ପରଦାରେ ଇନ୍ଦିରା ଗାନ୍ଧୀ ହେବେ ଏହି ଅଭିନେତ୍ରୀ

ଆକ୍ସନ ପିରିୟଡ ଡ୍ରାମା ଫିଲ୍ମ ‘କେଜିଏଫ ଚ୍ୟାପ୍ଟର ୧’ ସୁପରହିଟ ହେବା ପରେ ଏବେ ଏହାର ସିକ୍ୱେଲ ନିର୍ମାଣ ଚାଲିଛି। ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ସୁପର୍‌ହିଟ୍‌ ଫିଲ୍ମ ‘କେଜିଏଫ୍‌’ର ସିକ୍ୱେଲରେ ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ନଜର ଆସିବେ ବୋଲି ଜଣାପଡିଛି। ଏନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢିଛି। କେଜିଏଫ ଚ୍ୟାପ୍ଟର ୧ ବକ୍ସ ଅଫିସରେ ଭଲ କଲେକ୍ସନ କରିବା ସହ ଫିଲ୍ମ କାହାଣୀକୁ ମଧ୍ୟ ପସନ୍ଦ କରିଥିଲେ ଦର୍ଶକ। ଏହି ଫିଲ୍ମ ହିନ୍ଦୀ ସମେତ ତାମିଲ, ତେଲୁଗୁ, ମାଲାୟାଲମ ଭାଷାରେ ମଧ୍ୟ ରିଲିଜ ହୋଇଥିଲା। କେଜିଏଫ ଚ୍ୟାପ୍ଟର ୱାନ ଭଳି ଚ୍ୟାପ୍ଟର ୨ରେ ମଧ୍ୟ ନଜର ଆସିବେ ସାଉଥ ସୁପରଷ୍ଟାର ୟଶ ଓ ଶ୍ରିନିଧି ସେଟ୍ଟୀ।


Enter your email to get our daily news in your inbox.

All Right Reserved By Dharitri.Com

ମଧୁବାଲା: ଦିଲ୍ଲୀପଙ୍କୁ ଭଲ ପାଇ କିଶୋରଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ସୁନ୍ଦରୀ ଅଭିନେତ୍ରୀ ମଧୁବାଲାଙ୍କ ଜନ୍ମଦିନ ଶୁକ୍ରବାର ପାଳିତ ହେଉଛି। ସେ ୧୯୩୩ ଫେବୃୟାରୀ ୧୪ରେ ଦିଲ୍ଲୀଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୁରାନାମ ବେଗମ୍‌...

ପୁଣି ଡେଟ୍‌ କରୁଛନ୍ତି ରଶ୍ମିକା ଓ ବିଜୟ

ମୁମ୍ବାଇ: ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଇଣ୍ଡଷ୍ଟ୍ରରି ସବୁଠାରୁ ଲୋକପ୍ରିୟ ଅଭିନେତା। ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଯୋଡିକୁ ବହୁତ ପସନ୍ଦ କରନ୍ତି। ତେବେ ଦୁହେଁ...

ଏହି ଅଭିନେତା ଶୁଟିଂ ସେଟ୍‌କୁ ଆସୁଥିଲେ ନୂଆ ନୂଆ କାର୍‌ରେ : ଅଭାବ ଲାଗି ବିକିଥିଲେ ବଙ୍ଗଳା

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତା ତଥା ନିର୍ଦ୍ଦେଶକ ଭଗବାନ ଦାଦାଙ୍କ ପ୍ରକୃତ ନାମ ଥିଲା ଭଗବାନ ଆବାଜୀ ପାଣ୍ଡବ । ଭଗବାନ ଦାଦା ନିଜେ ଫିଲ୍ମରେ ଅଭିନୟ...

ଦିଲ୍‌ଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ ଫିଲ୍ମ ଟାଇଟେଲ୍‌ କିଏ ଦେଇଥିଲେ ଜାଣନ୍ତି କି

ବଲିଉଡରେ ରୋମାନ୍ସ ଉପରେ ନିର୍ମିତ ଅନେକ ସୁପରହିଟ ଫିଲ୍ମ ଅଛି, କିନ୍ତୁ ଏମିତି କିଛି ଫିଲ୍ମ ଅଛି ଯାହା ଦର୍ଶକଙ୍କ ହୃଦୟରେ ସବୁଦିନ ପାଇଁ ରହିଯାଇଛି।...

ଏହି ଫିଲ୍ମ ରିଲିଜ୍‌ ପରେ ୩୦ ହଜାର ଯୁବତୀ ହ୍ରିତିକ୍‌ଙ୍କୁ ଦେଇଥିଲେ ବିବାହ ପ୍ରସ୍ତାବ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଲୋକପ୍ରିୟତା ବେଶ୍‌ ଅଧିକ। ସେ ବକ୍ସ ଅଫିସରେ ବ୍ଲକବଷ୍ଟର ଚଳଚ୍ଚିତ୍ରରେ ନଜର ଆସିଛନ୍ତି। ହ୍ରିତିକଙ୍କ ଫିଟନେସ ଦେଖି ହଜାର ହଜାର...

ଶ୍ୱେତାଙ୍କ ଗେହ୍ଲିଙ୍କ ପ୍ରେମରେ ପଡ଼ିଛନ୍ତି ଇବ୍ରାହିମ

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ସୈଫ ଅଲ୍ଲୀ ଖାନଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାନ ପଡ଼ିଛନ୍ତି ପ୍ରେମରେ। ଟେଲି ପରଦାର ହିଟ୍‌ ନାୟିକା ଶ୍ୱେତା ତିଓ୍ବାରୀଙ୍କ ଝିଅ...

ବଞ୍ଚିଥିବା ଯାଏ କରିବେ ଅଭିନୟ

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଖାଁ ବେବୋ ନାଁରେ ବେଶ୍‌ ପରିଚିତ। ତାଙ୍କ ଅଭିନୟକୁ ନେଇ ସେ ଯେତିକି ଚର୍ଚ୍ଚିତ ତାଙ୍କ ପର୍ସନାଲ ଲାଇଫକୁ...

ରାଗ କଣ୍ଟ୍ରୋଲ କରିବାକୁ ସିଦ୍ଧାର୍ଥଙ୍କୁ ଏହି ଟିପ୍ସ ଦେଉଥିଲେ ସଲମାନ୍‌, ଟୁଇଟ୍‌ କରି ଏମିତି କହିଲେ

ମୁମ୍ବାଇ: ବିଗ୍‌ବସ ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଖବରକୁ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। ବଲିଉଡ୍‌ ସେଲିବ୍ରିଟିମାନେ ମଧ୍ୟ ସିଦ୍ଧାର୍ଥଙ୍କ ମୃତ୍ୟୁ ନେଇ ଜଣଙ୍କ ପରେ...

Advertisement
Archives

Model This Week