ପାକିସ୍ତାନକୁ ଏଫ୍‌ଏଟିଏଫ୍‌ର ଚେତାବନୀ

ପ୍ୟାରିସ,୧୮।୧୦: କଳା ତାଲିକା ଭୁକ୍ତ ହେବାକୁ ଯାଉଥିବା ପାକିସ୍ତାନକୁ ଆଶ୍ୱସ୍ତି ମିଳିଛି। ପ୍ୟାରିସ(ଫ୍ରାନ୍ସ)ର ଫାଇନାନସିଆଲ୍‌ ଆକ୍ସନ ଟାକ୍ସ ଫୋର୍ସ(ଏଫ୍‌ଏଟିଏଫ୍‌) ଏଥିପାଇଁ ପାକିସ୍ତାନକୁ ଚେତାବନୀ ଦେବା ସହ ସମୟ ଦେଇଛି। ୨୦୨୦ ଫେବୃୟାରୀ ପର୍ଯ୍ୟନ୍ତ ପାକିସ୍ତାନ ଗ୍ରେ ଲିଷ୍ଟରେ ରହିବ ବୋଲି କହିଛି ଏଫ୍‌ଏଟିଏଫ୍‌। ଏହାସହ ଆତଙ୍କବାଦ ବିରୋଧରେ ପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ନ ନେଲେ ପାକିସ୍ତାନ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ତେବେ ସର୍ବ ସମ୍ମତି କ୍ରମେ ପାକିସ୍ତାନକୁ ଏବେ ଗ୍ରେ ଲିଷ୍ଟରେ ରଖାଯିବ ବୋଲି ଏଫ୍‌ଏଟିଏଫ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିଲା ପାକିସ୍ତାନ

ନୂଆଦିଲ୍ଲୀ,୧୪ା୫: ପାକିସ୍ତାନର ସାମୁଦ୍ରିକ ସୁରକ୍ଷା ବାହିନୀ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭାରତୀୟ ମତ୍ସ୍ୟଜୀବୀ ଡଙ୍ଗା ଧରିଛି। ଏହି ଡଙ୍ଗାରେ ୮ ଜଣ ସଦସ୍ୟ ଥିଲେ।...

ଭାରତୀୟଙ୍କ ଉପରୁ ଭିଜା ବ୍ୟାନ୍‌ ହଟାଇଲା ଚାଇନା

ବେଜିଂ,୧୪।୬: କୋଭିଡ୍‌ ମହାମାରୀ ଯୋଗୁ ଚାଇନା ୨ ବର୍ଷ ହେଲା ଲଗାଇଥିବା ଭିଜା କଟକଣା ହଟାଇଦେବାକୁ ନିଷ୍ପତ୍ତି ନେଇଛି। ଏହି କଟକଣା ଯୋଗୁ ଭାରତରେ ଅଟକି...

ନେପାଳରେ ଥିବା ୩ ଭାରତୀୟ କରୋନାରେ ସଂକ୍ରମିତ

ବିରଗୁଞ୍ଜ,୧୨।୪: ନେପାଳର ବିରଗୁଞ୍ଜ ସହରରେ ରହୁଥିବା ୩ ଭାରତୀୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା ରବିବାର ସୂଚନା ମିଳିଛି। ହେତଉଦରେ ଥିବା ଏକ ଲ୍ୟାବ୍‌ରେ...

ଆମେରିକାରେ‘ଆଜାଦି କା ଅମୃତ ମହୋତ୍ସବ’

ଓ୍ବାଶିଂଟନ,୧୪।୫: ଭାରତ ସ୍ବାଧୀନତାର ୭୫ତମ ବାର୍ଷିକୀ ପାଳନ ଆମେରିକା କ୍ୟାପିଟୋଲରେ ଆରମ୍ଭ ହୋଇଛି। ବହୁସଂଖ୍ୟାରେ ଆମେରିକା କଂଗ୍ରେସ ସଦସ୍ୟ ଓ ଭାରତୀୟ ଆମେରିକୀୟ ଏଥିରେ ଯୋଗଦେଇଥିଲେ।...

ନୀଳ ନୟନା ନିଶାରେ ହୋଇଥିଲେ ଅନ୍ଧୁଣୀ

ମଣିଷକୁ ବିଭିନ୍ନ ପ୍ରକାରର ନିଶା ଘାରିଥଏ। ତା’ ଭିତରେ ସୁନ୍ଦର ଦେଖାଯିବାର ନିଶା ଅନ୍ୟତମ। ବେଳେ ବେଳେ ଏଇ ନିଶାରେ ମଣିଷ ନିଜ ଜୀବନକୁ ବିପଦରେ...

ଦୁଃଖ ଉପରେ ଦୁଃଖ, ମାନବ ଚୋରା ଚାଲାଣ ର଼୍ୟାକେଟ ସକ୍ରିୟ, କାଢ଼ି ନେଉଛନ୍ତି ଶରୀରର ବିଭିନ୍ନ ଅଙ୍ଗ…

କ୍ୱିଭ୍‌,୧୪।୩ : ୟୁକ୍ରେନ ଉପରେ ରୁଷିଆର ଆକ୍ରମଣ ମଧ୍ୟରେ ସାଧାରଣ ଲୋକଙ୍କ ଦୁଃଖ ପୁଣି ବଢ଼ିବାରେ ଲାଗିଛି। ସେମାନଙ୍କ ଦୁଃଖ ଉପରେ ଦୁଃଖ ବଢୁଛି। ଘରଛାଡ଼ି...

ମ୍ୟାନମାର ସେନାଙ୍କ ଅସ୍ତ୍ର ଯୋଗାଣକାରୀଙ୍କ ଉପରେ କନାଡାର ପ୍ରତିବନ୍ଧକ

ଓଟାୱା,୨୬ ।୩: ଗ୍ଲୋବଲ ଆଫେୟାର୍ସ କାନାଡା ଶୁକ୍ରବାର ଏକ ବୟାନରେ କହିଛି ମ୍ୟାନମାରରେ ସେନା ଅଧିକାରୀଙ୍କୁ ଅସ୍ତଶସ୍ତ୍ର ଯୋଗାଣ କରୁଥିବା ବ୍ୟକ୍ତି ଓ ସଂସ୍ଥା ଉପରେ...

ଆକ୍ରମଣକାରୀଙ୍କ ଗିରଫ ପାଇଁ ପୋଲିସ ଉପରେ ଚାପ

କଲମ୍ବୋ,୧୬ା୫: ଗତ ସପ୍ତାହରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭକାରୀଙ୍କ ଉପରେ ହୋଇଥିବା ଆକ୍ରମଣରେ ସମ୍ପୃକ୍ତ ଥିବା ରାଜପାକ୍‌ସେ ପରିବାରର ବିଶ୍ୱସ୍ତବାଦୀଙ୍କୁ ଗିରଫ କରିବା ପାଇଁ ଶ୍ରୀଲଙ୍କାରେ ପୋଲିସ ଉପରେ...

Advertisement
Archives

Model This Week