Posted inଫୁରସତ

ପଙ୍ଗପାଳ ଯୋଗୁ ୩୫୦ ବର୍ଷ ତଳେ ମଦୁରାଇ ଚାଷ ଜମି ଯାଇଥିଲା ଉଜୁଡ଼ି

ମଦୁରାଇ,୧।୬: ଦେଶରେ ଏବେ ପାକିସ୍ତାନୀ ପଙ୍ଗପାଳଙ୍କ ଆତଙ୍କ ଦେଖାଦେଇଛି। ପଙ୍ଗପାଳ ଯୋଗୁ ପଞ୍ଜାବ, ଗୁଜରାଟ, ମଧ୍ୟପ୍ରଦେଶ, ରାଜସ୍ଥାନ ଆଦି ରାଜ୍ୟରେ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ଏହିଭଳି ପଙ୍ଗପାଳ ଆତଙ୍କ ତାମିଲନାଡୁର ମଦୁରାଇରେ ୩୫୦ ବର୍ଷ ତଳେ ଦେଖାଦେଇଥିଲା। ୧୭ ଶତାବ୍ଦୀରେ ପଙ୍ଗପାଳ ମଦୁରାଇର ଚାଷ ଜମିକୁ ଉଜାଡ଼ି ଦେଇଥିଲେ। ଖାଦ୍ୟଶସ୍ୟର ଘୋର ଅଭାବ ଦେଖାଦେଇଥିଲା। ଏଠାରେ ୩ ବର୍ଷ ପର୍ଯ୍ୟନ୍ତ ମରୁଡ଼ି ପଡ଼ିଥିଲା। ଏସମ୍ପର୍କରେ ଜେ.ଏନ୍‌. ନେଲସନ୍‌ଙ୍କ ଦ୍ୱାରା ରଚିତ ପୁସ୍ତକ ‘ପଲ୍ଟିକାଲ ହିଷ୍ଟ୍ରି ଅଫ୍‌ ମଦୁରାଇ କଣ୍ଟ୍ରି’ରେ ଉଲ୍ଲେଖ କରାଯାଇଛି। ଏହି ପୁସ୍ତକ ୧୮୬୬ରେ ପ୍ରକାଶିତ ହୋଇଥିଲା। ୧୬୬୨ରୁ ୧୬୮୨ ମଧ୍ୟରେ ରାଜା ଚୋକ୍କୋନାଥର ନାୟକଙ୍କ ଶାସନ ସମୟରେ ମଦୁରାଇର ଚାଷ ଜମିରେ ପଙ୍ଗପାଳ ଆକ୍ରମଣ ହୋଇଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ପଙ୍ଗପାଳ ମଦୁରାଇ ଆକାଶକୁ ଆଚ୍ଛାଦିତ କରିଥିଲେ। ପଙ୍ଗପାଳ ହଟାଇବାରେ ଚାଷୀ ଅସଫଳ ରହିଥିଲେ। ସେମାନ ଚାଷ ଜମିରେ ଫସଲ ନଷ୍ଟ କରିଦେଇଥିଲେ। ପରବର୍ତ୍ତୀ ସମୟରେ ଲୋକେ ଖାଇବାକୁ ପାଇ ନ ଥିଲେ ବୋଲି ପୁସ୍ତକରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗରିବର ଶୋଷ ମେଣ୍ଟାଉଛନ୍ତି ମଟ୍‌କା ମ୍ୟାନ

ଦିିଲ୍ଲୀର ୬୯ ବର୍ଷୀୟ ଅଲଗ୍‌ ନଟରାଜନ୍‌ ଓରଫ୍‌ ମଟ୍‌କା ମ୍ୟାନ୍‌ ଗରିବଙ୍କ ଶୋଷ ମେଣ୍ଟାଇବାର ନେଇଛନ୍ତି ଗୁରୁ ଦାୟିତ୍ୱ। ଅସହ୍ୟ ଗରମରେ ଦିଲ୍ଲୀ ସହରବାସୀ ପାଣି...

ବିନା ପେଟ୍ରୋଲ, ଡିଜେଲରେ ଚାଲୁଛି ଏହି ବାଇକ୍‌, ଜାଣନ୍ତୁ ଆଉ କ’ଣ ରହିଛି ସୁବିଧା

ଚେନ୍ନାଇ,୨୦ା୯: ପରିବେଶକୁ ଦୃଷ୍ଟିରେ ରଖି ଇଲେକ୍ଟ୍ରିକ୍‌ ଗାଡ଼ିମୋଟର ସଂଖ୍ୟା ବଢ଼ିଚାଲିଛି। ସରକାର ମଧ୍ୟ ଇଲେକ୍ଟ୍ରିକ୍‌ ଯାନବାହନ ପ୍ରତି ବେଶ୍‌ ଗୁରୁତ୍ୱ ଦେଉଛନ୍ତି। ତାମିଲନାଡୁର ଜଣେ ଛାତ୍ର...

ଆକାଶଦୀପ

କାର୍ତ୍ତିକ ମାସରେ ହବିଷିଆଳିମାନେ ତୁଳସୀ ଚଉରାମୂଳେ ରାଇଦାମଦର ଓ ମା’ ବୃନ୍ଦାବତୀଙ୍କୁ ପୂଜାର୍ଚ୍ଚନା କରିବା ସହିତ ସନ୍ଧ୍ୟାବେଳେ ଆକାଶ ଦୀପ ପ୍ରଜ୍ୱଳନ କରିଥାନ୍ତି। ଏହି ଦୀପ...

ପୃଥିବୀକୁ ଫେରିଲେ କି ଖଳନାୟକ ଭେନମ୍‌, ଭିଡିଓ ଭାଇରାଲ

ପ୍ରଯୋଜକ ସଂସ୍ଥା ମାର୍ବଲରେ ଅନେକ ସୁପରହିଟ୍‌ ଫିଲ୍ମ ଅଛି, ଯେଉଁଥିରେ ଭେନମ୍‌ ନାମକ ଏକ ଖଳନାୟକ ଚରିତ୍ର ଥିଲା। ଯାହା ଦେଖିବାକୁ କଳା ଏବଂ ବଡ଼...

୧୪ରେ ମଙ୍ଗଳରେ ଫ୍ଲାଇଟ ଟେଷ୍ଟ

ମଙ୍ଗଳ ଗ୍ରହରେ ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସାର ଇନଜେନ୍ୟୁଟି ମାର୍ସ ହେଲିକପ୍ଟରର ପ୍ରଥମ ପରୀକ୍ଷାମୂଳକ ଉଡ଼ାଣ ଏପ୍ରିଲ ୧୪ରେ ହେବ। ଏପ୍ରିଲ ୧୧ ପାଇଁ...

୨ଫୁଟ ବରକୁ ୬ ଫୁଟ କନ୍ୟା

ଇସଲାମାବାଦ,୨୨।୧୧: ପାକିସ୍ତାନ ବାସିନ୍ଦା ବୁରହାନ ଚିସ୍ତିଙ୍କ ଉଚ୍ଚତା ୨ ଫୁଟ୍‌। ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତାହା ପୁଣି...

ସବୁଠୁ ଦାମୀ ଫୁଲ

ଠାକୁର ପୂଜାଠୁ ଆରମ୍ଭ କରି ଉପହାର ଦେବା ହେଉ ଅବା ସାଜସଜ୍ଜା ପର୍ଯ୍ୟନ୍ତ ଫୁଲର ଆଦର ସବୁଠି ରହିଛି। ତେବେ ସାଧାରଣତଃ ସଭିଙ୍କ ବାଡ଼ି ବଗିଚାରେ...

ମାସେ ଭିତରେ ଏହି ଯୁବକଙ୍କୁ ୮ ଥର କାମୁଡ଼ିଲାଣି ଗୋଟିଏ ସାପ: ଯେଉଁଠି ଲୁଚିଲେ ବି ଖୋଜିନେଉଛି

ରାମପୁର: ଉତ୍ତରପ୍ରଦେଶର ରାମପୁରରେ ସର୍ପ ଦଶଂନକୁ ନେଇ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କୁ ଲଗାତାର ଭାବେ ଗୋଟିଏ ସାପ କାମୁଡିବା ଚର୍ଚ୍ଚାର...

Advertisement
Archives

Model This Week