ନିଲାମ ଖଣିର ଜଙ୍ଗଲ ଅନୁମତି ନେଇ ହୋଇନାହିଁ ଆବେଦନ

ଭୁବନେଶ୍ୱର,୨୫ା୨(ବ୍ୟୁରୋ): ନିକଟରେ ନିଲାମ ହୋଇଥିବା କୌଣସି ଖଣିର ଜଙ୍ଗଲ ଅନୁମତି ସକାଶେ ରାଜ୍ୟ ସରକାର ଆବେଦନ କରିନାହାନ୍ତି। ଖଣିମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ସୋମବାର ବିଧାନସଭାରେ ଏନେଇ ଲିଖିତ ଉତ୍ତର ପ୍ରଦାନ କରିଛନ୍ତି। ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା ପ୍ରଶ୍ନ ନଂ.୧୦୨୮ର ଉତ୍ତର ଦେଇ ମନ୍ତ୍ରୀ ଏହା କହିଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ନିଲାମ ଜରିଆରେ ୧୯ ଖଣିର ନିଲାମୀ କରିସାରିଛନ୍ତି। ଏହାକୁ ବାଦ୍‌ ଦେଇ ରାଜ୍ୟ ସରକାର ୭ଟି ନୂଆ ଖଣି ମଧ୍ୟ ନିଲାମ କରିଛନ୍ତି। ଏହି ଖଣିଗୁଡିକ ହେଉଛି- ସୁନ୍ଦରଗଡ଼ ଜିଲାର ଗୋରବୁରହାନୀ ସଗସାହ, ନେତ୍ରବନ୍ଧ ପାହାଡ଼ ଲୁହାପଥର ଖଣି, ଖାଟକୁର ବାହାଲର ଲାଇମ୍‌ଷ୍ଟୋନ୍‌ ଏବଂ କଳାମାଙ୍ଗ ପଶ୍ଚିମ(ଉତ୍ତରଭାଗ)ସ୍ଥିତ ଲୁହାପଥର ଖଣି ମାଲକାନଗିରିର କୋଟାମେଟ୍ଟା ଲାଇମ୍‌ଷ୍ଟୋନ୍‌ ଖଣି, କେନ୍ଦୁଝର ଲର୍ସଦା ପାଚେରି ମାଙ୍ଗାନିଜ୍‌ ବ୍ଲକ ଏବଂ ରାୟଗଡା ଜଗଦଳପୁର ଗ୍ରାଫାଇଟ୍‌ ବ୍ଲକ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଶିତଳାପଲିରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ: ୨୦୦ ଶଯ୍ୟା,୧୫ ଆଇସିୟୁ ବେଡ୍‌

ଛତ୍ରପୁର, ୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶିତଳାପଲିଠାରେ ଥିବା ଟାଟା ଷ୍ଟିଲ ମେଡିକାଲ, ହସ୍ପିଟାଲକୁ ଟାଟା ଗ୍ରୁପ ସହାୟତାରେ ଓଡିଶା ସରକାରଙ୍କ ପକ୍ଷରୁ କୋଭିଡ ହସ୍ପିଟାଲ କରାଯାଇଛି।...

ଏଥର ମଧ୍ୟ ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଚଳିତ ବର୍ଷ ନିଜର ଜନ୍ମଦିନ ପାଳିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ କରୋନା ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ ଶନିବାର ଜନ୍ମଦିନ ପାଳିବେ ନାହିଁ...

ଗଞ୍ଜାମ ସହରରେ ଶଟ୍‌ଡାଉନ୍‌ ପ୍ରଭାବ

ଗଞ୍ଜାମ,୬।୬(ଡି.ଏନ୍‌.ଏ.): ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସଂକ୍ରମିତଙ୍କ ସଂଖ୍ୟା କମିବାର ନା ଧରୁନି। ପ୍ରାୟ ୩ମାସରୁ ଊର୍ଦ୍ଧ୍ୱ...

ସଚେତନତା ଅଭାବରୁ ବଢୁଛି ରୋଗ

ଭୁବନେଶ୍ୱର, ୩୦।୧(ବ୍ୟୁରୋ): ୨୦୦୫ରେ କୁଷ୍ଠମୁକ୍ତ ଭାରତ ଘୋଷଣା ହୋଇଥିଲା। କିନ୍ତୁ ଏବେବି ଦେଶର ବିଭିନ୍ନ ସ୍ଥାନରେ କୁଷ୍ଠ ରୋଗୀ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ବିଶ୍ୱରେ ଯେତିକି...

କଷ୍ଟମ ବିଭାଗ ଅଧିକାରୀଙ୍କ ନାମରେ ଅଭିଯୋଗ

ଭୁବନେଶ୍ୱର, ୧୮ା୪ (ବ୍ୟୁରୋ): ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଜଣେ କଷ୍ଟମ ଅଧିକାରୀ ସୁନା ଯାଞ୍ଚବେଳେ ଧମକ ଦେଇ ୫ ହଜାର ଟଙ୍କା ନେଇଥିବା ଅଭିଯୋଗ...

୨୬ ଘଣ୍ଟାରେ ୧୬୦ ମଦ୍ୟପ ଡ୍ରାଇଭର ଗିରଫ

ଭୁବନେଶ୍ୱର, ୧ା୧୨ (ବ୍ୟୁରୋ): ରାଜ୍ୟରେ ନୂଆ ମୋଟର ଯାନ ଆଇନ କଡ଼ାକଡ଼ି ଲାଗୁ ହେବାର ଗୋଟିଏ ଦିନ ପୂର୍ବରୁ ପୋଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି।...

ରାଜ୍ୟରେ କରୋନା ନେଲା ଆଉ ୧୧ ମୁଣ୍ଡ: ଡରାଇଲାଣି ଖୋର୍ଦ୍ଧା

ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଛି। ଶନିବାର ରାଜ୍ୟରେ କରୋନା ଆଉ ୧୧ ଜଣଙ୍କ ଜୀବନ ନେଇଛି।...

ରାଜଧାନୀରେ ହାତୀଦାନ୍ତ ର଼୍ୟାକେଟ୍‌

ଭୁବନେଶ୍ୱର,୨୦।୨(ବ୍ୟୁରୋ): ଭୁବନେଶ୍ୱରରେ ହାତୀଦାନ୍ତ ର଼୍ୟାକେଟ ଧରାପଡିଛି। ସୈନିକ ସ୍କୁଲ ଛକ ନିକଟରେ ଡିଲ୍‌ବେଳେ ମୈତ୍ରୀବିହାର ଥାନା ପୋଲିସ ରବିବାର ସାରେ ଚଢ଼ାଉ କରି ୨ ବନ୍ୟଜନ୍ତୁ...

Advertisement
Archives

Model This Week