ଧରିତ୍ରୀର ପ୍ରଭାବ: ଅଧା ତିଆରି ରାସ୍ତାରେ ପଡିଲା ପିଚୁ

ମାଲକାନଗିରି, ୧୯।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦର ମହକୁମା ସୁବାଷ ବୋସ ଛକ ଠାରୁ ଦୈନିକ ବଜାର ଓ ପୁରୁଣା ଥାନା ଦେଇ ଆଇସିଆଇସିଆଇ ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ମେଟାଲ ବିଛାଇ ଦୀର୍ଘ ଚାରିମାସ ବିତି ଯାଇଥିଲେ ମଧ୍ୟ ପିଚୁ କାମ ହୋଇ ନ ଥିବାରୁ ସେହି ରାସ୍ତାରେ ପ୍ରବଳ ଧୂଳି, ଏବଂ ଜାତାୟତରେ ବାଧାପ୍ରାପ୍ତ ହୋଇଥିବା ଖବର ଗତ ୧୩ ତାରିଖ ଦିନ ଧରିତ୍ରୀରେ ପ୍ରକାଶ ପାଇଥିଲା। ଏହାକୁ ଗୁରୁତର ସହ ନେଇ ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଗତ ରାତ୍ରରୁ ସେହି ରାସ୍ତାରେ ପିଚୁ କାର୍ଯ୍ୟ ଆରମ୍ଭ କରିଛନ୍ତିା ଯାହାଫଳରେ ଦୀର୍ଘମାସର ସମସ୍ୟା ଦୂର ହୋଇଛି। ପ୍ରକାଶ ଥାଉ କି, ମାଲାକାନଗିରି ପୌର ପରିଷଦ ମଧ୍ୟରେ ଥିବା ସୁବାଷ ବୋସ ଛକ ଠାରୁ ଦୈନକ ବଜାର, ପୁରୁଣା ଥାନା ଏବଂ ନୁଆ ଷ୍ଟେଟ ବ୍ୟାଙ୍କ ରାସ୍ତା ଗତ ଚାରିମାସ ତଳେ ମେଟାଲ ବିଛା ଯାଇଥିଲା। କିନ୍ତୁ ସେହି ରାସ୍ତାରେ ପିଚୁ କାର୍ଯ୍ୟ ଆରମ୍ଭ ହୋଇ ନଥିବାରୁ ସକାଳ ୮ଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ରାସ୍ତାରେ ପ୍ରବଳ ଧୂଳିମୟ ହେବାରେ ଲାଗିଥିଲା ା ବାରମ୍ବାର ଅଭି ଯୋଗ କରିଥିଲେ ମଧ୍ୟ ରାସ୍ତା କାର୍ଯ୍ୟ ଦାୟିତ୍ୱରେ ଥିବା ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ନ ଥିଲେ ା ଖବର ପ୍ରକାଶ ପରେ ଏହି ରାସ୍ତାରେ ପିଚୁ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଅଞ୍ଚଳର ସମସ୍ୟା ଦୂର ହୋଇଛିା


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝର ଆସିବେ କେନ୍ଦ୍ରମନ୍ତ୍ରୀ

କେନ୍ଦୁଝର,୨୭ା୭(ସ୍ବ.ପ୍ର.): ଗୁରୁବାର କେନ୍ଦୁଝର ଅଭିମୁଖେ ୩ ଦିନିଆ ଗସ୍ତରେ ଆସୁଛନ୍ତି କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା। ଏହି ଅବସରରେ କେନ୍ଦୁଝର ଜିଲା ଭାଜପା...

ବଲାଙ୍ଗୀର ସଦର ବ୍ଳକ ପକ୍ଷରୁ ଗାଁକୁ ଚାଲ ଅଭିଯାନ

ବଲାଙ୍ଗୀର ଅଫିସ, ୨୮ା୧:  ବଲାଙ୍ଗୀର ସଦର ବ୍ଳକ୍‌ ପକ୍ଷରୁ ବୁଧବାର ଗାଁକୁ ଚାଲ ଅଭିଯାନର ଶୁଭାରମ୍ଭ କରାଯାଇଛି। ବ୍ଳକ ଅଧ୍ୟକ୍ଷ ଗୋଲାପ ବାଗ, ବିଡିଓ ବାସୁଦେବ...

ବାଲୁକାକଳାରେ ମହାଶିବରାତ୍ରିର ଶୁଭେଚ୍ଛା ଦେଲେ ସୁଦର୍ଶନ

ପୁରୀ ଅଫିସ,୨୧।୨: ଆଜି ମହାଶିବରାତ୍ରି। ଭଗବାନ ଶିବଙ୍କ ଉପାସନା ଲାଗି ଉଦ୍ଦିଷ୍ଟ ଏହି ଦିନଟିକୁ ପାଳନ କରିବାକୁ ଉତ୍ସବମୁଖର ହୋଇଉଠିଛି ବିଭିନ୍ନ ଶୈବପୀଠ। ଏହି ଅବସରରେ...

ଜୁଆଆଡ୍ଡାରେ ଚଢାଉ, ୫ ଗିରଫ

ବୁଗୁଡା,୧୮ା୪(ଡି.ଏନ୍‌.ଏ.)- ବୁଗୁଡା ଥାନା ଅନ୍ତର୍ଗତ କରସିଙ୍ଗି ନିକଟ ଏକ କାଜୁ ତୋଟାରେ ଶନିବାର ଅପରାହ୍ନରେ ବୁଗୁଡା ପୋଲିସ ଚଢାଉ କରି ୫ ଜଣ ଜୁଆଡିଙ୍କୁ ଗିରଫ...

ରେଗୁଲାର ହେଲେ ୧୧୩ ଗ୍ରାମ୍ୟ କୃଷି କର୍ମଚାରୀ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ କାର୍ଯ୍ୟରତ ୧୧୩ ଜଣ ଗ୍ରାମ୍ୟ କର୍ମଚାରୀ ନିୟମିତ (ରେଗୁଲାର) ହେଲେ। ଏ ନେଇ ଜିଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ...

ଗୁଣିଗାରେଡ଼ି ସନ୍ଦେହରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା: ୬ ଅଟକ

ଟିକିରି,୪ା୮(ଡି.ଏନ୍‌.ଏ.): ଗୁଣିଗାରେଡ଼ି ସନ୍ଦେହରେ ଯୁବକଙ୍କୁ ହତ୍ୟା କରିଛନ୍ତି ଗ୍ରାମବାସୀ। ଏହି ଅଭିଯୋଗରେ ୬ ଜଣଙ୍କୁ ଟିକିରି ଥାନାରେ ଅଟକ ରଖାଯାଇଛି। ଏପରି ଘଟଣା ସାମ୍ନାକୁ ଆସିଛି...

ବିଦେଶରେ ମୟୂରଭଞ୍ଜ ଛତୁ

ବାରିପଦା ଅଫିସ,୧୧।୬-ରାଜ୍ୟ ତଥା ବିଦେଶକୁ ଏବେ ରପ୍ତାନୀ ହେଉଛି ‘ମୟୂରଭଞ୍ଜ ମସୃମ’। ଜିଲା ତଥା ରାଜ୍ୟ ବାହାରେ ଛତୁ ଓ ମଞ୍ଜିର ବେଶ୍‌ ଚାହିଦା ରହଛି।...

ଜାତୀୟ ରାଜପଥ ଅବରୋଧ କଲା ଭାଜପା

ଦେବଗଡ଼,୩ା୮(ଡି.ଏନ୍‌.ଏ.): ଦେବଗଡ଼ ନୀଳବର୍ନି ସାହି ବାଇପାସ ଛକ ଠାରେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି ଭାଜପା। ଦେବଗଡ଼ ପୌରପରିଷଦରେ ହୋଇଥିବା ବିଭିନ୍ନ ଦୁର୍ନୀତିର...

Advertisement
Archives

Model This Week