Posted inଖେଳ

ନୌକା ଚାଳକ ଭୋକନାଲଙ୍କ ନାମରେ ମାମଲା

ନାଶିକ,୧୮।୫- ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନୌକା ଚାଳକ ଦତ୍ତୁ ଭୋକାନାଲଙ୍କ ବିରୋଧରେ ନାଶିକର ଜଣେ ମହିଳା କନଷ୍ଟେବଳ ଠକାମି ଓ ଉତ୍ପୀଡନା ମାମଲା ଦାଏର କରିଛନ୍ତି। ଉକ୍ତ କନଷ୍ଟେବଳ ଦାବି କରିଛନ୍ତି ଯେ ଦତ୍ତୁ ଦୁଇ ବର୍ଷ ପୂର୍ବେ ତାଙ୍କୁ ଲୁଚି ବିବାହ କରିଥିଲେ। କିନ୍ତୁ ଏବେ ଦତ୍ତୁ ପାରମ୍ପରିକ ବିବାହ କରିବାକୁ ଅସ୍ବୀକାର କରୁଛନ୍ତି। ଏହାକୁ ଭିତ୍ତିକରି ଆଡ୍‌ଗାନ ପୋଲିସ ଷ୍ଟେଶନ ତଦନ୍ତ ଆରମ୍ଭ କରିଛି। ଭୋକନାଲଙ୍କୁ ଡକାଯାଇ ପଚାରାଉଚରା କରାଯିବ। କିନ୍ତୁ ନୌକା ଚାଳକଙ୍କ ଓକିଲ ଚାରଭାକ କାମ୍ବଲେ ସମସ୍ତ ଆରୋପକୁ ଭିତ୍ତିହୀନ କହିବା ସହ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି। କୂଅ ଖୋଳାଳିଙ୍କ ପୁତ୍ର ଭୋକନାଲ ୨୦୧୨ରେ ନୌକା ଚାଳନା ଆରମ୍ଭ କରିଥିଲେ। ସେ ୨୦୧୬ ରିଓ ଅଲିମ୍ପିକ୍‌ରେ ଅଂଶଗ୍ରହଣ କରିଥିଲେ। ପୁଣେସ୍ଥିତ ମିଲିଟାରି ଇଞ୍ଜିନିୟରିଂ କଲେଜରେ ସେ ଏବେ ରୋଇଂ ଅଭ୍ୟାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରାର୍ଥିପତ୍ର ଦାଖଲ କଲେ ଗାଙ୍ଗୁଲି

ମୁମ୍ବାଇ, ୧୫ା୧୦ (ପି.ଟି.)- ଅକ୍ଟୋବର ୨୩ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର କର୍ମକର୍ତ୍ତା ନିର୍ବାଚନ ହେବ। ଏଥିରେ ସମସ୍ତ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବେ...

ଟେଷ୍ଟ ର଼୍ୟାଙ୍କିଙ୍ଗ୍‌: ଜାଡେଜା ନମ୍ବର ଓ୍ବାନ ଟେଷ୍ଟ ଅଲ୍‌ରାଉଣ୍ଡର

ଦୁବାଇ, ୨୪ା୬ (ପି.ଟି.)-ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଓ୍ବେଷ୍ଟଇଣ୍ଡିଜର ଜାସନ ହୋଲ୍‌ଡରଙ୍କୁ ହଟାଇ ଭାରତର ରବୀନ୍ଦ୍ର ଜାଡେଜା ବିଶ୍ୱର ନମ୍ବର ଓ୍ବାନ ଅଲ୍‌ରାଉଣ୍ଡର ହୋଇଛନ୍ତି।...

ଇଣ୍ଡିଆ ‘ସି’ରେ ଓଡ଼ିଶାର କାଜଲ

କଟକ ଅଫିସ, ୭ା୧୨- ପଣ୍ଡିଚେରୀଠାରେ ହେବାକୁ ଥିବା ୨୩ବର୍ଷରୁ କମ୍‌ ମହିଳା ଟି୨୦ ଚ୍ୟାଲେଞ୍ଜର ଟ୍ରଫିରେ ଓଡ଼ିଶାର ପ୍ରତିଭାବାନ ଖେଳାଳି କାଜଲ ଜେନା ଭାଗ ନେବେ।...

ବିସିସିଆଇ ଦେଲା କ୍ଲିନଚିଟ୍‌ : ରାଜେଶଙ୍କ ଉପରୁ ଉଠିଲା ବାସନ୍ଦ ଆଦେଶ

କଟକ ଅଫିସ,୭।୧୧- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଓଡ଼ିଶାର ଉଦୀୟମାନ ପେସ୍‌ ତାରକା ରାଜେଶ ମହାନ୍ତିଙ୍କ ଉପରୁ ବାସନ୍ଦ ଆଦେଶ ବୁଧବାର ଉଠାଇ ଦିଆଯାଇଛି।...

ଆଜି ଅଲଆଉଟ୍‌ ହୋଇପାରେ ବାଂଲାଦେଶ

କୋଲକାତା,୨୨।୧୧- ଐତିହାସିକ ଇଡେନ ଗାର୍ଡେନ୍‌ଠାରେ ଖେଳାଯାଉଥିବା ଦେଶର ପ୍ରଥମ ଦିବାରାତ୍ର ଟେଷ୍ଟର ପ୍ରଥମ ଦିନରେ ଭାରତୀୟ ପେସରଙ୍କ ଘାତକ ବୋଲିଂ ଯୋଗୁ ବାଂଲାଦେଶ ବ୍ୟାକ୍‌ଫୁଟ୍‌କୁ ଚାଲିଯାଇଛି।...

ସୟଦ ମୁସ୍ତାକ ଅଲି ଟି୨୦: ଓଡ଼ିଶା ଦଳ ଘୋଷଣା, ଶୁଭ୍ରାଂଶୁଙ୍କୁ ନେତୃତ୍ୱ

ଭୁବନେଶ୍ୱର,୨୪।୧୨(ପି.ଟି.): ଆସନ୍ତା ୧୦ ତାରିଖରୁ କୋଲକାତାରେ ଆରମ୍ଭ ହେବାକୁ ଯାଉଛି ସୟଦ ମୁସ୍ତାକ ଅଲି ଟି୨୦ ଘରୋଇ ଟୁର୍ନାମେଣ୍ଟ। ଏଥି ଲାଗି ଗୁରୁବାର ଘୋଷିତ ହୋଇଯାଇଛି...

କୋଭିଡ୍‌-୧୯ ରିଲିଫ ପାଣ୍ଠିକୁ ୫ ନିୟୁତ ଅର୍ଥ ଦେବେ ପାକିସ୍ତାନ କ୍ରିକେଟର

କରାଚୀ,୨୬।୩- ପାକିସ୍ତାନର କେନ୍ଦ୍ରୀୟ ଚୁକ୍ତିରେ ସାମିଲ କ୍ରିକେଟରମାନେ ସରକାରଙ୍କ ଜରୁରୀକାଳିନ ପାଣ୍ଠିକୁ ୫ ନିୟୁତ ଟଙ୍କା ଯୋଗାଇବେ। ଏହା ବ୍ୟତୀତ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)...

ପ୍ରୋ ଲିଗ୍‌ରେ ଭାରତର ପ୍ରଥମ ପରାଜୟ: ବେଲଜିୟମଠାରୁ ୨-୩ ଗୋଲରେ ହାରିଲା

ଭୁବନେଶ୍ୱର ୯।୨(କ୍ରୀଡ଼ା ପ୍ରତିନିଧି)- ଏଫ୍‌ଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ପ୍ରଥମ ପରାଜୟ ସ୍ବାଦ ଚାଖିଛି। କଳିଙ୍ଗ ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ମ୍ୟାଚରେ ମନପ୍ରୀତ ସିଂଙ୍କ...

Advertisement
Archives

Model This Week