ଦେବଗଡ଼ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ

ଦେବଗଡ଼, ୧୭।୧୦(ଡି.ଏନ୍‌.ଏ.): ସହର ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ରାସ୍ତା ଶୋଚନୀୟ ହୋଇପଡ଼ିଛି। ଫଳରେ ଏହି ରାସ୍ତାରେ ଛୋଟବଡ଼ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ ଜନସାଧାରଣ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ବାରମ୍ବାର ପ୍ରଶାସନକୁ ଜଣାଇଥିଲେ ମଧ୍ୟ କିଛି ଲାଭ ହେଉ ନାହିଁ। ତେଣୁ ଗୁରୁବାର ସକାଳ ୯ରୁ ଦେବଗଡ଼ କାରଗିଲ ଛକରେ ସ୍ଥାନୀୟ ଲୋକେ ବିଭିନ୍ନ ନାରାବାଜି ଦେବା ସହ ଜାତୀୟ ରାଜପଥକୁ ଅବରୋଧ କରିଛନ୍ତି। ଫଳରେ ଗାଡିମୋଟର ଚଳାଚଳ ବନ୍ଦ ରହିଛି । ରାସ୍ତାର ଦୁଇ ପାର୍ଶ୍ୱରେ ଶତାଧିକ ଗାଡିମୋଟର ଅଟକି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ବି ମନେପଡ଼େ ଉତ୍କଳୀୟ ନୌବାଣିଜ୍ୟ ପରମ୍ପରା

ଢେଙ୍କାନାଳ ଅଫିସ, ୮।୧୧: ଢେଙ୍କାନାଳ ସନ୍ଧ୍ୟାତାରା ସାହିତ୍ୟ ସଂସଦ ପକ୍ଷରୁ ୪୦ତମ ବୋଇତ ବନ୍ଦାଣ ଉତ୍ସବ ମଙ୍ଗଳବାର ଭୋରରେ ସହରସ୍ଥିତ ଭାଗୀରଥି ସାଗର ନୂଆପୋଖରୀଠାରେ ମହାସମାରୋହରେ...

ଡିଆର୍‌ଡିଏ ଅଫିସ୍‌ରେ ୨୦ ପଜିଟିଭ୍‌, ୩ ଦିନ ପାଇଁ ଅଫିସ୍‌ ବନ୍ଦ

ଝାରସୁଗଡ଼ା ଅଫିସ୍‌,୮।୧: ରାଜ୍ୟରେ କରୋନା ସଂକ୍ରମଣର ତୃତୀୟ ଲହର ଆରମ୍ଭ ହୋଇଛି। ସପ୍ତାହ ହେଲାଣି ଝାରସୁଗୁଡା ଜିଲାରେ ହୁ ହୁ ହୋଇ କରୋନା ପଜିଟିଭ୍‌ ସଂଖ୍ୟା...

କଟକଣାକୁ ଫୁ: ଲୋକେ ଉତ୍ସାହିତ ହୋଇ ସ୍ବାଗତ କଲେ ବୋଲି କହିଲେ ବିଧାୟିକା

ବରଗଡ଼ ଅଫିସ,୨୪।୪: କରୋନା ମୁକାବିଲା ପାଇଁ କଟକଣାକୁ କଡାକଡି କରାଯାଇଛି। ହେଲେ ବରଗଡ଼ ଜିଲା ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏହାକୁ ଉଲ୍ଲଂଘନ କରିଥିବା ଅଭିଯୋଗ...

ସହାୟତା ପାଇଁ ମୋଟର ଚାଳକ ସଂଘର ଦାବିପତ୍ର

ଦିଗପହଣ୍ଡି,୧୫ା୪(ଡି.ଏନ୍‌.ଏ.)- ଲକ୍‌ଡାଉନ ଯୋଗୁ ଟ୍ୟାକ୍ସି ଚାଳକଙ୍କ ଜୀବନଜୀବିକା ବିପନ୍ନ ହୋଇପଡିଛି। ଏପ୍ରିଲ ୧୫ରୁ ସ୍ଥିତି ସ୍ବାଭାବିକ ହେବା ନେଇ ସେମାନେ ଆଶା ରଖିଥିବାବେଳେ ପୁଣି ମେ’...

ଜିଦ୍‌ରେ ଅଟଳ ଉଭୟ ନିଯୋଗ

ପୁରୀ ଅଫିସ,୧।୨: ପୌଷ ପୂର୍ଣ୍ଣିମାରେ ଗୁରୁବାର ମହାପ୍ରଭୁଙ୍କ ସୁନାବେଶ ବା ରାଜରାଜେଶ୍ୱର ବେଶ ନୀତି ୫ଘଣ୍ଟା ବିଳମ୍ବ ହୋଇଥିଲା। ଏହାର କାରଣ ଖୋଜିବା ସହ ସମାଧାନ...

ଦୁଇଟି ସ୍ଥାନରେ ହାଟ ଚାଲିବା ନେଇ ରାସ୍ତା ଅବରୋଧ

ରାଇକିଆ,୯।୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ସାପ୍ତାହିକୀ ହାଟକୁ ଆସୁଥିବା ବ୍ୟବସାୟୀମାନେ ସୋମବାର ଦୁଇଟି ସ୍ଥାନରେ ଏକାଥରେ ହାଟ ଚାଲିବାକୁ ବିରୋଧ କରି ରାସ୍ତା ଅବରୋଧ କରିଛନ୍ତି।...

ଲକ୍‌ଡାଉନ୍‌ ପ୍ରଭାବ: ଖୋର୍ଦ୍ଧା ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ନାକାବନ୍ଦୀ

ଖୋର୍ଦ୍ଧା ଅଫିସ,୨୫।୩: କରୋନା(କୋଭିଡ୍‌-୧୯) ସଂକ୍ରମଣର ମୁକାବିଲା ଲାଗି ସମ୍ପୂର୍ଣ୍ଣ ଓଡ଼ିଶାକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲାର କେତେକ ସ୍ଥାନରେ ଏହାର ପ୍ରଭାବ ପଡ଼ିଥିବା ଦେଖିବାକୁ...

ଏସ୍‌ସିବି ମେଡିକାଲ: ମୃତଦେହକୁ ନେଇ ସନ୍ଦେହ

କଟକ ଅଫିସ, ୨୭ା୧୦: ଏସ୍‌ସିବି ମେଡିକାଲରେ ମୃତ୍ୟୁ ଘଟୁଥିବା ଅସହାୟ ଓ ଅପରିଚିତ ରୋଗୀଙ୍କୁ ନେଇ ପୁଣି ବିବାଦ ଉପୁଜିଛି। ଦୁଇଟି ଆରଟିଆଇ ତଥ୍ୟକୁ ନେଇ...

Advertisement
Archives

Model This Week