ଧନୀ କଳାକାର ତାଲିକାରେ ଅକ୍ଷୟ ଆଗରେ

ମୁମ୍ବାଇ: ଫୋର୍ବସ ଇଣ୍ଡିଆ ଦ୍ୱାରା୨୦୧୯ର ସେଲିବ୍ରିଟି ତାଲିକାରେ ଏଥର ସଲମାନଙ୍କୁ ପଛରେ ପକାଇଛନ୍ତି ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର। ଏଥରର ତାଲିକା ଅନ୍ୟ ବର୍ଷଠାରୁ ସାମାନ୍ୟ ଅଲଗା ବୋଲି କୁହାଯାଉଛି। ଅବଶ୍ୟ ଏଥର ଟପ୍‌ ୧୦ରେ ସ୍ଥାନ ପାଇଛନ୍ତି କ୍ରିକେଟର ବିରାଟ କୋହଲି, ଅଭିନେତା ସଲମାନ ଖାଁ। ଏମାନଙ୍କର ଆୟ ଓ ଅନ୍ୟ କେତୋଟି ଦିଗକୁ ଦେଖି ଏହି ତାଲିକା ପ୍ରସ୍ତୁତ କରାଯାଇଛି।  ତେବେ କଳାକାର ଭାବେ ଅକ୍ଷୟ କୁମାର ଶୀର୍ଷରେ ରହିଛନ୍ତି ବୋଲି ଜଣାପଡିଛି। ଚଳିତ ବର୍ଷ ଅକ୍ଷୟଙ୍କ ଆୟ ୨୯୩.୨୫ କୋଟି ଟଙ୍କା ବୋଲି କହିଛି ଫୋର୍ବସ ଇଣ୍ଡିଆ।


Enter your email to get our daily news in your inbox.

All Right Reserved By Dharitri.Com

ଦିନେ ବୁଲି ବୁଲି କଲମ ବିକ୍ରି କରୁଥିଲେ ଏହି ପ୍ରସିଦ୍ଧ ଅଭିନେତା

ବଲିଉଡ୍‌ ଅଭିନେତା ଜନି ଲିଭର ଆଜି ୬୩ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୫୭ ମସିହା ଅଗଷ୍ଟ ୧୪ରେ ଆନ୍ଧ୍ରପ୍ରଦେଶର କାନିଗିରି ଜନ୍ମଗ୍ରହଣ କରିଥିଲେ ସେ। ଜନି...

ଓଜନ ବଢାଇବାକୁ ଚାହୁଁଛନ୍ତି କ୍ରିତି

ମୁମ୍ବାଇ: ବଲିଉଡ୍‌ ନାୟିକା କରିନା କପୁର ଖାଁଙ୍କ ଜିରୋ ସାଇଜ୍‌ ଫିଗର ପରେ ଏହା ଯେମିତି ବଲିଉଡ୍‌ରେ ଏକ ପ୍ରକାର ଟ୍ରେଣ୍ଡ କରିବାରେ ଲାଗିଛି। ଫିଟ୍‌ନେସକୁ...

ମାଡାମ ତୁଷାଦରେ ପ୍ରଥମ ସାଉଥ୍‌ ଅଭିନେତ୍ରୀ

ମୁମ୍ବାଇ: ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିର ପପୁଲାର ଅଭିନେତ୍ରୀ ତଥା ସିଂଘମ ଫ୍ରେମ୍‌ କାଜଲ ଅଗ୍ରଓ୍ବାଲ ନିଜ ଅଭିନୟ ଯାଦୁରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଛନ୍ତି। ପ୍ରଂଶସକ...

୨୦୨୧ଇଦ୍‌ରେ ‘ଦବଙ୍ଗ’ ପ୍ରଶଂସକ ପାଳିବେ ଦୀପାବଳି

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି। ‘ଦବଙ୍ଗ -୩’ ପରେ ଏବେ ସେ ୨୦୨୧ ଇଦ୍‌ରେ ପରଦାକୁ ଆସୁଥିବା...

ଫୁକେଟରେ ନୂଆବର୍ଷ ପାଳିବେ ଏକତା

ମୁମ୍ବାଇ: ନୂଆବର୍ଷକୁ ନେଇ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଟେଲିଭିଜନ ସେଲିବ୍ରିଟିମାନେ ନୂଆ ନୂଆ ଯୋଜନା କରିଛନ୍ତି। ଅଧିକାଂଶ ବଲିଉଡ୍‌ ସେଲିବ୍ରିଟି ସ୍ବିଜରଲାଣ୍ଡରେ ଛୁଟି କଟାଇବାକୁ...

ମାଟି ପାତ୍ର ଚା’ର ମଜା ନେଲେ ଅନନ୍ୟା-କାର୍ତ୍ତିକ

ମୁମ୍ବଇ: ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ତାଙ୍କ ଅପ୍‌ କମିଂ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପାଇଁ ବ୍ୟସ୍ତ ଅଛନ୍ତି। ଲକ୍ଷ୍ନୌରେ ଏବେ...

୩ କୋଟି ପାର ହେଲା ସଲମାନଙ୍କ ଫଲୋୟର୍ସଙ୍କ ସଂଖ୍ୟା: ଭିନ୍ନ ଢଙ୍ଗରେ ଦେଲେ ଧନ୍ୟବାଦ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କର ପ୍ରଶଂସକଙ୍କ ସଂଖ୍ୟା କମ୍‌ ନାହିଁ। ତାଙ୍କ ଫିଲ୍ମ ହେଉ ଅବା ସୋସିଆଲ ମିଡିଆ ଆକାଉଣ୍ଟ ସବୁଠି ଦେଖିବାକୁ ମିଳେ...

କ୍ୟାନସରକୁ ଜିତି ପୁଣି ଫେରିଛନ୍ତି ଅଭିନୟ ଦୁନିଆକୁ

ମୁମ୍ବାଇ: ବଲିଉଡ ନାୟିକା ମନିଷା କୋଇରାଲା ୫୦ ବର୍ଷରେ ପାଦ ରଖିଛନ୍ତି। ୧୬ ଅଗଷ୍ଟ ୧୯୭୦ରେ ଜନ୍ମ ନେଇଥିବା ଏହି ନାୟିକା ଏକ ରାଜନୈତିକ ପରିବାରରୁ...

Coronavirus Update


Archives

Model This Week

Why Dharitri