ପରଦାରେ ‘ଛିଛୋରେ’: ପସନ୍ଦ ଆସୁଛି ସୁଶାନ୍ତ-ଶ୍ରଦ୍ଧାଙ୍କ କଲେଜ ଦିନର କାହାଣୀ

ମୁମ୍ବାଇ: ପରଦାରେ ସୁଶାନ୍ତ ସିଂ ରାଜପୁତ ଏବଂ ଶ୍ରଦ୍ଧା କପୁର ଅଭିନୀତ ଫିଲ୍ମ ‘ଛିଛୋରେ’। ଆମିର ଖାନ୍‌ଙ୍କ ‘ଥ୍ରି ଇଡିଅଟ୍‌ସ’ ଭଳି ଏଥିରେ ରହିଛି କଲେଜ ଦିନର ଛାପ। ନୀତେଶ ତିଓ୍ବାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ଫିଲ୍ମରେ ସୁଶାନ୍ତଙ୍କ କାମକୁ ବେଶ ପସନ୍ଦ କରାଯାଉଛି। ସେହିଭଳି ଶ୍ରଦ୍ଧାଙ୍କ ଅଭିନୟ ମଧ୍ୟ କୌଣସି ଗୁଣରେ କମ୍‌ ନୁହେଁ ବୋଲି କୁହାଯାଉଛି। ଫିଲ୍ମରେ ସୁଶାନ୍ତ-ଶ୍ରଦ୍ଧାଙ୍କ ଛଡ଼ା ବରୁଣ ଶର୍ମା, ପ୍ରତୀକ ବବ୍ବର, ତାହିର ରାଜ ଭାସିନ୍‌ ଏବଂ ନବୀନ ପୋଲିସେଟ୍ଟୀଙ୍କୁ ଦେଖିବାକୁ ମିଳୁଛି। ଏହା ସ୍କୁଲ ଓ କଲେଜ ସମୟ ମନେ ପକାଉଛି। ଦର୍ଶକଙ୍କୁ ଫିଲ୍ମଟି ପସନ୍ଦ ଆସୁଥିବାରୁ ଆଗାମୀ ଦିନରେ ଏହା ହିଟ୍‌ ସାବ୍ୟସ୍ତ ହେବା ସହ ଭଲ ବ୍ୟବସାୟ କରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରିୟଙ୍କା-ନିକ୍‌ଙ୍କ ବାର୍ଷିକ ରୋଜଗାର କେତେ ଜାଣନ୍ତି

ବଲିଉଡରେ ଏକ ସଫଳ ଇନିଂସ ଖେଳିବା ପରେ ପ୍ରିୟଙ୍କା ଏବେ ହଲିଉଡରେ ମଧ୍ୟ ନିଜ ଜଲଓ୍ବା ଦେଖିଛନ୍ତି। ଚମତ୍କାର କାର୍ଯ୍ୟ କରୁଛନ୍ତି। ଏଥିରୁ ସ୍ପଷ୍ଟ ଯେ...

ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ୨୪ ବର୍ଷ ବୟସରେ ପରଲୋକ

କୋଲକାତା: ମନୋରଞ୍ଜନ ଦୁନିଆରୁ ଆସିଛି ଏକ ଦୁଃଖଦ ଖବର । ବଙ୍ଗାଳି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କର ପରଲୋକ ହୋଇଛି । ବ୍ରେନ୍ ଷ୍ଟ୍ରୋକ୍ ଯୋଗୁ କୋଲକାତାର...

‘କାହାକୁ ଦୁଃଖ ଦେବା ପୂର୍ବରୁ ଦୁଇଥର ଭାବ’

ମୁମ୍ବାଇ: ଡ୍ରାମାକୁଇନ୍‌ ରାଖୀ ସାଓ୍ବନ୍ତ ଆଜିକାଲି ଅନେକ ଚର୍ଚ୍ଚାରେ ରହୁଛନ୍ତି। ପୂର୍ବରୁ ବିବାହକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ମୁମ୍ବାଇ ପୋଲିସ ପଚରାଉଚରା କରିବା...

ମୋଦିଙ୍କୁ ଇମ୍ପ୍ରେସ କଲେ ତାଞ୍ଜାନିଆ ସୋସିଆଲ ମିଡିଆ ଷ୍ଟାର କିଲି ପଲ

ନୂଆଦିଲ୍ଲୀ,୨୭ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ‘ମନ କି ବାତ’ରେ ତାଞ୍ଜାନିଆର ଲୋକପ୍ରିୟ ସୋସିଆଲ ମିଡିଆ ଷ୍ଟାର କିଲି ପଲଙ୍କର...

ତେଲୁଗୁ ଫିଲ୍ମରେ ଡେବ୍ୟୁ କରିବେ ଅନୀଲ କପୁର

ମୁମ୍ବାଇ,୧୦।୯-ତେଲୁଗୁ ଫିଲ୍ମମରେ ଡେବ୍ୟୁ କରିବେ ବଲିଉଡ ଅଭିନେତା ଅନୀଲ କପୁର। ମହେଶ ବାବୁଙ୍କ ଆଗାମୀ ତେଲୁଗୁ ଫିଲ୍ମ ସରକାରୁ ଭାରି ପାତାରେ ସେ ନେଗେଟିଭ ଭୂମିକାରେ...

ବିଧାୟକଙ୍କୁ ଅଜ୍ଞାନୀ, ମୁର୍ଖ କହିଲେ ସୋନମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଫିଲ୍ମ ବ୍ୟତୀତ ସାମାଜିକ-ରାଜନୈତିକ ପ୍ରସଙ୍ଗରେ ନିଜର ମତ ଦେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ଅନେକ ପ୍ରସଙ୍ଗରେ ନିଜର...

ଖିଲାଡି କିଙ୍ଗ୍‌ଙ୍କ ନୂଆ ନାୟିକା

ବମ୍ବେ: ବଲିଉଡ୍‌ରେ ଡେବ୍ୟୁ କରିବେ ଲୋକପ୍ରିୟ ଟେଲି ତଥା ପଞ୍ଜାବୀ ଅଭିନେତ୍ରୀ ସରଗୁନ୍‌ ମେହଟ୍ଟା। ପ୍ରଥମ ଫିଲ୍ମରେ ସେ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ସହ କରିବେ...

ଟାଇଗର ଶ୍ରଫଙ୍କ ଏହି ଗୋଲାପୀ ସ୍ଲିଭଲେସ ହୁଡିର ଦାମ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଟାଇଗର ଶ୍ରଫ ଅଭିନୟ ସାଙ୍ଗକୁ ତାଙ୍କର ନୃତ୍ୟ ଦକ୍ଷତା ପାଇଁ ପ୍ରଶଂସକଙ୍କ ପ୍ରିୟ। ତାଙ୍କ ନୃତ୍ୟ ମଧ୍ୟ ଆଶ୍ଚର୍ଯ୍ୟଜନକ। ଲକ୍‌ଡାଉନ୍‌ର ଦୀର୍ଘ ଦିନ ବ୍ୟବଧାନ ପରେ...

Advertisement
Archives

Model This Week