ଦିନରେ ଶୋଇ ରାତିରେ ଚେଉଁଛନ୍ତି ଗୀତିକାର ଜିପି ଗ୍ରଓ୍ବୋଲ

ସାରା ଦେଶରେ ଜାରି ରହିଛି ଲକଡାଉନ। ଏହି ସମୟରେ କଳାକରମାନେ ଘରେ ରହି ପରିବାର ସହ ସମୟ ଅତିବାହିତ କରୁଛନ୍ତି। ଏହିକ୍ରମରେ ଗୀତିକାର ଜିପି ଗ୍ରଓ୍ବୋଲ କ୍ଷେତ୍ରରେ ମଧ୍ୟ ସେମିତି ଘଟିଛି। ହେଲେ ତାଙ୍କୁ ଦିନରେ ଶୋଇ ରାତିସାରା ଚେଇଁ ରହିବାକୁ ପଡ଼ୁଛି। ନିକଟରେ ଏକ ସାକ୍ଷାତକାରରେ ସେ ଏହା କହିଛନ୍ତି।
ପ୍ରକୃତ କଥା ହେଲା ଜିପିଙ୍କ ପିଲାମାନେ କାନାଡାରେ ରହି ପାଠ ପଢୁଛନ୍ତି। ଲକଡାଉନ ଯୋଗୁ ଅନଲାଇନରେ ପାଠ ପଢା ଚାଲିଛି। ତେବେ ଭାରତୀୟ ସମୟ ଅନୁସାରେ ରାତି ୯ ଟାରୁ ସକାଳ ୩ଟା ପର୍ଯ୍ୟନ୍ତ ତାଙ୍କ ପିଲାଙ୍କ ପାଠ ପଢା ହେଉଛି। ଏଥିପାଇଁ ତାଙ୍କୁ ରାତି ସାରା ଚେଇଁ ରହିବାକୁ ପଡ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅନୁରାଧା ପୋଡ଼ଓ୍ବାଲଙ୍କୁ ନିଜର ମା କହିଲେ ୪୫ ବର୍ଷ ବୟସ୍କା ମହିଳା: ଦାବି କଲେ ୫୦ କୋଟି କ୍ଷତି ପୂରଣ

ଥିରୁଭାନନ୍ତପୁରମ୍‌,୨।୧: ଖ୍ୟାତି ସମ୍ପନ୍ନ ଗାୟିକା ଅନୁରାଧା ପୋଡ଼ଓ୍ବାଲଙ୍କୁ ନେଇ ଏବେ ଜୋର୍‌ ସୋର୍‌ ଚର୍ଚ୍ଚା ଆରମ୍ଭ ହୋଇଛି। କେରଳର ଥିରୁଭାନନ୍ତପୁରମ୍‌ଠାରେ ବାସ କରୁଥିବା ଜଣେ ୪୫...

ସୁଶାନ୍ତଙ୍କ ମୃତ୍ୟୁ ପରେ ଏପରି କହିଲେ ଭୋଜପୁରୀ ଅଭିନେତ୍ରୀ ଅକ୍ସରା ସିଂ

ବହୁ ବର୍ଷ ଧରି ବଲିଉଡରେ ନେପୋଟିଜିମ୍‌ ପ୍ରସଙ୍ଗକୁ ନେଇ ବିତର୍କ ହୋଇଥିଲା ଏବଂ ପରେ ଏହା ଶାନ୍ତ ପଡ଼ିଥିଲା। ମାତ୍ର ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ...

ଜାଣନ୍ତୁ ଆମିରଙ୍କ ଭାବିଜ୍ୱାଇଁ ନୁପୁର କିଏ?ଆୟରାଙ୍କୁ ବିବାହ କରିବାକୁ କରିଛନ୍ତି ପ୍ରପୋଜ…

ବମ୍ବେ: ଦୀର୍ଘଦିନର ପ୍ରେମ ସମ୍ପର୍କ ପରେ ବିବାହ କରିବାକୁ ସହମତି ପ୍ରକାଶ କରିଛନ୍ତି ବଲିଉଡ ସୁପରଷ୍ଟାର ଆମିର ଖାଁଙ୍କ ଝିଅ ଆୟରା। ଖୁବ୍‌ଶୀଘ୍ର ନୁପୁର ଶିଖରଙ୍କର...

ନୂଆବର୍ଷରେ ମହଙ୍ଗା ଡ୍ରେସ ପିନ୍ଧି ଚର୍ଚ୍ଚାରେ ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ନିକଟରେ ମା’ ହୋଇଥିବା ବେଳେ ଖୁବ୍ କମ୍ ସମୟ ମଧ୍ୟରେ ସେ ପୁଣିଥରେ ଗ୍ଲାମରସ ଲୁକରେ ନଜର ଆସିଛନ୍ତି...

ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ

ୟଶ ଷ୍ଟାରର୍‌ ଫିଲ୍ମ ‘କେଜିଏଫ’ ଫେମ୍‌ ଅଭିନେତା କ୍ରିଷ୍ଣା ଜି ରାଓଙ୍କ ପରଲୋକ ଘଟିଛି। ତାଙ୍କୁ ୭୦ ବର୍ଷ ହୋଇଥିଲା। ସେ ଗତ କିଛି ଦିନ...

ନିଆରା ହସ ପାଇଁ ଏହି ଅଭିନେତ୍ରୀଙ୍କୁ ମିଳିଲା ସବୁଠୁ ବଡ଼ ସମ୍ମାନ

ଫିଲ୍ମ ‘ଓମ୍‌ ଶାନ୍ତି ଓମ୍‌’ ରେ ନିଜର ହସ ମାଧ୍ୟମରେ ସମସ୍ତଙ୍କ ହୃଦୟ ଜିଣିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ପୁଣିଥରେ କୋଟି କୋଟି ଲୋକଙ୍କ ହୃଦୟ...

ଝିଅ ଆରାଧ୍ୟାଙ୍କ ସହ ଖ୍ରୀଷ୍ଟମାସ ପାଳନ କଲେ ଐଶ୍ୱର୍ଯ୍ୟା, ପ୍ରଶଂସକଙ୍କ ପାଇଁ ଲେଖିଲେ ଏମିତି କିଛି…

ମୁମ୍ବାଇ: ଯେତେବେଳେ ଖ୍ରୀଷ୍ଟମାସ କଥା ଆସେ, ସେତେବେଳେ ସମଗ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରି ଏକ ଭିନ୍ନ ରଙ୍ଗରେ ରଙ୍ଗିତ ହେବା ପରି ମନେହୁଏ। ସେଲିବ୍ରିଟିମାନେ ଏହି ଉତ୍ସବକୁ...

ଚର୍ଚ୍ଚାରେ ସାଉଥ୍‌ ଅଭିନେତ୍ରୀଙ୍କ ବିବାହ; ପ୍ରଯୋଜକ ସ୍ବାମୀଙ୍କ ମୋଟାପଣକୁ ନେଇ…

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ପ୍ରଯୋଜକ ରବିନ୍ଦ୍ର ଚନ୍ଦ୍ରସେକରନଙ୍କ ବିବାହ ଏବେ ଚର୍ଚ୍ଚାରେ। ସେ ଗୁରୁବାର ଅଭିନେତ୍ରୀ ତଥା ଭିଜେ ମହାଲକ୍ଷ୍ମୀଙ୍କ ହାତ ଧରିଛନ୍ତି।...

Advertisement
Archives

Model This Week