ପସନ୍ଦ ଆସୁଛି ‘ପତି ପତ୍ନୀ ଔର ଓ୍ବ’, ସୁପରହିଟ୍‌ ହେବ ବୋଲି ପ୍ରଶଂସକଙ୍କ ମତ

ବମ୍ବେ: ପରଦାରେ ଚଳଚ୍ଚିତ୍ର ‘ପତି ପତ୍ନୀ ଔର ଓ୍ବ’। କାର୍ତ୍ତିକ ଆର୍ୟନ, ଭୂମି ପେଡନେକର, ଅନନ୍ୟା ପାଣ୍ଡେ ଅଭିନୀତ ଏହି ଫିଲ୍ମ ଦର୍ଶକଙ୍କ ମନକୁ ଜିଣୁଛି। ବର୍ଷ ଶେଷ ବେଳକୁ କାର୍ତ୍ତିକ ଏକ ସୁପରହିଟ୍‌ ଦେଇଛନ୍ତି ବୋଲି ଅନେକେ ମତ ରଖୁଛନ୍ତି।

ମୁଦତ୍ସର ଅଜିଜ୍‌ଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇଛି ଏହି ଫିଲ୍ମ। ୧୯୭୮ରେ ସମାନ ଟାଇଟଲ ଥିବା ଫିଲ୍ମ ରିଲିଜ ହୋଇଥିଲା। ଯେଉଁଥିରେ ସଞ୍ଜୀବ କୁମାର, ବିଦ୍ୟା ସିନ୍ହା, ରଞ୍ଜିତା କୌର ପ୍ରମୁଖ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। କାର୍ତ୍ତିକଙ୍କ ଫିଲ୍ମ ଏହାର ରିମେକ୍‌। ଫିଲ୍ମର ଟ୍ରେଲର୍‌ ଏତେଟା ପସନ୍ଦ ଆସି ନ ଥିଲେ ହେଁ ପରଦାରେ ଦେଖିବା ପରେ ଅନେକ ନିଜର ଧାରଣା ପରିବର୍ତ୍ତନ କରିଛନ୍ତି। ବିଶେଷକରି କାର୍ତ୍ତିକ ଏବଂ ଭୂମିଙ୍କ ଅଭିନୟ ସମସ୍ତଙ୍କୁ ପ୍ରଭାବିତ କରୁଛି। ମୋଟାମୋଟି କହିବାକୁ ଗଲେ ଫିଲ୍ମଟି କମେଡି ଏବଂ ରୋମାନ୍ସରେ ଭରପୂର ବୋଲି କହିପାରିବେ। ଏଣୁ ଆଗାମୀ ଦିନରେ ଭଲ ବ୍ୟବସାୟ ସହ ଫିଲ୍ମଟି ସୁପରହିଟ୍‌ ହେବ ବୋଲି ପ୍ରଶଂସକମାନେ ମତ ରଖୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାସେ ପାଇଁ ଛୁଟିରେ ଯାଉଛନ୍ତି କ୍ୟାଟ୍ରିନା!

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ କୁଆଡେ ୧ ମାସ ପାଇଁ ବ୍ରେକ୍ ନେଉଛନ୍ତି । ତେବେ ଏହା ପଛର ଘଟଣା ବି ଟିକେ ଆଶ୍ଚର୍ଯ୍ୟ...

ଆଲିଆ-ରଣବୀରଙ୍କ ବିବାହ ହୋଇସାରିଥିବା କହିଲେ ମା’

ବଲିଉଡ ଇଣ୍ଡଷ୍ଟ୍ରିର ସୁପର ଯୋଡି ରଣବୀର କପୁର ଏବଂ ଆଲିଆ ଭଟ୍ଟ ସେମାନଙ୍କ ବିବାହ ଖବରକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। କହାଯାଉଛି ଯେ , ଉଭୟ...

ବେଳାଭୂମିରେ ଶାହରୁଖଙ୍କ ଚିତ୍ର

ଇସଲାମାବାଦ୍‌: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳେ। ତାଙ୍କ ପ୍ରଶଂସକଙ୍କ ଭଲପାଇବାର ଏକ ଉଦାହରଣ ନିକଟରେ...

ସ୍ତ୍ରୀ, ପିଲାଙ୍କ ମଧ୍ୟରୁ କାହାକୁ ସମ୍ଭାଳିବା ବେଶୀ କଷ୍ଟ: ଶାହିଦ୍‌ କପୁର ଦେଲେ ଏମିତି ଉତ୍ତର

ବଲିଉଡ ଅଭିନେତା ଶାହିଦ କପୁର ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ପ୍ରଶଂସକଙ୍କ ପ୍ରଶ୍ନର ଉତ୍ତର ମଧ୍ୟ ସେ ଦିଅନ୍ତି। ନିକଟରେ ଶାହିଦଙ୍କ ଜଣେ ପ୍ରଶଂସକ ତାଙ୍କୁ...

ଏଆର୍‌ ରେହମାନଙ୍କୁ ମୁଣ୍ଡିଆ ମାରିଲେ ହନି ସିଂ

ବମ୍ବେ: ଚଳିତ ବର୍ଷ ଆବୁଧାବିରେ ଆଇଫା ଆଓ୍ବାର୍ଡସ୍‌ର ଆୟୋଜନ କରାଯାଇଛି। ବଲିଉଡର ବହୁ ଆଗଧାଡ଼ିର କଳାକାରଙ୍କଠାରୁ ଆରମ୍ଭ କରି ଗାୟକମାନେ ଏହି ସମାରୋହରେ ଯୋଗ ଦେଇଛନ୍ତି।...

ନିୟତିରୁ ଆରମ୍ଭ ଯାତ୍ରା

ତାଙ୍କର ମୂଳନାମ ପ୍ରଭାସିନୀ ପାଣିଗ୍ରାହୀ। ହେଲେ ଯାତ୍ରା ଇଣ୍ଡଷ୍ଟ୍ରିରେ ସେ କେବେଳ ମାମା ନାମରେ ହିଁ ପରିଚିତ। ଘର ଭଦ୍ରକ ଜିଲାର ବାସୁଦେବପୁର ଅନ୍ତର୍ଗତ ବ୍ରାହ୍ମଣଗଁ।...

ବାଜପେୟୀଙ୍କ ଉପରେ ନିର୍ମାଣ ହେବ ବାୟୋପିକ୍‌

ବମ୍ବେ: ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୀବନକାହାଣୀ ଉପରେ ନିର୍ମାଣ ହେବ ଚଳଚ୍ଚିତ୍ର। ପ୍ରଯୋଜକ ସନ୍ଦୀପ ସିଂହ ଏହାର ପୋଷ୍ଟର ଶେୟାର କରି ବାୟୋପିକ୍‌...

କାହା ସହିତ କଥା ହେଉ ନ ଥିଲେବି ଏହି ଅଭିନେତ୍ରୀଙ୍କ ପ୍ରେମରେ ପଡ଼ିଥିଲେ ଅଜୟ

ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲ ଇଣ୍ଡଷ୍ଟ୍ରିର ଲୋକପ୍ରିୟ କପଲଙ୍କ ମଧ୍ୟରେ ଅନ୍ୟତମ। ଉଭୟ ଗୁଣ୍ଡାରାଜ ଶୁଟିଂ ଶେଟରେ ଉଭୟଙ୍କର ସାକ୍ଷାତ ହୋଇଥିଲା।...

Advertisement
Archives

Model This Week