ଦୁଇଟି କୁକୁରଙ୍କ ଯତ୍ନ ନେଲେ ମାସକୁ ମିଳିବ ଏତିକି ଲକ୍ଷ…

ଲଣ୍ଡନର ନାଇଟ୍ସବ୍ରିଜ୍‌ରେ ଜଣେ ଦମ୍ପତି ଏକ ବିଜ୍ଞାପନ ଦେଇଛନ୍ତି, ଯାହାକୁ ଦେଖି ଯେ କେହି ଆଶ୍ଚର୍ଯ୍ୟ ହୋଇଯିବେ। ଉକ୍ତ ଦମ୍ପତି ନିଜର ଦୁଇଟି କୁକୁରର ଯତ୍ନ ନେବା ପାଇଁ କେୟାର୍‌ ଟେକର ଆବଶ୍ୟକ ବୋଲି ଏକ ବିଜ୍ଞାପନ ଦେଇଛନ୍ତି। ଯୋଗ୍ୟ ବ୍ୟକ୍ତିଙ୍କୁ ମାସିକ ୨୯ ଲକ୍ଷ ଟଙ୍କା ବେତନ ମିଳିବ ବୋଲି ଉକ୍ତ ବିଜ୍ଞାପନରେ ଲେଖାଯାଇଛି। ନାଇଟ୍ସବ୍ରିଜ୍‌ରେ ରହୁଥିବା ଏହି ଦମ୍ପତିଙ୍କ ଦୁଇଟି ରିଟ୍ରିଭର୍‌ କୁକୁର ରହିଛନ୍ତି। ଏହି କୁକୁର ଦୁଇଟିଙ୍କର ନାମ ମାଇଲୋ ଏବଂ ଓକ୍ସର। ସେମାନେ ବିଭିନ୍ନ କାମରେ ବାହାରକୁ ଯାଉଥିବାରୁ କୁକୁରଙ୍କ ଯତ୍ନ ନେଇ ପାରୁନାହାନ୍ତି। ଫଳରେ ସେ ଏଭଳି ବିଜ୍ଞାପନ ଦେଇଛନ୍ତି। କୁକୁର ଯତ୍ନ ଲାଗି ଆବେଦନ କରିବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ସ୍ବତନ୍ତ୍ର ଯୋଗ୍ୟତା ରଖାଯାଇଛି। ଏହି ପଦ ପାଇଁ ହାଉସକିପିଂ ସହ ଖାଦ୍ୟ ପ୍ରସ୍ତୁତିରେ ଅଭିଜ୍ଞତା ଥିବା ମଧ୍ୟ ଆବଶ୍ୟକ। କୁକୁରକୁ ସମ୍ଭାଳିବା ପାଇଁ ବ୍ୟକ୍ତି ଜଣଙ୍କ ଫିଟ୍‌ ଏବଂ ଆକ୍ଟିଭ୍‌ ଥିବା ଦରକାର ବୋଲି ସର୍ତ୍ତ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପରମାଣୁ ଧମକ ପରେ ମୁଣ୍ଡ ନୁଆଁଇଲା ୟୁକ୍ରେନ

ମସ୍କୋ,୨୭।୨: ବେଲାରୁସ ସୀମାରେ ରୁଷ ସହ ଆଲୋଚନା ପାଇଁ ରାଜି ହୋଇଛି ୟୁକ୍ରେନ। ରୁଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପରମାଣୁ ଧମକ ଦେବା ପରେ ବାଧ୍ୟହୋଇ...

ଚୋର ନୁହେଁ ସୁନା ଚେନ୍‌ ଟେକି ନେଇଗଲେ ପିମ୍ପୁଡି, ଭାଇରାଲ ଭିଡିଓ ଦେଖିଲେ…

ଆପଣ ଅନେକ ଆଶ୍ଚର୍ଯ୍ୟ କଲାଭଳି ଭିଡିଓ ଦେଖିଥିବେ। ହେଲେ ଆମେ ପିମ୍ପୁଡ଼ିଙ୍କର ସୁନା ଚୋରି କଥା କହିବୁ, ଯାହାକୁ ଦେଖି ଚକିତ ହେବା ସ୍ବାଭାବିକ। ବର୍ତ୍ତମାନ...

ତାଇଓ୍ବାନ ଆକାଶ ମାର୍ଗ ସୀମାରେ ୪ ଚାଇନା ବିମାନ ଅନୁପ୍ରବେଶ, ୮ ଦିନରେ ୭ ଥର…

ତାଇପେଇ, ୧୦।୪ : ତାଇଓ୍ବାନ ଆକାଶ ମାର୍ଗ ସୀମାରେ ୪ ଚାଇନା ବିମାନ ଅନୁପ୍ରବେଶ କରିଛି। ଏପ୍ରିଲ୍‌ ମାସର ପ୍ରଥମ ୮ ଦିନ ମଧ୍ୟରେ ଚାଇନା...

କାହିଁକି ଚାଇନା ଯୁବତୀଙ୍କୁ ପସନ୍ଦ କରନ୍ତି ଭାରତୀୟ ଯୁବକ

ନୂଆଦିଲ୍ଲୀ,୧୫।୫: ପ୍ରେମ ମାନେନା ବାଧା ବନ୍ଧନ। ତେବେ ଅଧିକାଂଶ ସମୟରେ ଦେଖାଯାଇଥାଏ କେତେଜଣ ଭାରତୀୟ ଯୁବକ ଚାଇନା ଯୁବତୀଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥାଆନ୍ତି।...

ଝିଅକୁ ବାହାରକୁ ଛାଡ଼ିବା ପାଇଁ ଡରୁଛନ୍ତି ପୁଟିନ୍‌

କ୍ୱିଭ୍‌,୨୨ା୪: ରୁଷିଆ- ୟୁକ୍ରେନ ମଧ୍ୟରେ ଯୁଦ୍ଧ ପ୍ରାୟ ଦୁଇ ମାସ ଧରି ଚାଲିଛି। ଇତିମଧ୍ୟରେ ୟୁକ୍ରେନ ଧ୍ୱଂସାଭିମୁଖୀ। ରୁଷିଆ ଆକ୍ରମଣ କରି ମଧ୍ୟ ଏହାର ଫଳ...

ୟୁକ୍ରେନରେ ଆଜି କ୍ଷେପଣାସ୍ତ୍ର ମାଡ଼ କରିଛି ରୁଷିଆ

କ୍ୱିଭ୍‌,୨ା୪: ଫେବୃୟାରୀ ଶେଷ ସପ୍ତାହରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି। ଶନିବାର ସକାଳେ ରୁଷିଆ କେନ୍ଦ୍ରୀୟ...

ଫସିଛନ୍ତି ୫ ହଜାର ଲୋକ

କୁଆଲାଲମ୍ପୁର/ମାନିଲା, ୨୧ା୧୨: ମାଲେସିଆରେ ଶୁକ୍ରବାରଠାରୁ ବର୍ଷା ଲାଗି ରହିଥିବାରୁ ସେଠାରେ ସୃଷ୍ଟି ହୋଇଛି ଭୟଙ୍କର ବନ୍ୟା ପରିସ୍ଥିତି। ବର୍ତ୍ତମାନ ସୁଦ୍ଧା ବନ୍ୟା କାରଣରୁ ୭ ଜଣଙ୍କ...

ଫନୀ ପ୍ରକୋପରେ ବିବର୍ଣ୍ଣ ଉପକୂଳ ଓଡ଼ିଶା: ବାରମ୍ବାର ଘଟୁଛି ପ୍ରାକୃତିକ ବିପର୍ଯ୍ୟୟ, କିପରି ଅଛି ବାତ୍ୟା ପରର ଜୀବନ

ଉପକୂଳ ଓଡ଼ିଶାରେ ଏମିତି କିଛି ଗାଁ ଅଛି, ଯେଉଁଠାରେ ଲୋକେ ବାରମ୍ବାର ବନ୍ୟାବାତ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୁଅନ୍ତି । ପୁଣି ଅଣ୍ଟା ଭିଡି...

Advertisement
Archives

Model This Week