ଦୃଷ୍ଟି ବାଧିତ ନାବିକ ପ୍ରଶାନ୍ତ ମହାସାଗର ଯାତ୍ରା କରି କଲେ ରେକର୍ଡ

ଟୋକିଓ,୨୦।୪: ଇଛା ଶକ୍ତି ସମ୍ମୁଖରେ ସମସ୍ତ ପ୍ରତିବନ୍ଧକ ହାର ମାନିଥାଏ। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଜାପାନର ଜଣେ ଦୃଷ୍ଟି ବାଧିତ ନାବିକ। ସେ ପ୍ରଶାନ୍ତ ମହାସାଗରରେ ଯାତ୍ରା କରି ରେକର୍ଡ କରିଛନ୍ତି। ପୂର୍ବାୁ ୬ମାସ ତଳେ ସେ ଏଭଳି ପ୍ରୟାସ କରିଥିଲେ। ତେବେ ଏଥିରେ ସଫଳ ହୋଇପାରି ନ ଥିଲେ ବୋଲି କୁହାଯାଉଛି। ମିତସୁହିରୋ ଇବାମୋଟୋ ନିଜର ୧୨ ଫୁଟ ଲମ୍ବ ସେଲ ବୋଟ୍‌କୁ ଚଳାଇ ଶନିବାର ସକାଳେ ଫୁକୁସିମା ବନ୍ଦରରେ ପହଞ୍ଚିଥିଲେ। ୫୨ ବର୍ଷ ବୟସ୍କ ଇବାମୋଟୋ ଫେବୃୟାରୀ ୨୪ରେ ଆମେରିକା ସହର ଡଗ୍‌ ସ୍ମିଥ୍‌ରୁ ଯାତ୍ରା ଆରମ୍ଭ କରିଥିଲେ। ତାଙ୍କ ସାଥିରେ ଥିବା ଆମରିକୀୟ ନାବିକ ତାଙ୍କୁ କେତେକ ସହାୟତା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତୁର୍କୀରେ ପଞ୍ଚମ ଶକ୍ତିଶାଳୀ ଭୂକମ୍ପର ଝଟକା, ମୃତକଙ୍କ ସଂଖ୍ୟା ୫୦୦୦ରୁ ଅଧିକ

ଅଙ୍କାରା,୭ ।୨: ତୁର୍କୀ ଓ ସିରିଆରେ ସୋମବାର ହୋଇଥିବା ଭୂକମ୍ପରେ ଏବେ ପର୍ଯ୍ୟନ୍ତ ୫୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି । ଅନପଟେ ତୁର୍କୀରେ...

ଛାତ୍ରଙ୍କ ସହ କାର୍‌ରେ ଏମିତି କାମ କରୁଥିଲେ ଶିକ୍ଷୟିତ୍ରୀ

ମିଆମି,୬।୧୦: ଫ୍ଲୋରିଡା ମିଡଲ ସ୍କୁଲର ୩୧ ବର୍ଷୀୟା ଡ୍ରାମା ଶିକ୍ଷୟିତ୍ରୀ ବ୍ରିଟନି ଲୋପେଜ ମୁରେଙ୍କୁ ସୋମବାର ଗିରଫ କରାଯାଇଛି। ତାଙ୍କ ବିରୋଧରେ ଆସିଛି ଛାତ୍ରଙ୍କ ସହ...

ଫ୍ରାନ୍ସର ପରାଜୟ ପରେ ପ୍ୟାରିସରେ ଦଙ୍ଗା…

ପ୍ୟାରିସ,୧୯।୧୨ : କତାରରେ ଫିଫା ବିଶ୍ୱକପ ୨୦୨୨ ର ଫାଇନାଲରେ ଆର୍ଜେଣ୍ଟିନାଠାରୁ ଫ୍ରାନ୍ସର ଲଢ଼ୁଆ ପରାଜୟ ପରେ ଫୁଟବଲ ପ୍ରଶଂସକମାନେ ଦଙ୍ଗା କରିଛନ୍ତି। ଫୁଟବଲ ପ୍ରଶଂସକମାନେ...

ଗୁଗ୍‌ଲ ସିଇଓଙ୍କ ବିରୋଧରେ ମାମଲା

ନୂଆଦିଲ୍ଲୀ,୨୬ା୧: କପିରାଇଟ୍‌ ଆକ୍ଟ ଉଲ୍ଲଂଘନ ପାଇଁ ମୁମ୍ବାଇ ପୋଲିସ ବୁଧବାର ଗୁଗ୍‌ଲ ସିଇଓ ସୁନ୍ଦର ପିଚାଇ ଏବଂ ଅନ୍ୟ ୫ଜଣ କମ୍ପାନୀ ଅଧିକାରୀଙ୍କ ନାମରେ ମାମଲା...

ସାର୍କ ସହିତ ଲଢ଼ି ସ୍ତ୍ରୀଙ୍କୁ ଉଦ୍ଧାର କଲେ ସ୍ବାମୀ: ଭିଡ଼ିଓ ଭାଇରାଲ

ସିଡ୍‌ନୀ, ୧୭।୮: ନିଜ ଲୋକଙ୍କ ଜୀବନ ବଞ୍ଚାଇବ ପାଇଁ ମଣିଷ ସବୁ କିଛି କରିପାରେ। ଏହାର ସଦ୍ୟତମ ଉଦାହରଣ ସିଡ୍‌ନୀରେ ଘଟିଛି। ଏଠାରେ ସାର୍କ କବଳରୁ...

୮ ମାସ ପରେ ଜେଲ୍‌ରୁ ବାହାରିଲା କୁକୁଡା, ଜାଣନ୍ତୁ କାହିଁକି ଥିଲା ବନ୍ଦ

ପାକିସ୍ତାନରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ କୁକୁଡାକୁ ୮ ମାସ ଧରି ଜେଲରେ ରଖାଯାଇଥିଲା। ଏବେ ତାକୁ ମୁକ୍ତ କରିଦିଆଯାଇଛି। ପାକିସ୍ତାନର...

୨୦୨୦ରେ ତାଲିବାନ ପକେଟକୁ ଯାଇଛି ୧୦୬ କୋଟି ଡଲାର…

କାବୁଲ,୧୭।୮: ଶକ୍ତିଶାଳୀ ଆମେରିକା ସୈନ୍ୟଙ୍କୁ ଆଫଗାନିସ୍ତାନରୁ ପଳାୟନ କରିବାକୁ ପଡ଼ିଛି। ତାଲିବାନର ଶକ୍ତିଶାଳୀ ଆର୍ଥିକ ଅବସ୍ଥା ମଧ୍ୟ ଏହା ପଛର ଏକ କାରଣ। ଏହା ଯୋଗୁ...

ଜଳବାୟୁ ପରିବର୍ତ୍ତନରୁ ବିପର୍ଯ୍ୟୟ ବଢ଼ିବ

ଜେନେଭା,୧୪ା୧୦(ଏ.ପି.): ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ଆଗରେ ଏକ ବଡ଼ ଆହ୍ବାନ ରୂପେ ଦଣ୍ଡାୟମାନ। ଏଥିଯୋଗୁ ଦିନକୁ ଦିନ ଗ୍ରୀଷ୍ମ ପ୍ରବାହ, ବିଶ୍ୱତାପନ, ବନାଗ୍ନି,...

Advertisement
Archives

Model This Week