ପତ୍ନୀଙ୍କୁ ହତ୍ୟା କରି ମୃତଦେହକୁ ଶହେ ଦିନ ଫ୍ରିଜରେ ରଖିଥିବା ଅଭିଯୋଗରେ ସ୍ବାମୀଙ୍କୁ ମିଳିଲା ମୃତ୍ୟୁଦଣ୍ଡ

ବେଜିଂ,୫।୭: ଚାଇନାର ସାଂଘାଇ ଅଞ୍ଚଳରେ ପତ୍ନୀଙ୍କୁ ହତ୍ୟା କରି ଶହେ ଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖିଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନାଯୋଗ୍ୟ, ବିବାହର ୧୦ ମାସ ପରେ ୧୭ ଅକ୍ଟୋବର ୨୦୧୬ରେ ପତ୍ନୀ ୟାଙ୍ଗଙ୍କ ସହ ଝଗଡା ହେବାରୁ ସ୍ବାମୀ ଝୁ ତାଙ୍କୁ ହତ୍ୟା କରିଥିଲେ। ଏହାପରେ ସେ ମୃତ ପତ୍ନୀଙ୍କୁ ଶହେଦିନ ପର୍ଯ୍ୟନ୍ତ ଫ୍ରିଜରେ ରଖି ତାଙ୍କ ନିକଟ ସମ୍ପର୍କୀୟଙ୍କୁ ଏକଥା ଅନ ଲାଇନରେ ନିଜ ପତ୍ନୀଙ୍କ ସୋସିଆଲ ଆକାଉଣ୍ଟ ମାଧ୍ୟମରେ ଜଣାଇଥିଲେ। ଏହାପରେ ପତ୍ନୀଙ୍କୁ ଭୂଲିବା ପାଇଁ ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କରେ ରହି ପତ୍ନୀଙ୍କ ଆକାଉଣ୍ଟରୁ ୧୫୦,୦୦୦ୟୁଆନ ଖର୍ଚ୍ଚ କରିଥିଲେ ବୋଲି କହିଥିଲେ। ଏହି ମାମଲାରେ ଶୁକ୍ରବାର କୋର୍ଟ ଝୁଙ୍କୁ ମୃତ୍ୟୁଦଣ୍ଡ ଦେଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଡ୍ରୋନ ଉପରେ ପ୍ରତିବନ୍ଧକ ଲଗାଇବା ନଜର

ବ୍ରୁସଲେସ୍‌,୧୫ା୨: ୟୁରୋପୀୟ ସଂଘ (EU) ଖୁବ୍‌ଶୀଘ୍ର ରୁଷିଆ ସମେତ କେତେକ ଦେଶ ବିରୋଧରେ କଠୋର ପଦକ୍ଷେପ ନେଇପାରେ। ୟୁରୋପୀୟ ୟୁନିଅନ ଅନ୍ୟ କେତେକ ଦେଶ ବିରୋଧରେ...

ଏହି ଦେଶରେ ଶିଶୁ ଜନ୍ମ ହେବା ପରେ ପରିବାରଠାରୁ ଅଲଗା ରହେ ମା’

ଶିଶୁ ଜନ୍ମ ହେବା ପରିବାରରେ ଅତ୍ୟନ୍ତ ଖୁସିର ବିଷୟ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ...

ଆତ୍ମଘାତୀ ବିସ୍ଫୋରଣରେ ୧୦ ନିହତ

କାବୁଲ,୬-୯: କାବୁଲରେ ଗୁରୁବାର ଏକ ଆତ୍ମଘାତୀ ବିସ୍ଫୋରଣରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୪୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆଫଗାନିସ୍ତାନରେ ଥିବା ନାଟୋ ସେନା ମୁଖ୍ୟାଳୟ...

ପ୍ରବଳ ବର୍ଷାରେ ଆଫଗାନିସ୍ତାନରେ ବନ୍ୟା, ୩ ମୃତ, ୭ ଆହତ, ୭୦୦ରୁ ଅଧିକ ଘର ନଷ୍ଟ

କାବୁଲ,୨୬ ।୩: ଗତ ଦୁଇ ଦିନ ହେବ ଆଫଗାନିସ୍ତାନରେ ଲଗାଣ ବର୍ଷା ଯୋଗୁ ଆସିଥିବା ବନ୍ୟାରେ ଏବେ ପର୍ଯ୍ୟନ୍ତ ୩ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି...

ସ୍ବଦେଶ ଫେରିଲେ ଶେହବାଜଙ୍କ ପୁଅ, ଦୁର୍ନୀତି ଅଭିଯୋଗରେ କରିବେ ଆତ୍ମସମର୍ପଣ…

ଇସଲାମାବାଦ,୧୧।୧୨ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ପଳାତକ ପୁତ୍ର ସୁଲେମାନ ଶେହବାଜ ଲଣ୍ଡନରେ ଚାରି ବର୍ଷ ଆତ୍ମ-ର୍ନିବାସନ ପରେ ରବିବାର ସକାଳେ ସ୍ବଦେଶ ଫେରିଛନ୍ତି।...

କରାଚିରେ ବଡ ଧରଣର ବିସ୍ଫୋରଣ: ୧୦ ମୃତ, ଆହତଙ୍କ ମଧ୍ୟରେ ୪ ଗୁରୁତର

କରାଚି,୧୮ ।୧୨: ପାକିସ୍ତାନ କରାଚିରେ ଶେରଶାହ ପାରାଚା ଚୌକ ଅଞ୍ଚଳରେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି । ଶନିବାର ଦ୍ୱିପ୍ରହରରେ ଏକ ଅଟ୍ଟାଳିକାରେ ହୋଇଥିବା...

ବିଦ୍ୟାଳୟରେ ବିସ୍ଫୋରଣ: ୧୬ ମୃତ, ୨୪ ଆହତ

କାବୁଲ,୩୦ା୧୧: ପୁଣି ଥରେ ଆଫଗାନିସ୍ତାନରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ ଆଇବାକ୍‌ ସହରର ଏକ ବିଦ୍ୟାଳୟରେ ଘଟିଛି। ଏହି ବିସ୍ଫୋରଣରେ ପ୍ରାୟ...

ସର୍ଭିଲାନ୍ସ ଜରିଆରେ ପ୍ରିଭେସି ଉଲ୍ଲଂଘନ

ଅଦୃଶ୍ୟ ରାକ୍ଷସ କରୋନା ବିଶ୍ୱର ୨୦୯ ରାଷ୍ଟ୍ରକୁ କବଳିତ କରିଛି। ଏହି ଘାତକ ଭୂତାଣୁ ସଂକ୍ରମଣ ରୋକିବା ପାଇଁ ବିଭିନ୍ନ ଦେଶ ଭିନ୍ନ ଭିନ୍ନ ପନ୍ଥା...

Advertisement
Archives

Model This Week