
କାଠମାଣ୍ଡୁ,୨୮।୯: ନେପାଳରେ ଶନିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଛି। ସକାଳ ଭୂକମ୍ପ ଅନୁଭୂତ ହେବା ପରେ ଭୟଭୀତ ଅବସ୍ଥାରେ ଲୋକମାନେ ଘରୁ ବାହାରକୁ ପଳାଇଆସିଥିଲେ। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।
କାଠମାଣ୍ଡୁ,୨୮।୯: ନେପାଳରେ ଶନିବାର ସକାଳେ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ରହିଛି। ସକାଳ ଭୂକମ୍ପ ଅନୁଭୂତ ହେବା ପରେ ଭୟଭୀତ ଅବସ୍ଥାରେ ଲୋକମାନେ ଘରୁ ବାହାରକୁ ପଳାଇଆସିଥିଲେ। ତେବେ ଏଥିରେ କେହି ମୃତାହତ ହୋଇ ନ ଥିବା ସୂଚନା ମିଳିଛି।
ଇସଲାମାବାଦ,୨ା୯: ପାକିସ୍ତାନରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ବଢ଼ିଚାଲିଛି। ବର୍ତ୍ତମାନ ଏହି ସଂଖ୍ୟା ପ୍ରାୟ ୧୨୦୦ରେ ପହଞ୍ଚିଛି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ବିବୃତ୍ତିରେ କୁହାଯାଇଛି, ଜୁନ୍...
ସିୟୋଲ,୧୦ ।୧୦: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋନ ଉନ ତାଙ୍କ ପୁରୁଣା ଅଭ୍ୟାସରେ ପରିବର୍ତ୍ତନ କରିପାରୁ ନାହାନ୍ତି । ଦକ୍ଷିଣ କୋରିଆ, ଆମେରିକା...
କାବୁଲ,୧୭।୮: ଶକ୍ତିଶାଳୀ ଆମେରିକା ସୈନ୍ୟଙ୍କୁ ଆଫଗାନିସ୍ତାନରୁ ପଳାୟନ କରିବାକୁ ପଡ଼ିଛି। ତାଲିବାନର ଶକ୍ତିଶାଳୀ ଆର୍ଥିକ ଅବସ୍ଥା ମଧ୍ୟ ଏହା ପଛର ଏକ କାରଣ। ଏହା ଯୋଗୁ...
ଇସଲମାବାଦ, ୩।୭:ପାକିସ୍ତାନର ସିନ୍ଧଠାରେ ଆଉ ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି। ଜୁନ୍ ୨୯ରେ ଘରୁ ଟ୍ୟୁସନ ଯିବା ବାଟରେ ତାଙ୍କୁ କେହି...
ଓ୍ବାଶିଂଟନ,୧୨ା୬: ଆମେରିକାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଜୋ -ବାଇଡେନ ପ୍ରଶାସନ ଭୁଲ ତଥ୍ୟର ପ୍ରସାରକୁ ମୁକାବିଲା କରିବା ଏବଂ ଅଭିବ୍ୟକ୍ତିର ସ୍ବାଧୀନତାକୁ ସମ୍ମାନ...
ବେଜିଂ, ୧୧।୮ : ପାକିସ୍ତାନରୁ ବ୍ୟକ୍ତିଗତ ଲାଭ ପାଇଁ ଚାଇନା ଯେକୌଣସି ସ୍ତରକୁ ଯିବାକୁ ପ୍ରସ୍ତୁତ। କେବଳ ଏତିକି ନୁହେଁ ଚାଇନା ମଧ୍ୟ ଆତଙ୍କବାଦ ସହ...
ଲଣ୍ଡନ,୩।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ବ୍ରିଟେନ ଗସ୍ତରେ ଅଛନ୍ତି। ଏହି ଅବସରରେ ସେ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟର ବିଜ୍ନେସ୍ ସ୍କୁଲର ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରିଥିଲେ। ନିଜ...
ଜେରୁଜେଲମ୍,୧୬।୪: ଇସ୍ରାଏଲ୍ ଓ ପାଲେଷ୍ଟାଇନ୍ ମଧ୍ୟରେ ଶୁକ୍ରବାର ସଂଘର୍ଷ ଘଟିବାରୁ ଉଭୟ ପକ୍ଷର ୧୫୨ ଜଣ ଆହତ ହୋଇଛନ୍ତି। ଅଲ୍-ଅକ୍ସା ମସ୍ଜିଦ ପରିସରରେ ରମ୍ଜାନ୍ ମାସ...