ପହଣ୍ଡିବିଜେରେ ଆକର୍ଷଣ ଟାହିଆ

ରଥଯାତ୍ରାର ଅନ୍ୟତମ ଆକର୍ଷଣ ହେଲା ପହଣ୍ଡିବିଜେ। ପହଣ୍ଡିରେ ଦିଅଁ ଆସନ୍ତି ଝୁଲି ଝୁଲି। ବଡ ଠାକୁର ବଳଭଦ୍ର, ମହାପ୍ରଭୁଙ୍କ ଜଗନ୍ନାଥଙ୍କ ପହଣ୍ଡିବିଜେ ଦେଖିବା ପାଇଁ ଭକ୍ତ ମନ ବ୍ୟାକୁଳ ଥାଏ। ଆଉ ଏହି ଦୃଶ୍ୟ ଦେଖି ଭକ୍ତିଭାବ ଆହୁରି ବଢିଯାଏ। ପହଣ୍ଡି ସମୟରେ ଟାହିଆ ପରିବେଶକୁ ଆହୁରି ଭକ୍ତିମୟ କରେ। ପ୍ରତିବର୍ଷ ଏହି ଟାହିଆ ଯୋଗାଇଥାଏ ପୁରୀସ୍ଥିତ ରାଘବଦାସ ମଠ। ଠାକୁରଙ୍କର ଯେତେଥର ପହଣ୍ଡି ବିଜେ ହୁଏ ସେତେଥର ଏହି ମଠ ପକ୍ଷରୁ ଟାହିଆ ଯୋଗାଇ ଦିଆଯାଏ। ସୋଲ, ଜରି, ଜାମ୍ବୁରାରେ ନିର୍ମିତ ଏହି ଟାହିଆ ଠାକୁରଙ୍କ ମୁଣ୍ଡରେ ଶୋଭା ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଶୋଭାଯାତ୍ରାରେ ଦମ୍ପତିଙ୍କ ଶେଷଯାତ୍ରା

ସମ୍ବଲପୁର,୩୧ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଡଙ୍ଗାପାଲ ଗ୍ରାମର ବୃଦ୍ଧ ଦମ୍ପତି କାର୍ତ୍ତିକ ପ୍ରଧାନ ଓ ଅନସୂୟାଙ୍କ ଶୋଭାଯାତ୍ରା ସହ ଜୀବନର ଶେଷଯାତ୍ରା ସମ୍ପନ୍ନ ହୋଇଛି। ଗାଁ...

ଶିଶୁଙ୍କ ଡାଇପରରୁ ମିଳିଲା ଲୁଟ୍‌ ଅଳଙ୍କାର

ସୋର, ୨୭ା୧୨(ଡି.ଏନ.ଏ.): ଏକ ବସ୍‌ ଭିତରେ ଲୁଟ ହୋଇଥିବା ଅଳଙ୍କାର ଶିଶୁଙ୍କ ଡାଇପରରୁ ମିଳିବା ଘଟଣାରେ ଅଟକ ଥିବା ୨ ମହିଳାଙ୍କୁ ସୋମବାର କୋର୍ଟ ଚାଲାଣ...

ବୋହୂଙ୍କୁ ବିଷ ପିଆଇ ହତ୍ୟା: ଶ୍ୱଶୁର ଘର ଲୋକଙ୍କ ନାମରେ ମାମଲା

ରଣପୁର,୩ା୭ (ସ୍ବ.ପ୍ର.)- ନୟାଗଡ଼ ଜିଲା ଚାନ୍ଦପୁର ଥାନା ଅଞ୍ଚଳର ଜଣେ ବୋହୂଙ୍କୁ ଶାଶୁଘର ଲୋକେ ବିଷ ପିଆଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏ ନେଇ...

ଅନ୍ୟଜାତିରେ ପ୍ରେମ ବିବାହ କରିବାରୁ…

ଲୋଇସିଂହା,୧୨।୯(ଡି.ଏନ.ଏ.): ଅନ୍ୟଜାତିରେ କରିଥିଲେ ପ୍ରେମ ବିବାହ। ଏବେ ତାଙ୍କର ଏକ ୨ ବର୍ଷର ପିଲା ଅଛି। ପୁଣି ଗର୍ଭବତୀ ଅଛନ୍ତି ସ୍ତ୍ରୀ। ନିଜ ଘର ଅଥବା...

ଘରୋଇ କଳହ: ଦାଦାପୁଅ ଖଣ୍ଡା ଚୋଟରେ ବଡ଼ବାପା ପୁଅ ଗୁରୁତର

ପାଟଣାଗଡ଼,୧୧।୬(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ସାନବାବେଯୁରୀ ଗ୍ରାମରେ ସୋମବାର ରାତିରେ ଘରୋଇ କଳହକୁ ନେଇ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ...

ଗର୍ଭପାତ ମୌଳିକ ଅଧିକାର: ହାଇକୋର୍ଟ

କଟକ ଅଫିସ,୨୧।୧୨(ବ୍ୟୁରୋ): ଗର୍ଭଧାରଣର ୨୦ ସପ୍ତାହ ପରେ ଗର୍ଭପାତ କରିବାର ନିୟମ ନାହିଁ। ହେଲେ ପୀଡ଼ିତା ନାବାଳିକାଙ୍କ ଭବିଷ୍ୟତ, ଶିକ୍ଷା, ସାମାଜିକ ସୁରକ୍ଷାକୁ ଦୃଷ୍ଟିରେ ରଖି...

ସଂଘବଦ୍ଧ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ: ୩ ଗିରଫ, ନାବାଳକଙ୍କ ସମ୍ପୃକ୍ତି

ଆସିକା,୪ା୯(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ଗୁରୁବାର ରାତିରେ ସଂଘବଦ୍ଧ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର...

ଦଳିତ ବସ୍ତିରେ ବିଦ୍ୟୁତ ସେବା ବନ୍ଦ, କର୍ମଚାରୀଙ୍କୁ ଘେରିଲେ ମହିଳା

ଢେଙ୍କାନାଳ ଅଫିସ,୨୮।୩: ଢେଙ୍କାନାଳ ପୌରାଞ୍ଚଳର ୱାର୍ଡ ନଂ. ୧୦ର ବିଲସାହି ଦଳିତ ବସ୍ତିରେ ବିଦ୍ୟୁତ୍‌ ସରବରାହ ହଠାତ୍‌ ବନ୍ଦ ହୋଇଯାଇଥିଲା। ଏହାର ପ୍ରତିବାଦରେ ଏଏପି୍‌ କର୍ମୀ ପଦ୍ମିନୀ...

Advertisement
Archives

Model This Week