ନାଇଜେରିଆରେ ଆତଙ୍କବାଦୀ ଆକ୍ରମଣ: ୩୦ ନିହତ

ଆବୁଜା,୧୧ା୨(ଆଇଏଏନ୍‌ଏସ୍‌): ନାଇଜେରିଆରେ ବୋର୍ନୋ ପ୍ରଦେଶରେ ବୋକୋ ହାରାମ ଆତଙ୍କବାଦୀଙ୍କ ଆକ୍ରମଣରେ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ଆତଙ୍କବାଦୀମାନେ କେତେଜଣ ମହିଳା ଓ ଶିଶୁଙ୍କୁ ଅପହରଣ କରିନେଇଥିବାବେଳେ ୧୮ଟି ଗାଡ଼ି ପୋଡିଦେଇଛନ୍ତି। ଆତଙ୍କବାଦୀମାନେ କଣ୍ଡୁଗାସ୍ଥିତ ଔନୋ ସମ୍ପ୍ରଦାୟ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଅନେକ ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ସମୟ ରବିବାର ରାତି ୧୦ଟାରେ ଏହି ଆକ୍ରମଣ ହୋଇଥିଲା। ଆତଙ୍କବାଦୀମାନେ ଔନୋ ସମ୍ପଦାୟ ରହୁଥିବା ଅଞ୍ଚଳକୁ ଯାଇଥିବା ରାସ୍ତାକୁ ଅବରୋଧ କରିବା ପରେ ଚଢ଼ାଉ ଆରମ୍ଭ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷା ଠକେଇ :୨୦-୨୦ ଲକ୍ଷ ଦେଇ ବେଆଇନ ଭାବେ କାନାଡାରେ ପହଞ୍ଚିଥିବା ୭୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର…

ଟରଣ୍ଟୋ,୧୬।୩ : କାନାଡାରେ ୭୦୦ରୁ ଅଧିକ ଭାରତୀୟ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ବିପଦରେ ପଡ଼ିଛି। ଏହି ଛାତ୍ରୀଛାତ୍ରମାନଙ୍କୁ କାନାଡାରୁ ଭାରତ ପଠାଯିବାର ବ୍ୟବସ୍ଥା କରାଉଛି। ବାସ୍ତବରେ, ତାଙ୍କ...

ଟଙ୍କା ପାଇଁ ଶିକ୍ଷକତା ଛାଡ଼ି ବାଛିଲେ ଏମିତି ପେଶା….

ମାନିଲା,୧୪।୯: ଟଙ୍କା ପାଇଁ ଶିକ୍ଷୟିତ୍ରୀରୁ ପାଲଟିଗଲେ ନଗ୍ନ ମଡେଲ। ପରିବାରର ଦାୟିତ୍ୱ ବୋଝ ଆଗରେ ମୁଣ୍ଡ ନୁଆଇଁ ଶିକ୍ଷକତା ଛାଡ଼ି ଉତ୍ତେଜିତ ଭିଡିଓରେ କାର୍ଯ୍ୟ କରୁଛନ୍ତି...

ଭାରତ-ପାକିସ୍ତାନ ଆଣବିକ ଯୁଦ୍ଧରେ ୨୦୦ କୋଟିରୁ ଅଧିକଙ୍କର ହେବ ମୃତ୍ୟୁ, ଆମେରିକା-ରୁଷିଆ ଯୁଦ୍ଧରେ ଧ୍ୱଂସ ହେବ ଅଧା ପୃଥିବୀ, ରିପୋର୍ଟ…

ଓ୍ବାଶିଂଟନ, ୧୭।୮ : ଯଦି ଭାରତ ଏବଂ ପାକିସ୍ଥାନ ମଧ୍ୟରେ ଆଣବିକ ଯୁଦ୍ଧ ଆରମ୍ଭ ହୁଏ ତେବେ ୨୦୦ ଶହ କୋଟିରୁ ଅଧିକ ଲୋକଙ୍କର ମୃତ୍ୟୁ...

ରୋନାଲ୍ଡୋଙ୍କ ପରେ ପୋଗ୍‌ବା କଲେ ସମାନ କାମ: ହଟାଇଲେ ବିୟର ବୋତଲ…

ପ୍ୟାରିସ୍‌,୧୭।୬: ପର୍ତ୍ତୁଗାଲ ଫୁଟବଲ ଟିମ୍‌ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍‌ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍‌ ମଧ୍ୟରେ ୨୯,୩୦୦ କୋଟି...

ରୁଷିଆ ଉପରେ ବିମାନ ଆକ୍ରମଣ କଲା ୟୁକ୍ରେନ୍‌, ବିସ୍ଫୋରଣରେ ଦ୍ୱିତୀୟ ଦିନରେ ପୁଣିଥରେ ଓଲଟିଲା ଟ୍ରେନ

ମସ୍କୋ,୩।୫: ୟୁକ୍ରେନର ବାଖମୁତରେ ଲାଗି ରହିଥିବା ଲଢେଇ ମଧ୍ୟରେ, ୟୁକ୍ରେନ୍‌ ରୁଷିଆ ଉପରେ କଡା ଜବାବ ଦେଇଛି। ୟୁକ୍ରେନର ଆକ୍ରମଣ ଫଳରେ ରୁଷିଆର ସୀମାବର୍ତ୍ତି ଅଞ୍ଚଳରେ...

ହୋଟେଲ କର୍ମଚାରୀଙ୍କୁ ମୁଥ ପରେ ମୁଥ କଷିଦେଲେ ୪ ମହିଳା, ଭିଡିଓ ଦେଖିଲେ…

ଓ୍ବାଶିଂଟନ,୨୧।୩: ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ୪ ଜଣ ମହିଳା ଆମେରିକାର ଫ୍ଲୋରିଡା ରେଷ୍ଟୁରାଣ୍ଟରେ କାମ କରୁଥିବା ଜଣେ କର୍ମଚାରୀ...

ଚାଇନା ବ୍ୟାଙ୍କରେ ଜୀବାଣୁମୁକ୍ତ କରାଯାଉଛି ନୋଟ୍‌

ବେଜିଂ,୧୭।୨: କରୋନା ଭାଇରସ୍‌ କବଳରେ ଏବେ ଚାଇନା। ଏହାଦ୍ୱାରା ଚାଇନାର ଅର୍ଥନୀତିରେ ପ୍ରଭାବ ପଡିବା ଆଶଙ୍କା କରାଯାଉଛି। ଏହି ସମୟରେ କରୋନା ଭାଇରସକୁ ବ୍ୟାପିବାକୁ ନ...

କରୋନା ଭାଇରସ: ବ୍ରିଟେନ୍‌ରେ ୧୫ ଲକ୍ଷ ଲୋକଙ୍କୁ ୩ ମାସ ଘରେ ରହିବାକୁ କୁହାଗଲା!

ଲଣ୍ଡନ,୨୨।୩: କରୋନା ଭାଇରସ ଚାଇନା ପରେ ଏବେ ୟୁରୋପରେ ତା’ର କାୟା ବିସ୍ତାର କରି ଚାଲିଛି। ଇଟାଲିରେ ତାଣ୍ଡବ ରଚିଥିବା କରୋନା ଫ୍ରାନ୍ସ, ଜର୍ମାନୀ ଓ...

Advertisement
Archives

Model This Week