‘ଦୋସ୍ତାନା-୨’ର ଶୁଟିଂ ଆରମ୍ଭ କଲେ କାର୍ତ୍ତିକ

ମୁମ୍ବାଇ: ବଲିଉଡ୍‌ ନାୟକ କାର୍ତ୍ତିକ ଆର୍ଯ୍ୟନ୍‌ ଏବେ ସୋସିଆଲ ମିଡିଆରେ କିଛି ଫଟୋ ପୋଷ୍ଟ କରିଛନ୍ତି। ଯାହା ଚର୍ଚ୍ଚାକୁ ଆସିଯାଇଛି। ଏହି ଫଟୋସହ କ୍ୟାପଶନରେ ଲେଖାଯାଇଛି, ‘First working day 2020 #workmodeon’। ଏଥିରୁ ସ୍ପଷ୍ଟ ହୋଇଛି କି କାର୍ତ୍ତିକ ଏବେ ‘ଦୋସ୍ତାନା-୨’ର ଶୁଟିଂ ଆରମ୍ଭ କରି ଦେଇଛନ୍ତି। ଫିଲ୍ମର ଶୁଟିଂକୁ ନେଇ ଆଲୋଚନା ଚାଲିଥିବା ବେଳେ ଏବେ କାର୍ତ୍ତିକ ଫଟୋ ଶେୟାର କରି ଏହା ସ୍ପଷ୍ଟ କରିଛନ୍ତି। ଫିଲ୍ମର ଏହା ତୃତୀୟ ସିଡ୍ୟୁଲ ଶୁଟିଂ। ପ୍ରଥମ ଓ ଦ୍ୱିତୀୟ ସିଡ୍ୟୁଲ ଶୁଟିଂ ସରିଥିବା ବେଳେ ଏବେ ତୃତୀୟ ସିଡ୍ୟୁଲ ଶୁଟିଂ ପାଇଁ ବେଶ୍‌ ଉତ୍ସାହିତ ଅଛନ୍ତି କାର୍ତ୍ତିକ। ଏଥିରେ ମୁଖ୍ୟ ଭୂମିକାରେ କାର୍ତ୍ତିକଙ୍କ ସହ ଜାହ୍ନବୀ କପୁର ଓ ଲକ୍ଷ୍ୟ ଲାଲଓ୍ବାନୀ ନଜର ଆସିବେ। ଲକ୍ଷ୍ୟଙ୍କର ଏହା ବଲିଉଡ୍‌ ଡେବ୍ୟୁ ଫିଲ୍ମ।


Enter your email to get our daily news in your inbox.

All Right Reserved By Dharitri.Com

ପରଦାରେ ଏମିତି ସିନ୍‌ କରିଥିଲେ ମାଧୁରୀ, ଯାହାକୁ ନେଇ ଆଜି ବି ଅନୁତପ୍ତ

ମାଧୁରୀ ଦୀକ୍ଷିତ ଖାଲି ଧକ୍‌ଧକ୍‌ ଗାର୍ଲ ନୁହନ୍ତି, ତାଙ୍କର ପ୍ରତି ଫିଲ୍ମରେ ରହିଛନ୍ତି କୋଟି କୋଟି ପ୍ରଶଂସକ। ମାଧୁରୀଙ୍କ ଅଭିନୀତ ଫିଲ୍ମ ଦେଖିଲେ ଯେ କେହି...

ପୁଣି ଚର୍ଚ୍ଚାରେ ପ୍ରିୟଙ୍କାଙ୍କ ଭାଇ ସିଦ୍ଧାର୍ଥ: ନିର୍ବନ୍ଧ ଭାଙ୍ଗିବାର କିଛି ଦିନ ପରେ ‘ମିଷ୍ଟ୍ରି ଗର୍ଲ’ଙ୍କ ସହ ନଜର ଆସିଲେ

ମୁମ୍ବାଇ: ବଲିଉଡ ତଥା ହଲିଉଡ୍‌ ଡିଭା ପ୍ରିୟଙ୍କା ଚୋପ୍ରା ଜୋନାସଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରାଙ୍କ ବ୍ୟକ୍ତିଗତ ଜୀବନ ପୁଣି ଚର୍ଚ୍ଚାରେ। ସୋମବାର ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ...

ପିଲାଦିନେ ଝିଅ ଆରାଧ୍ୟାଙ୍କ ଭଳି ଦେଖାଯାଉଥିଲେ ଐଶ୍ୱର୍ଯ୍ୟା

ବମ୍ବେ: ପିଲାମାନେ ମା’ବାପାଙ୍କ ଭଳି ଦେଖାଯିବା ସ୍ବାଭାବିକ କଥା। ମାତ୍ର କିଛି କ୍ଷେତ୍ରରେ ପିଲାମାନେ ଅବିକଳ ନକଲ ହୋଇଥିବା ଭଳି ମନେ ହୁଏ। ଯେପରିକି ନୀଳ...

ଗୋଟିଏ ପରେ ଗୋଟିଏ କଥାରେ ଟ୍ରୋଲ ହେଉଛନ୍ତି ରାନୁ ମଣ୍ଡଳ

ଦିନେ ଷ୍ଟେଶନରେ ଲତା ମଙ୍ଗେସ୍‌କରଙ୍କ ଗୀତ ଗାଇ ରାତାରାତି ଷ୍ଟାର ପାଲଟି ଯାଇଥିବା ରାନୁ ମଣ୍ଡଳ ଏବେ ଟ୍ରୋଲ ହେବାରେ ଲାଗିଛନ୍ତି। କାରଣ ତାଙ୍କର କଥାବାର୍ତ୍ତା...

ନବ୍ୟାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମା’, ମାମୁଁ

ମୁମ୍ବାଇ: ଅମିତାଭ ବଚ୍ଚନଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦା ଶୁକ୍ରବାର ନିଜର ୨୨ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ମା’ ଶ୍ୱେତା ବଚ୍ଚନ ଓ...

ପ୍ରେମରେ ପଡ଼ିଛନ୍ତି ତମନ୍ନା

ଓଡ଼ିଆ ଅଭିନେତ୍ରୀ ତମନ୍ନା ଏବେ ପ୍ରେମରେ ଉବୁଟୁବୁ। ପୁଣି ସେ ଏପରି ଯୁବକଙ୍କ ପ୍ରେମରେ ପଡିଛନ୍ତି ଯିଏ ଏକ ଅଦ୍ଭୁତ ଶକ୍ତିର ଅଧିକାରୀ। ସେହି ଶକ୍ତି...

କେବଳ କଙ୍ଗନା ନୁହନ୍ତି, ପୂର୍ବରୁ ଏସବୁ ତାରକାଙ୍କୁ ଟାର୍ଗେଟ୍‌ କରିଛି ବିଏମ୍‌ସି; ନେଇଛି ଏପରି କାର୍ଯ୍ୟାନୁଷ୍ଠାନ

ବିଏମ୍‌ସି ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ମୁମ୍ବାଇ କାର୍ଯ୍ୟାଳୟକୁ ଭାଙ୍ଗିଛି। ବେଆଇନ ନିର୍ମାଣ ଅଭିଯୋଗରେ ବିଏମ୍‌ସି ଏହି କାର୍ଯ୍ୟାନୁଷ୍ଠାନ ଭାଙ୍ଗିଥିବା କୁହାଯାଉଥିଲେ ହେଁ ଏହାକୁ ନେଇ ମହାରାଷ୍ଟ୍ର...

କରୋନା ଭୟରେ ଶୁଟିଂ ବନ୍ଦକଲେ ସଲମାନ

ସାରା ବିଶ୍ୱ ଏବେ କରୋନା ଭାଇରସକୁ ନେଇ ଚିନ୍ତାରେ। ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଅନେକ କଳାକାର ଅନ୍ୟ ସ୍ଥାନକୁ ଯିବା...

Coronavirus Update


Archives

Model This Week

Why Dharitri