Posted inଜାତୀୟ

ପରି ଚୌକ ମେଟ୍ରୋ ଷ୍ଟେଶନ ହେଲା ‘ପିଙ୍କ ଷ୍ଟେଶନ’: ମହିଳାଙ୍କୁ ମିଳିବ ସୁବିଧା

ନୂଆଦିଲ୍ଲୀ,୬।୩: ନଏଡା ସେକ୍ଟର ୭୬ ଓ ପରି ଚୌକ ମେଟ୍ରୋ ଷ୍ଟେଶନକୁ ‘ପିଙ୍କ ଷ୍ଟେଶନ’ ଭାବେ ନାମିତ କରାଯାଇଛି। ଶୁକ୍ରବାର ନଏଡା ମେଟ୍ରୋ ରେଲ କର୍ପୋରେଶନର ଏମ୍‌ଡି ରିତୁ ମାହେଶ୍ୱରୀ କହିଛନ୍ତି ଏହି ଦୁଇଟି ଷ୍ଟେଶନ ଓମେନ୍‌ ଫ୍ରେଣ୍ଡଲି। ଏଠି ମହିଳାମାନଙ୍କୁ ଅନେକ ସୁବିଧା ମିଳିବ। ଯେମିତିକି ବେବି ଫିଡିଂ ରୁମ୍‌, ଡାଇପର ବଦଳାଇବାର ସୁବିଧା ଓ ଚେଞ୍ଜିଂ ରୁମ ଭଳି ସୁବିଧା ମିଳିପାରିବ। ଅନ୍ତର୍ଜାତୀୟ ମହିଳା ଦିବସ ପୂର୍ବରୁ ରାଜଧାନୀର ମହିଳାମାନଙ୍କୁ ଏହା ଏକ ଉପହାର ବୋଲି କୁହାଯାଇଛି। ଏହି ଦୁଇଟି ଷ୍ଟେଶନରେ ମହିଳାମାନେ ଏସବୁ ଅସୁବିଧା ଆଉ ଭୋଗ କରିବେ ନାହିଁ ବୋଲି ରିତୁ କହିଛନ୍ତି। ସେହିପରି ମାର୍ଚ୍ଚ ୮ ଅର୍ଥାତ୍‌ ଅନ୍ତର୍ଜାତୀୟ ମହିଳା ଦିବସରୁ ନଏଡା ଓ ଗ୍ରେଟର ନଏଡା ମଧ୍ୟରେ ଥିବା ପ୍ରାୟ ୨୧ମେଟ୍ରୋ ଷ୍ଟେଶନରେ ମହିଳାମାନଙ୍କୁ ମାଗଣାରେ ସାନିଟାରୀ ପ୍ୟାଡ ମିଳବ ବୋଲି ରିତୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କଲେ ଦମ୍ପତି!

ମେଙ୍ଗାଲୁରୁ,୧୭ ।୮: କର୍ନାଟକର ମେଙ୍ଗାଲୁରୁରେ ଏକ ଦମ୍ପତି ବ୍ଲାକ ଫଙ୍ଗସକୁ ଡରି ଆତ୍ମହତ୍ୟା କରିଥିବା ଜଣାପଡିଛି । ଉଭୟ କରୋନାରେ ସଂକ୍ରମିତ ଥିଲେ । ସୁଇସାଇଟ...

ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜଙ୍କ ପରଲୋକ

ନୂଆଦିଲ୍ଲୀ,୧୭।୮- ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତର ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ପଣ୍ଡିତ ଯଶରାଜ ଆଉ ନାହାନ୍ତି। ୯୦ ବର୍ଷ ବୟସରେ ସୋମବାର ଆମେରିକା ନ୍ୟୁଜର୍ସିରେ ତାଙ୍କ...

ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସଭାରେ ବିସ୍ଫୋରଣ…

ନାଳନ୍ଦା, ୧୨।୪ : ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଏକ ସଭାରେ ବିସ୍ଫୋରଣ ଘଟିଛି। ମୁଖ୍ୟମନ୍ତ୍ରୀଙ୍କଠାରୁ ୧୫ରୁ ୧୮ ଫୁଟ ଦୂରରେ ଏହି ବିସ୍ଫୋରଣ ଘଟିଛି।...

‘ଏଣିକି ଘଣ୍ଟା ବଜାଇବା ନୁହେଁ, ଗଳା କାଟୁଥିବା ହିନ୍ଦୁ ହେବା ଆବଶ୍ୟକ’

ମୁମ୍ବାଇ,୨୯।୧: ନିଜ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହି ଆସୁଥିବା ତେଲେଙ୍ଗାନା ଭାଜପା ବିଧାୟକ ଟି ରାଜା ସିଂ ପୁଣି ଥରେ ବିବାଦୀୟ ବିବୃତ୍ତି ଦେଇଛନ୍ତି। ରବିବାର...

ଗୌତମ ଗମ୍ଭୀର କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୨୫।୧: ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାରତୀୟ ଜନତା ପାର୍ଟିର ସାଂସଦ ଗୌତମ ଗମ୍ଭୀର କରୋନା ପଜିଟିଭ୍‌ ହୋଇଛନ୍ତି । ଏ ନେଇ ସେ ନିଜେ...

ଜମାତ ନେତାଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା

ନୂଆଦିଲ୍ଲୀ,୧୭।୪: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଗୁରୁବାର ତବ୍‌ଲିଘି ଜମାତ ନେତା ମୌଲାନା ସାଦ୍‌ କାନ୍ଦାଲ୍‌ଭି, ଟ୍ରଷ୍ଟ ସଦସ୍ୟଙ୍କ ବିରୋଧରେ ମନିଲଣ୍ଡରିଂ ମାମଲା ରୁଜୁ କରାଯାଇଛି। ଦିଲ୍ଲୀ...

ଡାକ୍ତର ତିିଆରି କଲେ ଏମିତି ମେଶିନ, ଏଥିରୁ ରୋଗୀଙ୍କୁ ଦେଉଛନ୍ତି ଅମ୍ଳଜାନ

ଭୋପାଳ,୪।୫: ମଧ୍ୟପ୍ରଦେଶର ମାଲଓ୍ବା ଜିଲାରେ ରୋଗୀଙ୍କୁ ଲଗାତର ଅକ୍ସିଜେନ ଅଭାବ ପଡୁଥିବା ଦେଖିବାକୁ ମିଳିଛି। ସରକାରୀ ହସ୍ପିଟାଲର ଡାକ୍ତର ଏବଂ କର୍ମଚାରୀ ରୋଗୀଙ୍କ ଜୀବନ ବଞ୍ଚାଇବା...

ବେଙ୍ଗାଲୁରୁ ରେଳ ପ୍ରୋଜେକ୍ଟ ଉଦ୍‌ଘାଟନ କଲେ ଶ୍ରମିକଙ୍କ ଝିଅ

ବେଙ୍ଗାଲୁରୁ,୧୧।୧୧: ବେଙ୍ଗାଲୁରୁରେ ଏକ ନିଆରା ଉଦାହରଣ ଦେଖିବାକୁ ମିଳିଛି। ଦକ୍ଷିଣ-ପଶ୍ଚିମ ରେଳ ବିଭାଗ ଦ୍ୱାରା ଏକ ପ୍ରୋଜେକ୍ଟ ଉଦ୍‌ଘାଟନ କରାଯାଇଥିଲା। ଯାହାକୁ ମନ୍ତ୍ରୀ, ଅଧିକାରୀ କି...

Advertisement
Archives

Model This Week