ନରେନ୍ଦ୍ର କୋଣରୁ ହଟିଲା କଣ୍ଟେନମେଣ୍ଟ ନିର୍ଦ୍ଦେଶନାମା

ପୁରୀ ଅଫିସ,୨୮।୫: ନରେନ୍ଦ୍ର କୋଣ ଅଞ୍ଚଳରୁ ଗତ ୧୭ତାରିଖରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌(ଆବଦ୍ଧ ଅଞ୍ଚଳ) ଘୋଷଣା କରିଥିଲା। ବଡ଼ଦାଣ୍ଡ ମାର୍କେଟ ଛକରୁ ଅକ୍ଷୟପାତ୍ର ଲେନ୍‌ ଭାୟା ନରେନ୍ଦ୍ରକୋଣ ଲେନ୍‌, ନରେନ୍ଦ୍ରକୋଣ ଛକ, ବ୍ରହ୍ମଜାଗା ମହାବୀର ମନ୍ଦିର ଛକକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା। ବୁଧବାର ଏହି କଟକଣା ହଟାଇ ଦିଆଯାଇଛି। ନରେନ୍ଦ୍ରକୋଣ ଏବଂ ଏହା ସଂଲଗ୍ନ ଅଞ୍ଚଳରେ ଲାଗୁ ହୋଇଥିବା କଣ୍ଟେନମେଣ୍ଟ ନିର୍ଦ୍ଦେଶନାମାକୁ ପ୍ରଶାସନ ପ୍ରତ୍ୟାହର କରିଛି। ସୂଚନାଥାଉ କି, ଏକ ଚୋରି ଘଟଣାରେ ନରେନ୍ଦ୍ରକୋଣ ଅଞ୍ଚଳର ଜଣେ ଯୁବକଙ୍କୁ କୁମ୍ଭାରପଡ଼ା ପୋଲିସ ଗିରଫ କରିଥିଲା। ସମ୍ପୃକ୍ତ ଯୁବକ କରୋନା ପଜିଟିଭି ବୋଲି ଜଣାପଡ଼ିବା ପରେ ପ୍ରଶାସନ ନରେନ୍ଦ୍ରକୋଣ ଅଞ୍ଚଳକୁ ସାନିଟାଇଜ କରିବା ସହ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଭରଲୋଡିଂ ଯୋଗୁ ଓଲଟିଲା ସ୍କୁଲ ଅଟୋ: ଦ୍ୱିତୀୟ ଶ୍ରେଣୀ ଛାତ୍ରୀ ମୃତ, ୩ ଗୁରୁତର; ଗାଡ଼ିକୁ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

ପଟ୍ଟାମୁଣ୍ଡାଇ,୭।୧୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗରା ଗାଁ ନିକଟରେ ଭାରସାମ୍ୟ ହରାଇ ଏକ ସ୍କୁଲ ଅଟୋ ଓଲଟିପଡ଼ିବାରୁ ଜଣେ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୩...

କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ମାଷ୍ଟରଟିକ୍ରାରୁ ହଟିଲା କଣ୍ଟେନ୍‌ମେଣ୍ଟ୍‌ ଜୋନ୍‌ କଟକଣା

ବରଗଡ଼ ଅଫିସ,୭ା୬: କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ବରଗଡ଼ ପୌର ପରିଷଦ ଅଧୀନ ଓ୍ବାର୍ଡ ନଂ-୧୪ର ସୁବାସ ନଗର(ମାଷ୍ଟରଟିକ୍ରା) ଏବଂ ସ୍ଥାନୀୟ ଶ୍ରାରାମ ମନ୍ଦିରରୁ...

ଗ୍ରାମସଭା ବିନା ବେଦାନ୍ତକୁ ଜମି ପ୍ରଦାନ ମାମଲା: ତଦନ୍ତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ଅଫିସ,୨୪ା୭: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମ ନିକଟ ସରକାରୀ ଜମିରେ ବେଦାନ୍ତ କମ୍ପାନୀ କୋଠା ନିର୍ମାଣ କରୁଛି। ବିନା ଗ୍ରାମସଭାରେ...

ମାଓବାଦୀ ପ୍ରଭାବିତ ଅଞ୍ଚଳରେ ପୋଷ୍ଟର ମାଧ୍ୟମରେ ସଚେତନତା

ପାଟଣାଗଡ, ୨୩ା୪(ଡି.ଏନ.ଏ.) : ବଲାଙ୍ଗୀର ଜିଲା ଖପ୍ରାଖୋଲ ଏବଂ ତୁରେକେଲା ବ୍ଲକର ମାଓବାଦୀ ପ୍ରଭାବିତ ଅଞ୍ଚଳର ବିଭିନ୍ନ ଗ୍ରାମରେ କରୋନା ଭୁତାଣୁକୁ ନେଇ ପୋଷ୍ଟର ମାଧ୍ୟମରେ...

ଗଛ ପକାଇ ଲକ ଡାଉନ କଲେ ଗ୍ରାମବାସୀ

କୋକସରା, ୫।୪, (ଡି.ଏନ.ଏ.) ଉପକୂଳ ଓଡିଶା ପରେ ପଶ୍ଚିମ ଓଡିଶାର କଳାହାଣ୍ଡି ଜିଲାରେ କରୋନା ଭୂତାଣୁ ସଂକ୍ରମଣ ହୋଇଛି । ଜିଲାରେ କରୋନା ସଂକ୍ରମିତ ବାହାରିବା...

ଲିଙ୍ଗରାଜ ଆଇନ୍‌ ମହାବିଦ୍ୟାଳୟ: ଶୈକ୍ଷିକ ବାତାବରଣ ପାଇଁ ଆନ୍ଦୋଳନ

ବ୍ରହ୍ମପୁର ଅଫିସ୍‌,୨୨ା୯-ଦକ୍ଷିଣ ଓଡ଼ିଶାର ଏକମାତ୍ର ସରକାରୀ ଆଇନ ମହାବିଦ୍ୟାଳୟ ତଥା ଲିଙ୍ଗରାଜ ଆଇନ ମହାବିଦ୍ୟାଳୟ ଏବେ ନାନା ଅବ୍ୟବସ୍ଥା ଘେରରେ ଗତିକରୁଛି । ପାଠ ପଢ଼ିବା...

ଖମାରସାହି ସମବାୟ ସମିତିରେ ଧାନକିଣା ଦୁର୍ନୀତି: ସମ୍ପାଦକ ନିଲମ୍ବିତ, ଡାଟା ଏଣ୍ଟ୍ରି ଅପରେଟର ବହିଷ୍କୃତ

ନୟାଗଡ ଅଫିସ,୨୦।୨: ନୟାଗଡ ଜିଲାପାଳ ନୟାଗଡ଼ ବ୍ଲକ ଖମାରସାହି ସମବାୟ ସମିତି ସମ୍ପାଦକ ପ୍ରଫୁଲ୍ଲ ବିଶ୍ବାଳଙ୍କୁ ଗୁରୁବାର ନିଲମ୍ବନ କରିଛନ୍ତି। ସେହିଭଳି ଡାଟା ଏଣ୍ଟ୍ରି ଅପରେଟର...

ଭାରତରେ ଟିକାର ମାନବ ପରୀକ୍ଷା ଖୁବ୍‌ଶୀଘ୍ର

ନୂଆଦିଲ୍ଲୀ,୧୫ା୭: ଭାରତରେ ଦୁଇଟି ସଂସ୍ଥା ପକ୍ଷରୁ ପ୍ରସ୍ତୁତ କରୋନା ଟିକାର ଲାବରେଟୋରି ପରୀକ୍ଷା ସଫଳ ହୋଇଛି। ଚଳିତ ମାସ ଶେଷ ସୁଦ୍ଧା ମାନବ ଶରୀରରେ ଏହାର...

Play 250+ Trending Games
Archives

Model This Week

Why Dharitri