ଦଦ୍‌ରା ଘରେ ଚାଲିଛେ ଅଙ୍ଗନଓ୍ବାଡି କେନ୍ଦ୍ର

ଲାଠୋର, ୮ା୮ (ଡି.ଏନ୍‌.ଏ):  ସରକାର ରାଜ୍‌କୋଷରୁ କୋଟି କୋଟି ଟଁକା ଖରଚ୍‌ କରି ୫ଶହ ଲୋକ୍‌ ସଂଖ୍ୟାରେ ଗୁଟେ ଲେଖେଁ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲୁଛନ୍‌। କେନ୍ଦ୍ରରେ ୩ରୁ ୬ ବଛର୍‌ର ଛୁଆମାନେ ପାଠ୍‌ ପଢ଼ୁଥିଲାବେଲେ ଗରଭବତୀ ଆର ପ୍ରସୂତି ମହିଲାମାନକୁ ସେବା ପରଦାନ କରାଯାଉଛେ। ହେଲେ ଅନେକ ଜାଗାରେ ବିଭାଗୀୟ ଅବହେଲାର ଲାଗି ହିତାଧିକାରୀମାନେ ନାନା ସମସିଆର ସାମନା କରୁଥିବାର ଅଭିଯୋଗ ହେଉଛେ। ଏନ୍‌ତା ଗୁଟେ ଘଟନା ଦେଖ୍‌ବାକେ ମିଲିଛେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଁଚେତ୍‌ ସଦର ଗଁାରେ।
ସୂଚନା ହିସାବେ ଗଲା ୧୯୮୩ ସାଲୁ ଟଙ୍କପାଣିରେ ଗୁଟେ ଅଙ୍ଗନଓ୍ବାଡି କେନ୍ଦ୍ର ଖୁଲି ଗଁାର ହିତାଧିକାରୀମାନକୁ ସେବା ଯୁଗେଇ ଆସୁଛେ। ଏହେଦେ ଇ କେନ୍ଦ୍ର ତରଫୁ ୧୨ ଝନ୍‌ ଗରଭବତୀ, ୧୫ ଝନ୍‌ ପ୍ରସୂତି, ୬ ମାସରୁ ୩ ବଛର୍‌ର ୭୨ ଛୁଆ ଆର ୪୦ ଝନ୍‌ ଛାତ୍ରୀଛାତ୍ରକୁ ପ୍ରିସ୍କୁଲ ଶିକ୍ଷା, ଏନ୍‌ଥେଇ ମୋଟ ୧୩୯ ଝନ୍‌ ହିତାଧିକାରୀକୁଁ ସେବା ଯୁଗେଇ ଦିଆଯାଉଛେ। ହେଲେ କେନ୍ଦ୍ରଟା ଆଏଜ୍‌ ବି ପୁରନାକାଲିଆ ଘରେ ଚାଲୁଛେ। କାଠ୍‌, ଖପରରେ ଛାଉନି ଥିବାର ଇ କେନ୍ଦ୍ରରର ଘରରଟା ଦିନୁ ଦିନ୍‌କେ ଦଦ୍‌ରା ହେଇ ଲାଗିଥିବାର କାଠ୍‌ ଯାକ ଲେଦ୍‌ନେଇ ଗଲାନ। ଯେନ୍‌ଟା ପ୍ରିସ୍କୁଲ ଛାତ୍ରୀଛାତ୍ରକଁର ଜୀବନ୍‌ ପରତି ବିପଦ ସୁରୁଷ୍‌ଟି କରୁଛେ। ଝରକା କବାଟ ବି ଭାଂଗି ଯାଇଛେ। ଫିମାସ ଇଠାନେ ଟୀକାକରନରୁ ମୂଲ କରି ସୁଆସ୍‌ତିଅ ସେବା କାଯ୍‌କରମ ମାନ ଚାଲୁଛେ। ଇ କାଯ୍‌କରମ ମାନକେ ଆସୁଥିବାର ଜନସାଧାରନ ବି ନାନା ସମସିଆର ସାମନା କରୁଛନ୍‌। ଏହେଦେ ବରଷା ମାସ ଚାଲିଥିଲାବେଲେ ଅଲପ୍‌ ବରଷାରେ ଦରୋ ଦରୋ ପାଏନ୍‌ ଗଲି ଘରଟା ଦହଲି ଛୁଟିଯାଉଛେ। ଫିମାସ କେନ୍ଦ୍ରର ଥିତି ବାବ୍‌ଦେ ଅଙ୍ଗନଓ୍ବାଡି କରମୀ ମାସିକ ପ୍ରଗତି ପତରରେ ଦରଶଉଛନ୍‌। ହେଲେ କେନ୍ଦ୍ରର ଲାଗି ନୂତନ ଘର ତିଆର କରବାର ଦିଗେ ପଦକ୍ଷେପ ନାଇଁ ନିଆଯିବାର। ଖାଲି ମରାମତିରେ କାମ୍‌ ଚଲାଯାଉଛେ। ଇ ଦିଗେ ବିଭାଗୀୟ ଉଚ କତୁରପକ୍ଷ ଦୁରୁଷ୍‌ଟି ଦେଇ ସମସିଆର ସମାଧାନ କରବାକେ ଗଁାବାସୀ ଦାବି କରିଛନ୍‌।


Enter your email to get our daily news in your inbox.

All Right Reserved By Dharitri.Com

କୁନି ଛାତ୍ର ନିର୍ମାଣ କଲେ ସାନିଟାଇଜ୍‌ ମେଶିନ

ଗୋପ,୨୫ା୭(ଡି.ଏନ୍‌.ଏ): କରୋନାକୁ ନେଇ ସାରା ଦେଶ ଔଷଧ ପ୍ରସ୍ତୁତ ଲାଗି ଉଦ୍ୟମ ଜାରି ରଖିଛନ୍ତି। ଏଭଳି ସମୟରେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ପୁରୀ ଜିଲା...

କନ୍ଧମାଳ ଜିଲାକୁ ୩ ଏନ୍‌ଏଚ୍‌ ସଂଯୋଗ ଦାବି

ବାଲିଗୁଡ଼ା,୧୫। ୪(ଡି.ଏନ.ଏ.): କନ୍ଧମାଳ ଜିଲାକୁ ଜାତୀୟ ରାଜପଥ ସହ ଯୋଡିବା ପାଇଁ ବାଲିଗୁଡ଼ା ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ...

ବଳଦେବଜୀଉଙ୍କ ମନ୍ଦିରରେ ପଶିଲେ ଶ୍ରଦ୍ଧାଳୁ

କେନ୍ଦ୍ରାପଡ଼ା ଅଫିସ,୧ା୧୧: କରୋନା ସଂକ୍ରମଣ ପାଇଁ କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରସ୍ଥ ଶ୍ରୀ ବଳଦେବଜୀଉଙ୍କ ମନ୍ଦିର ବନ୍ଦ ରହିଛି। ତେବେ ଶନିବାର ସନ୍ଧ୍ୟାରେ ନିୟମ ଉଲ୍ଲଂଘନ କରି...

ସାତକୋଶିଆକୁ ପର୍ଯ୍ୟଟକ ମନା

ଅନୁଗୋଳ ଅଫିସ,୧୭।୮: ଅନୁଗୋଳ ଜିଲାର ଅନୁଗୋଳ ଓ ଆଠମଲ୍ଲିକ ବ୍ଲକରେ ବନ୍ୟାଜଳ ପ୍ରବେଶ ଯୋଗୁ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ଟିକରପଡାବାସୀ ଜଳବନ୍ଦୀ ହୋଇ ରହିଛନ୍ତି।...

ଟାର୍ଗେଟରେ ମଦ ଦୋକାନ

ଭୁବନ, ୨୮।୫(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ରାଜପଥରେ ଲୁଟେରା ଗ୍ୟାଙ୍ଗ୍‌ ସକ୍ରିୟ ହୋଇଉଠିଥିବାବେଳେ ବାଇକ୍‌ ଆରୋହୀ ଛିନ୍‌ତାଇ ଗୋଷ୍ଠୀ...

ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ

ଆସିକା,୧୧ା୮(ଡ଼ି.ଏନ.ଏ.)- ଆସିକା ଏନଏସିରେ ଆମ ସହର ଆମ ଉନ୍ନତି ଯୋଜନାରେ ହୋଇଥିବା ବିଭିନ୍ନ ପ୍ରକଳ୍ପକୁ ରବିବାର ବିଧାୟିକା ମଞ୍ଜୁଳା ସ୍ବାଇଁ ଉଦଘାଟନ କରିଛନ୍ତି। ଓଡିଆ ସାହି...

ବିଦ୍ୟାଳୟ ଶ୍ରେଣୀଗୃହରୁ ଖସିଲା ଓରା

ଗୋପ,୧୮।୪(ଡି.ଏନ୍‌.ଏ.): ପୁରୀ ଜିଲାର ସର୍ବପୁରାତନ ବିଦ୍ୟାଳୟ ମଧ୍ୟରେ ରହିଛି ଗୋପର ନିଗମାନନ୍ଦ ସ୍ମାର୍ଟ ସ୍କୁଲ। ଏହି ପୁରାତନ ବିଦ୍ୟାଳୟରେ ସପ୍ତାହ ତଳେ ଏକ ଶ୍ରେଣୀଗୃହର ଆଜବେଷ୍ଟସରେ...

ବାଲେଶ୍ୱରରେ ପହଞ୍ଚିଲା ଶ୍ରମିକ ସ୍ପେଶାଲ ଟ୍ରେନ: ପଞ୍ଜୀକରଣ କରାଯାଇ ଶ୍ରମିକଙ୍କୁ ପଠାଯାଉଛି ନିଜ ଜିଲାକୁ

ବାଲେଶ୍ୱର ଅଫିସ, ୧୩।୫: ବାଲେଶ୍ୱର ରେଳ ଷ୍ଟେଶନରେ ବୁଧବାର ପୂର୍ବାହ୍ନରେ ଶ୍ରମିକ ସ୍ପେଶାଲ ଟ୍ରେନ ପହଞ୍ଚିଛି। ଥାନେଗଡ଼ରୁ ଆସିଥିବା ଏହି ଟ୍ରେନରେ ବାଲେଶ୍ୱର ଜିଲାରେ ୮୦୦ରୁ...

Advertisement
Archives

Model This Week