ନୂଆବର୍ଷରେ ମଙ୍ଗଳରେ ଜୀବନର ସନ୍ଧାନ କରିବ ନାସା ରୋଭର

ପାସାଡ଼େନା, ୨୯।୧୨: ନୂଆବର୍ଷରେ ମଙ୍ଗଳରେ ଜୀବନ ସନ୍ଧାନ ପାଇଁ ନାସା ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି। ୨୦୨୦ ଜୁଲାଇରେ ନାସା ପକ୍ଷରୁ ଏକ ସ୍ବତନ୍ତ୍ର ରୋଭର ମଙ୍ଗଳରେ ଜୀବନ ଖୋଜିବା ଲାଗି ଛଡ଼ାଯିବ। ଗତ ସପ୍ତାହରେ ଏହାର ପରୀକ୍ଷଣ ସଫଳତାର ସହିତ ପାସାଡ଼େନାଠାରେ ଥିବା ଜେଟ୍‌ ପ୍ରୋପଳଶନ୍‌ ଲ୍ୟାବ୍‌ରେ ସମ୍ପନ୍ନ ହୋଇଛି। ଏଥିରେ ୨୩ଟି କ୍ୟାମେରା ଲଗାଯାଇଛି। ସେହିପରି ଯେକୌଣସି ଶବ୍ଦକୁ ରେକର୍ଡିଂ କରିବା ଲାଗି ଏଥିରେ ୨ଟି ଶ୍ରବଣ ଯନ୍ତ୍ର ଓ ରେକର୍ଡର ଲଗାଯାଇଛି।

ଏହି ଅତ୍ୟାଧୁନିକ ରୋଭରରେ ଲେଜର ତରଙ୍ଗକୁ ମଧ୍ୟ ସାମିଲ୍‌ କରାଯାଇଛି। ଏହା ଫ୍ଲୋରିଡ଼ାସ୍ଥିତ କେପ୍‌ କାନାଭେରାଲ ଉତ୍‌କ୍ଷେପଣ କେନ୍ଦ୍ରରୁ ମଙ୍ଗଳ ଅଭିମୁଖେ ଯାତ୍ରା କରିବ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଟେନରୁ ମିଳିଲା ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅଙ୍କ ମୃତଦେହ

ଲଣ୍ଡନ, ୧୨।୨: ଅରୁଣାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲିଖୋ ପୁଲଙ୍କ ପୁଅଙ୍କ ମୃତଦେହ ବ୍ରିଟେନର ବ୍ରାଇଟେନ ସହରର ଏକ ଫ୍ଲାଟରୁ ସନ୍ଦିଗ୍ଧ ଅବସ୍ଥାରେ ଉଦ୍ଧାର କରାଯାଇଛି।...

ଆମେରିକା ଏୟାର ଶୋ’ରେ ହୋଇଥିବା ବିମାନ ଦୁର୍ଘଟଣାର ଭିଡିଓ ଆସିଲା ସାମ୍ନାକୁ, ପ୍ରାୟ ୬ ଜଣଙ୍କର ହୋଇଛି ମୃତ୍ୟୁ

ୱାଶିଂଟନ,୧୩ ।୧୧: ଆମେରିକାର ଟେକ୍ସାସ ଆକାଶରେ ଦୁଇଟି ଯୁଦ୍ଧ ବିମାନ ପରସ୍ପର ସହ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛନ୍ତି । ଏହାର ଏକ ଲୋମ...

ଚାଇନା ବସ୍‌ରେ ବିସ୍ଫୋରଣ: ଜଣେ ମୃତ ୪୨ ଆହତ

ବେଜିଂ,୧୩ ।୨: ଚାଇନାର ଲିଆଓନିଂ ଅଞ୍ଚଳରେ ଥିବା ସେନୟାଙ୍ଗ ସହରରେ ବସରେ ଏକ ବିସ୍ଫୋରଣ ହୋଇଛି । ଶନିବାର ହୋଇଥିବା ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ...

ଦୁଇ ପ୍ରକାର ଭାକ୍ସିନ୍‌ ଡୋଜ୍‌ ନେଲେ ସ୍ବାସ୍ଥ୍ୟ ଉପରେ କିପରି ପଡ଼ିବ ପ୍ରଭାବ, ଏଭଳି ମତ ଦେଲେ ବୈଜ୍ଞାନିକ…

ଲଣ୍ଡନ/ନୂଆଦିଲ୍ଲୀ,୧୫।୫: ପୃଥିବୀରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ଏପରିସ୍ଥଳେ କରୋନା ଟିକା କରଣ ଅଭିଯାନ ଜାରି ରହିଛି। ତେବେ ବି କରୋନା...

ଶ୍ରଦ୍ଧାଳୁଙ୍କଠାରୁ ୧୪୦୦ ଟଙ୍କା ସେବା ଶୁଳ୍କ ଆଦାୟ ପାଇଁ ଅଡି ବସିଲା ପାକିସ୍ତାନ

ଇସଲାମାବାଦ,୨୦।୧୦: ଶିଖଧର୍ମକ୍ଷେତ୍ର କର୍ତ୍ତାରପୁର ସାହିବକୁ ଦର୍ଶନ କରିବା ପାଇଁ ଆସୁଥିବା ଶ୍ରଦ୍ଧାଳୁଙ୍କଠାରୁ ପାକିସ୍ତାନ ୧୪୦୦ଟଙ୍କା ସେବା ଶୁଳ୍କ ଆଦାୟ କରିବ ବୋଲି ଜଣାପଡିଛି। ଭକ୍ତଙ୍କ ହିତରେ...

ଫ୍ରାନ୍ସ ସିନେଟରେ ବିବାଦୀୟ ପେନସନ ବିଲକୁ ମଞ୍ଜୁରୀ…

ପ୍ୟାରିସ,୧୨।୩ : ପେନସନ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସରକାର ଆଣିଥିବା ବିଲକୁ ସିନେଟ ଅନୁମୋଦନ କରିଛି। ଶନିବାର ବିଳମ୍ବିତ...

ହସ୍ପିଟାଲରେ ଥିବା ଫଟୋ ଟୁଇଟ୍‌ କଲେ ବୋଲସୋନାରୋ

ଓ୍ବାଶିଂଟନ୍‌,୧୧ା୧: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋ ଆମେରିକାର ଫ୍ଲୋରିଡାସ୍ଥିତ ଓର୍ଲାଣ୍ଡୋର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳର ଫଟୋକୁ ମଙ୍ଗଳବାର ଟୁଇଟ୍‌ କରିଛନ୍ତି। ୨୦୧୮ରେ...

ମାନିଲା ରୁଷିଆ: ୟୁକ୍ରେନ୍ ମିଶାଇଲ ମାଡରେ ନଷ୍ଟ ହୋଇଛି ବ୍ଲାକ ସି’ରେ ମୁତୟନ ଥିବା ଯୁଦ୍ଧ ଜାହାଜ

କ୍ୱିଭ,୨୩ ।୪: ବ୍ଲାକ ସି’ରେ ପାଖାପାଖି ଏକ ସପ୍ତାହ ପୂର୍ବରୁ ବୁଡି ଯାଇଥିବା ରୁଷିଆ ଯୁଦ୍ଧ ଜାହାଜ ମୋସ୍କୱାକୁ ନେଇ ରୁଷିଆ ଏବେ ସତ ମାନିଛି...

Advertisement
Archives

Model This Week