‘ଦୋସ୍ତାନା-୨’ର ଶୁଟିଂ ଆରମ୍ଭ କଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି। ଯାହା ଚର୍ଚ୍ଚାକୁ ଆସିଯାଇଛି। ଏହି ଫଟୋସହ କ୍ୟାପଶନରେ ଲେଖାଯାଇଛି, ‘First working day 2020 #workmodeon’। ଏଥିରୁ ସ୍ପଷ୍ଟ ହୋଇଛି କି କାର୍ତ୍ତିକ ଏବେ ‘ଦୋସ୍ତାନା-୨’ର ଶୁଟିଂ ଆରମ୍ଭ କରି ଦେଇଛନ୍ତି। ଫିଲ୍ମର ଶୁଟିଂକୁ ନେଇ ଆଲୋଚନା ଚାଲିଥିବା ବେଳେ ଏବେ କାର୍ତ୍ତିକ ଫଟୋ ଶେୟାର କରି ଏହା ସ୍ପଷ୍ଟ କରିଛନ୍ତି। ଫିଲ୍ମର ଏହା ତୃତୀୟ ସିଡ୍ୟୁଲ ଶୁଟିଂ। ପ୍ରଥମ ଓ ଦ୍ୱିତୀୟ ସିଡ୍ୟୁଲ ଶୁଟିଂ ସରିଥିବା ବେଳେ ଏବେ ତୃତୀୟ ସିଡ୍ୟୁଲ ଶୁଟିଂ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି କାର୍ତ୍ତିକ। ଏଥିରେ ମୁଖ୍ୟ ଭୂମିକାରେ କାର୍ତ୍ତିକଙ୍କ ସହ ଜାହ୍ନବୀ କପୁର ଓ ଲକ୍ଷ୍ୟ ଲାଲଓ୍ବାନୀ ନଜର ଆସିବେ। ଲକ୍ଷ୍ୟଙ୍କର ଏହା ବଲିଉଡ୍‌ ଡେବ୍ୟୁ ଫିଲ୍ମ।


Enter your email to get our daily news in your inbox.

All Right Reserved By Dharitri.Com

୧୦ ବର୍ଷ ପରେ ଭାରତରେ ରିଲିଜ ହେବ ପାକିସ୍ତାନୀ ଫିଲ୍ମ…

ମୁମ୍ବାଇ : ଚଳିତ ବର୍ଷ ପାକିସ୍ତାନୀ ଚଳଚ୍ଚିତ୍ର ‘ଦ ଲିଜାଣ୍ଡ ମୌଲା ଜଟ୍ଟ’ ବିଶ୍ୱର ବକ୍ସ ଅଫିସରେ ବିପୁଳ ପରିମାଣର ଆୟ କରିଛି। ଏହି ଫିଲ୍ମ...

ଲକ୍‌ଡାଉନ୍‌: ଲଡୁ ତିଆରି ଶିଖୁଛନ୍ତି ମଲାଇକା

ମୁମ୍ବାଇ: କରୋନା ଭାଇରସ ସଂକ୍ରମଣ କାରଣରୁ ଏବେ ସାରା ଦେଶରେ ୨୧ ଦିନିଆ ଲକ୍‌ଡାଉନ୍‌ ପାଳନ କରାଯାଉଛି। ଏହି ସମୟରେ ଘରୁ ବାହାରିବାକୁ ବାରଣ କରାଯାଇଛି।...

ସୁଇସାଇଡ୍‌ ନୋଟ୍‌ ଛାଡିଯାଇଛନ୍ତି ନିତିନ ଦେଶାଇ

ବଲିଉଡର କଳା ନିର୍ଦ୍ଦେଶକ ନିତିନ ଦେଶାଇଙ୍କ ଆତ୍ମହତ୍ୟା ପଛର କାରଣ ଜାଣିବାକୁ ଚାହାଁନ୍ତି। ତାଙ୍କ ପୋଷ୍ଟମର୍ଟମ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ବର୍ତ୍ତମାନ ପୋଲିସ ବିଭିନ୍ନ ଦିଗରୁ...

ଆଦିପୁରୁଷ ବ୍ୟାନ୍‌ ଦାବିରେ ବିକ୍ଷୋଭ

ଲକ୍ଷ୍ନୌ,୧୯।୬: ରାମାୟଣ କଥାବସ୍ତୁ ଉପରେ ଆଧାରିତ ପାନ୍‌ ଇଣ୍ଡିଆ ଫିଲ୍ମ ‘ଆଦିପୁରୁଷ’ ବ୍ୟାନ୍‌ ଦାବିରେ ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ହିନ୍ଦୁ ସଙ୍ଗଠନଗୁଡ଼ିକ ଦ୍ୱାରା ବିକ୍ଷୋଭ...

ଏତିକି କୋଟି ଟଙ୍କାର ମାଲିକାଣୀ ପୂଜା ହେଗ୍‌ଡେ

ମୁମ୍ବାଇ: ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କୁ ସଲମାନ ଖାନ୍‌ଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ଦେଖିବାକୁ ମିଳିବ। ଇଦ୍‌ ୨୦୨୩ ଅବସରରେ ରିଲିଜ...

ପୁଣି ପରଦାରେ ଧମାଲ୍‌ କରିବେ ପ୍ରଭାସ୍‌, ଆସୁଛି ଫିଲ୍ମ ‘ସାହୋ’

ବାହୁବଳୀ ଫେମ୍‌ ପ୍ରଭାସ ପୁଣି ପରଦାରେ ଧମାଲ୍‌ କରିବାକୁ ଯାଉଛନ୍ତି। ବାହୁବଳୀ ଏବଂ ବାହୁବଳୀ ୨ ପରେ ଏବେ ଫିଲ୍ମ ‘ସାହୋ’ ପାଇଁ ଜୋରଦାର ପ୍ରସ୍ତୁତି...

ନାଗା-ସାମନ୍ଥାଙ୍କ ବିଚ୍ଛେଦର କାରଣ ଏହି ବ୍ୟକ୍ତି!

ହାଇଦ୍ରାବାଦ: ସୁପରଷ୍ଟାର ନାଗା ଚୈତନ୍ୟ ଓ ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ବିବାହର ୪ ବର୍ଷ ପରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଉଭୟ...

‘ଯବାନ’ରେ ଏହି ସାଉଥ୍ ସୁପରଷ୍ଟାରଙ୍କ ସହ ଧମାକା କରିବେ ଶାହାରୁଖ!

ମୁମ୍ବାଇ: ଲମ୍ବା ବ୍ରେକ୍ ପରେ ଏବେ ପୁଣିଥରେ ବଡ ପରଦାରେ ଧମାଲ କରିବାକୁ ଫେରିଛନ୍ତି କିଙ୍ଗ ଖାଁ । ୨୦୨୩ରେ ହେବ ତାଙ୍କର ଧମାକାଦାର ଏଣ୍ଟ୍ରି...

Advertisement
Archives

Model This Week