Posted inଜାତୀୟ

ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଅଣାଯିବ ଆଇନ: ଯୋଗୀ

ନୂଆଦିଲ୍ଲୀ,୨୫।୯: ପରିତ୍ୟକ୍ତା ହିନ୍ଦୁ ମହିଳାଙ୍କୁ ନ୍ୟାୟ ମିଳିବା ପାଇଁ ଆଇନ ଅଣାଯିବ। ବୁଧବାର ତିନି ତଲାକ୍‌ ପୀଡ଼ିତା ମହିଳାଙ୍କୁ ଭେଟି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ସୂଚନା ଦେଇଛନ୍ତି। ହିନ୍ଦୁ ସମାଜରେ ବିବାହ କରି ଅନ୍ୟ ଜଣେ ମହିଳାଙ୍କୁ ପାଖରେ ରଖିଥିବା ପୁରୁଷଙ୍କ ଦଣ୍ଡିତ କରାଯିବା ଲାଗି ଆଇନର ଆବଶ୍ୟକତା ରହିଛି ବୋଲି ଯୋଗୀ କହିଛନ୍ତି। ତିନି ତଲାକ୍‌ ପୀଡ଼ିତାଙ୍କ ମାମଲା ସରକାର ଲଢ଼ିବେ। ଏହା ସହିତ ସେମାନଙ୍କୁ ୬ ହଜାର ଟଙ୍କା ଅନୁଦାନ ଯୋଗାଇ ଦିଆଯିବାର ଯୋଜନା ରହିଥିବା ସେ ସୂଚନା ଦେଇଛନ୍ତି। ବାସଗୃହ ନ ଥିବା ମହିଳା ରହିବା ପାଇଁ ଘର, ପିଲାଙ୍କ ପାଠପଢ଼ା ସୁବିଧା, ଛାତ୍ର ବୃତ୍ତି ତଥା ଆୟୁଷ୍ମାନ ଯୋଜନା ଅନ୍ତର୍ଗତ ଏଭଳି ମହିଳାଙ୍କ ପରିବାରକୁ ସ୍ବାସ୍ଥ୍ୟ ସେବା ଯୋଗାଇବା ନେଇ ଯୋଗୀ ଗୁରୁତ୍ୱାରୋପ କରିଛନ୍ତି। ନୂଆ ଆଇନ ଅଣାଗଲେ ରାଜ୍ୟର ୨୩ ଲକ୍ଷରୁ ଅଧିକ ପରିତ୍ୟକ୍ତା ମହିଳା ଉପକୃତ ହୋଇପାରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିତ୍ୟ-ଏଲ୍‌୧ ପୂର୍ବରୁ ସୂର୍ଯ୍ୟପୃଷ୍ଠରେ ପହଞ୍ଚିସାରିଛି ନାସାର ଏହି ମହାକାଶଯାନ

ନୂଆଦିଲ୍ଲୀ,୨।୯: ଚନ୍ଦ୍ରୟାନ-୩ ସଫଳ ହେବା ପରେ ଇସ୍ରୋ ପୁଣି ଏକ ନୂତନ ଇତିହାସ ରଚିବାକୁ ପ୍ରସ୍ତୁତ। ଇସ୍ରୋ ସୂର୍ଯ୍ୟଙ୍କ ଉପରେ ଗବେଷଣା ପାଇଁ ଆଜି ଆଦିତ୍ୟ-ଏଲ୍‌୧ମିଶନ...

ସରକାର କୃଷକଙ୍କ ଦାବି ନ ମାନିଲେ ଦିଲ୍ଲୀରେ ସୀମିତ ରହିବ ନାହିଁ ଆନ୍ଦୋଳନ: ଶରଦ ପାୱାର

ନୂଆଦିଲ୍ଲୀ,୬ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଦୀର୍ଘ ୧୧ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ବିଭିନ୍ନ ରାଜ୍ୟର...

ଅମିତାଭ ବଚ୍ଚନଙ୍କ ନାଁରେ ଥାନାରେ ମାମଲା

ମୁମ୍ବାଇ,୩।୧୧- ବିବାଦରେ ଫସିଛି ଲୋକପ୍ରିୟ ଟେଲିଭିଜନ ଶୋ’ କୌନ ବନେଗା କରୋଡ ପତି ସିଜନ ୧୨। ଅକ୍ଟୋବର ୩୦ରେ ଶୋ’ର କରମବୀର ଏପିସୋଡରେ ଅଭିନେତା ଅମିତାଭ...

୨୦୦ ଫୁଟର ବୋର୍‌ଓ୍ବେଲ୍‌ରେ ଖସିପଡ଼ିଲା ୪ ବର୍ଷର ଶିଶୁ: ଉଦ୍ଧାର ଲାଗି ସେନା ସହାୟତା ଲୋଡ଼ାଗଲା

ଭୋପାଳ,୪।୧୧: ମଧ୍ୟପ୍ରଦେଶର ନିଓ୍ବାରି ଜିଲା ଅନ୍ତର୍ଗତ ବରୋ ବୁଜୁର୍ଗ ଗ୍ରାମସ୍ଥିତ ଏକ ଫାର୍ମରେ ଥିବା ୨୦୦ ଫୁଟର ଏକ ବୋର୍‌ଓ୍ବେଲ ଭିତରକୁ ଜଣେ ୪ ବର୍ଷର...

କୋର୍ଟରେ ହାଜର ନ ହେଲେ ଖାରଜ ହେବ ସଲମାନଙ୍କ ଜାମିନ

ଯୋଧପୁର,୪।୭: କୃଷ୍ଣସାର ମୃଗ ଶିକାର ମାମଲାରେ ବଲିଉଡ୍‌ ଅଭିନେତା ସଲମାନ ଖାଁ ଯଦି ପରବର୍ତ୍ତି ଶୁଣାଣିରେ କୋର୍ଟରେ ହାଜର ନ ହୁଅନ୍ତି ତେବେ ତାଙ୍କ ଜାମିନ...

ସରକାରୀ ବାସ ଭବନ ଖାଲି କଲେ ସୁଷମା ସ୍ବରାଜ

ନୂଆଦିଲ୍ଲୀ, ୨୯।୬: ପୂର୍ବତନ ବର୍ହିବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜ ତାଙ୍କର ସରକାରୀ ବାସଭବନ ଖାଲି କରିଛନ୍ତି। ୮ ସଫଦରଜଙ୍ଗଠାରେ ଥିବା ତାଙ୍କର ବାସଭବନକୁ ସେ ଖାଲି...

ନୂଆ ବର୍ଷରେ ୬ ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରୋଜେକ୍ଟ ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୧ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ସକାଳେ ଭିଡିଓ କନଫରେନସିଂ ଜରିଆରେ ୬ ରାଜ୍ୟକୁ ଲାଇଟ୍ ହାଉସ୍ ପ୍ରୋଜେକ୍ଟ ଉପହାର ଦେଇଛନ୍ତି । ନୂଆବର୍ଷରେ...

‘ସାତ ଜନ୍ମରେ ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ ନୀତୀଶ’

ପାଟନା,୧୮।୮: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଆରସିପି ସିଂ ଗୁରୁବାର ଭାଜପାରେ ଯୋଗଦେବେ ବୋଲି ଘୋଷଣା କରିଛନ୍ତି। ବିହାରରେ ନୂତନ ସରକାର ଗଠନ ପରେ ପୂର୍ବତନ ଜେଡିୟୁ...

Advertisement
Archives

Model This Week