ଦୁଇଦିନ ପୂର୍ବେ ଜନ୍ମନେଇଥିବା ଶିଶୁର ମା’ କରୋନା ପଜିଟିଭ

ରାଞ୍ଚି,୧୮।୪: ଝାଡଖଣ୍ଡ ରାଞ୍ଚିର ସଦର ହସ୍ପିଟାଲରେ ଜଣେ ମହିଳା ୨ ଦିନ ତଳେ ଏକ ସନ୍ତାନ ପ୍ରସବ କରିଥିଲେ। ଏବେ ସେ କରୋନାରେ ସଂକ୍ରମିତ ଥିବା ଜଣାପଡିଛି। ଏହାପରେ ତାଙ୍କର ଶିଶୁକୁ ଆଇସୋଲେଶନ ଓ୍ବାର୍ଡରେ ରଖାଯାଇଛି। ତେବେ ବିଶେଷଜ୍ଞଙ୍କ ପରାମର୍ଶ କମେ ମହିଳା ଜଣଙ୍କ ଶିଶୁଟିକୁ ସ୍ତନ୍ୟପାନ କରାଇ ପାରିବେ ବୋଲି କୁହାଯାଇଛି। ହେଲେ ସ୍ତନ୍ୟପାନ କରାଇବା ପୂର୍ବରୁ ସେ ଠିକ୍‌ ଭାବେ ସାନିଟାଇଜ୍‌ ହେବା ଉଚିତ୍‌ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପଟେ ଶିଶୁଟିର ନମୁନା ପରୀକ୍ଷା ପାଇଁ ପଠାଯିବା ସହ ଉକ୍ତ ପ୍ରସୂତିଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ହସ୍ପିଟାଲ କର୍ମଚାରୀଙ୍କୁ ୧୪ ଦିନିଆ କ୍ୱାରାଣ୍ଟାଇନରେ ରଖାଯିବା ସହ ସେମାନଙ୍କ ନମୁନା ପରୀକ୍ଷା କରାଯିବ ବୋଲି ରିମ୍ସର ମେଡିକାଲ ସୁପରିଣ୍ଟେଣ୍ଡେଣ୍ଟ ଡାକ୍ତର ଭି. କାଶ୍ୟପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ଗାଡ଼ି: ୭ ଯବାନ ମୃତ

ନୂଆଦିଲ୍ଲୀ,୨୮।୫ (ପି.ଟି.): ଲଦାଖର ଟୁକ୍‌ଟୁକ୍‌ ସେକ୍ଟରରେ ଶୁକ୍ରବାର ସକାଳେ ସୈନ୍ୟବାହିନୀର ଏକ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଶ୍ୟୋକ ନଦୀକୁ ଖସିପଡ଼ିବାରୁ ୭ ଜଣ ଯବାନଙ୍କ ମୃତ୍ୟୁ...

୨୦ ବର୍ଷ ପରେ ବ୍ରିଟେନ୍‌ରୁ ଭାରତ ଫେରିଲେ ସୀତା-ରାମ-ଲକ୍ଷ୍ମଣଙ୍କ ମୂର୍ତ୍ତି

ନୂଆଦିଲ୍ଲୀ,୧୯।୧୧: ପ୍ରଭୁ ଶ୍ରୀରାମ,ମାତା ସୀତା ଏବଂ ସାନଭାଇ ଲକ୍ଷ୍ମଣଙ୍କ ଚୋରୀ ହୋଇଥିବା ମୂର୍ତ୍ତି ୨୦ ବର୍ଷ ପରେ ଭାରତକୁ ଫେରିଛନ୍ତି। ମୂର୍ତ୍ତି ଚୋର ଏହାକୁ ବ୍ରିଟେନରେ...

କର୍ଫ୍ୟୁ ଚେକିଂବେଳେ ପୋଲିସ କର୍ମୀଙ୍କ ସହ ଅଭଦ୍ରାମି କଲେ ଦମ୍ପତି

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀରେ ସପ୍ତାହନ୍ତା ଲକ୍‌ଡାଉନ କୋଭିଡ୍‌ ନିୟମ ନ ମାନିବା ପାଇଁ ଏକ ଦମ୍ପତି ବିରୋଧରେ ମାମଲା ରୁଜୁ କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା...

ବଢ଼ିଲା ସଂକ୍ରମଣ: ଆଜି ରାଜ୍ୟରୁ ୬୫୨ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ରେକର୍ଡ ସଂଖ୍ୟକ

ଭୁବନେଶ୍ୱର,୧୦ା୧୦(ବ୍ୟୁରୋ): ରବିବାର ରାଜ୍ୟରୁ ୬୫୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୧,୬୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ...

ବିମାନ ଇନ୍ଧନକୁ ବଳିଗଲା ପେଟ୍ରୋଲ

ନୂଆଦିଲ୍ଲୀ,୧୭।୧୦: ଲଗାତାର ଚତୁର୍ଥ ଦିନ ପାଇଁ ବଢ଼ିଛି ପେଟ୍ରୋଲ ଓ ଡିଜେଲ୍‌ ଦର। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ଏହା ପଛର କାରଣ...

କୃଷକ ଆନ୍ଦୋଳନ ଯୋଗୁ ପ୍ରତିଦିନ କ୍ଷତି ହେଉଛି ୩,୫୦୦କୋଟି ଟଙ୍କା

ନୂଆଦିଲ୍ଲୀ,୧୫ ।୧୨: କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ନେଇ କୃଷକମାନେ କରିଥିବା ଆନ୍ଦୋଳନ ଫଳରେ ବହୁ କ୍ଷତି ହେଉଥିବା ଜଣାପଡିଛି । ଇଣ୍ଡଷ୍ଟ୍ରି ବଡି...

ସୁପ୍ରିମକୋର୍ଟରେ ବାଚସ୍ପତି ନିରାଶ

ନୂଆଦିଲ୍ଲୀ,୨୪ା୭(ପି.ଟି.):ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ସମେତ ୧୯ ବିଦ୍ରୋହୀ ବିଧାୟକଙ୍କ ପିଟିଶନ ଉପରେ ହାଇକୋର୍ଟ ଶୁକ୍ରବାର ରାୟ ପ୍ରଦାନ କରିବେ। ସୁପ୍ରିମକୋର୍ଟ ମାମଲାରେ ହସ୍ତକ୍ଷେପ...

ଦଲାଇ ଲାମାଙ୍କୁ ଭାରତ ରତ୍ନ ପାଇଁ ଦାବି କଲା ସର୍ବଦଳୀୟ ସଂସଦୀୟ ଫୋରମ…

ନୂଆଦିଲ୍ଲୀ, ୨୦।୮ :ଦଲାଇ ଲାମାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ଭାରତୀୟ ସର୍ବଦଳୀୟ ସଂସଦୀୟ ଫୋରମ ପକ୍ଷରୁ ଦାବି କରାଯାଇଛି। କେନ୍ଦ୍ର ସରକାରଙ୍କୁ ଏନେଇ ଅନୁରୋଧ...

Advertisement
Archives

Model This Week