍ରଶଂସା କଲେ ପୁଟିନ କହିଲେ ଭାରତୀୟ ପ୍ରତିଭାଶାଳୀ, ପ୍ରେରଣାଦାୟୀ

ମସ୍କୋ,୫ ।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ପୁଣିଥରେ ଭାରତର ପ୍ରଶଂସା କରିଛନ୍ତି । ସେ ଭାରତୀୟଙ୍କୁ ‘ପ୍ରତିଭାଶାଳୀ’ ଓ ‘ପ୍ରେରିତ’ କରୁଥିବା ଲୋକ...

ଜଣାପଡ଼ିଲା ସତକଥା: ୪ ବର୍ଷ ତଳେ ଚାଇନାରେ ହୋଇଥିଲା କରୋନା ସଂକ୍ରମଣ…

ବେଜିଂ,୧୫।୪: କରୋନା ସଂକ୍ରମଣ ନେଇ ସାରା ପୃଥିବୀରେ ଆତଙ୍କ ଦେଖାଦେଇଛି। ୨୦୧୯ରେ ଚାଇନାର ଉହାନ ସହରରୁ କରୋନା ସଂକ୍ରମଣ ଆରମ୍ଭ ହୋଇଥିବା କୁହାଯାଉଥିଲେ ମଧ୍ୟ ଏବେ...

୧୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ

ଓ୍ବାଶିଂଟନ,୧ା୨: ଆମେରିକାରେ ପ୍ରବଳ ତୁଷାରପାତ ଯୋଗୁ ବୁଧବାର ୧୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ ହୋଇଛି। ଟେକ୍ସାସରୁ ଓ୍ବେଷ୍ଟ ଭର୍ଜିନିଆ ପର୍ଯ୍ୟନ୍ତ ବରଫର ଆସ୍ତରଣ ଜମିଛି।...

ବ୍ରାଜିଲ-ଫ୍ରାନ୍ସ ଚା’ କପ୍‌ରେ ଝଡ଼ ଥମିଲା: ମାକ୍‌ରଁଙ୍କ ସ୍ତ୍ରୀଙ୍କୁ ନେଇ ଫେସ୍‌ବୁକ୍‌ରେ ଦିଆଯାଇଥିବା ମନ୍ତବ୍ୟ ଲାଗି କ୍ଷମା ମାଗିଲେ ବ୍ରାଜିଲ୍‌ ଜନତା

ପୋର୍ଟ ଭେଲ୍‌ହୋ,୨୯।୮: କିଛି ଦିନ ଧରି ବ୍ରାଜିଲ-ଫ୍ରାନ୍ସ ଚା’ କପ୍‌ରେ ଉଠିଥିବା ଝଡ଼ ଏବେ ଥମିଛି। ବ୍ରାଜିଲ ରାଷ୍ଟ୍ରପତି ବୋଲ୍‌ସୋନାରୋଙ୍କ ଜଣେ ସମର୍ଥକ ଫ୍ରାନ୍ସ ରାଷ୍ଟ୍ରପତି...

Advertisement
Archives

Model This Week