ଦିଲ୍ଲୀ ହିଂସା ପାଇଁ ଶାହାଙ୍କୁ ଦାୟୀ କଲା ପିସିସି: କୁଶପୁତ୍ତଳିକା ଦାହ, ଇସ୍ତଫା ଦାବି

ଭୁବନେଶ୍ୱର, ୨୮।୨(ବ୍ୟୁରୋ): କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା ଶୁକ୍ରବାର ୨ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ତାଙ୍କର ଏହି ଗସ୍ତକୁ ବିରୋଧକରି ପ୍ରଦେଶ କଂଗ୍ରେସ କମିଟି(ପିସିସି)ର ଆହ୍ବାନକ୍ରମେ ଭୁବନେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ଶାହାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଦେଶରେ ତଥା ଦିଲ୍ଲୀରେ ଦଙ୍ଗା ପାଇଁ ଦାୟୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବିରେ ଭୁବନେଶ୍ୱର ଜିଲା କଂଗ୍ରେସ କମିଟିର ନେତୃବୃନ୍ଦ ମାଷ୍ଟରକ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ତାଙ୍କ କୁଶପୁତ୍ତଳିକା ଦାହ କରିଛନ୍ତି। ଏଥିସହ ଜିଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରଶ୍ମି ମହାପାତ୍ରଙ୍କ ନେତୃତ୍ୱରେ ଏହି ରାଲି କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ପର୍ଯ୍ୟନ୍ତ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣପୁରରେ ସ୍ବାଧୀନତା ଦିବସ

ସୋନପୁର,୧୫।୮(ନିି.ପ୍ର.): ସୁବର୍ଣ୍ଣପୁର ଷ୍ଟାଡିୟମରେ ୭୩ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ମନୀଷା ବାନାର୍ଜୀ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପରେଡ୍‌ରେ ଅଭିବାଦନ...

ଗୁଣିଗାରେଡ଼ି ସନ୍ଦେହରେ ଦୁଇଜଣଙ୍କୁ ବାନ୍ଧି ବାଡ଼େଇଲେ ଗ୍ରାମବାସୀ, ଭାଙ୍ଗିଦେଲେ ଦାନ୍ତ

ଗଞ୍ଜାମ,୧୫ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ଅଧୀନ ଗଡ଼ହୁମାରେ ରବିବାର ଗୁଣିଗାରେଡ଼ି ସନ୍ଦେହରେ ଗ୍ରାମବାସୀ ଦୁଇଜଣଙ୍କୁ ବାନ୍ଧି ମାଡ଼ ମାରିବା ସହ ଦାନ୍ତ ଭାଙ୍ଗି ଦେବା...

କାର୍ଯ୍ୟକ୍ଷମ ହେଉନି ମୋହନା କଲେଜ ଛାତ୍ରୀ ନିବାସ

ଆର.ଉଦୟଗିରି,୭ା୭(ଡି.ଏନ.ଏ.): ଗଜପତି ଜିଲା ମୋହନା ହିଲଟପ କଲେଜରେ ଆଦିବାସୀ ଛାତ୍ରୀଙ୍କ ପାଇଁ ନିର୍ମିତ ହଷ୍ଟେଲ କୋଠା କାର୍ଯ୍ୟକ୍ଷମ ହୋଇପାରିନି। ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ଅଭାବ ଯୋଗୁ କୋଟିଏ...

ଭଙ୍ଗା କୁଡ଼ିଆରେ ସରୀସୃପଙ୍କ ସହ ବିତୁଛି ରାତି

ଟିକିରି,୨୩।୩(ଡି.ଏନ୍‌.ଏ.) – ଗରିବ ଓ ବାସହୀନଙ୍କ ପାଇଁ ସରକାର ଆବାସ ଯୋଜନାରେ ବାସଗୃହ ଯୋଗାଉଛନ୍ତି। ହେଲେ ତଳସ୍ତରରେ ଏହା ଠିକ୍‌ରେ କାର୍ଯ୍ୟକାରୀ ହେଉ ନ ଥିବାରୁ...

ଜିଲାବାସୀଙ୍କୁ ଦର୍ଶନ ଅନୁମତ

ଢେଙ୍କାନାଳ ଅଫିସ, ୨୫।୨ ଦୀର୍ଘ ଦୁଇବର୍ଷ ପରେ କପିଳାସ କ୍ଷେତ୍ରାଧିପତି ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ପ୍ରସିଦ୍ଧ ଜାଗରଯାତ୍ରା ଦେଖିବାର ସୌଭାଗ୍ୟ ଲାଭ କରିବେ ଢେଙ୍କାନାଳ ଜିଲାବାସୀ।...

ବଦଳିଲେ କପ୍ତିପଦା ଉପଖଣ୍ଡ ଉପ ଜିଲାପାଳ

ଉଦଳା,୩ା୩(ଡି.ଏନ.ଏ.)- ଦୀର୍ଘ ୪ ବର୍ଷରୁ ଅଧିକ ସମୟ ହେବ କପ୍ତିପଦା ଉପଖଣ୍ଡର ଉପ ଜିଲାପାଳ ଭାବେ ଦାୟିତ୍ୱରେ ଥିବା ଭଗବାନ ବେହେରାଙ୍କର ବଦଳି ହୋଇଛି। ଓଡ଼ିଶା...

ତୁଟୁନି ବିକ୍ରି ସମସ୍ୟା: ଧାନ ଗଦାକରି ରାସ୍ତା ଅବରୋଧ କଲେ ଚାଷୀ

ପଦ୍ମପୁର,୧୮।୧(ଡି.ଏନ୍‌.ଏ.): ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଦୁଇ ମାସରୁ ଅଧିକ ସମୟ ବିତିଲାଣି। ମାତ୍ର ଧାନ ବିକ୍ରି ସମସ୍ୟା ତୁଟୁନାହିଁ। ଚାଷୀମାନେ ଧାନ...

ଗୁଣିଗାରେଡ଼ି ସନ୍ଦେହରେ ବାପ-ପୁଅଙ୍କୁ ହତ୍ୟା

ପାରଳାଖେମୁଣ୍ଡି,୧୩ା୬(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା ମୁଠାଗୁଡ଼ା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ବାପପୁଅଙ୍କୁ ଅତି ନିର୍ମମ ଭାବେ ଗାଁର କିଛି ଲୋକ ହତ୍ୟା କରିଥିବା...

Advertisement
Archives

Model This Week