ଦକ୍ଷିଣ ଡାକୋଟାରେ ବିମାନ ଦୁର୍ଘଟଣା:୯ ମୃତ

ଓ୍ବାଶିଂଟନ,୧।୧୨: ଆମେରିକାର ଦକ୍ଷିଣ ଡାକୋଟାରେ ଶନିବାର ହୋଇଥିବା ଏକ ବିମାନ ଦୁର୍ଘଟଣାରେ ୯ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବାବଳେ ଅନ୍ୟ ୩ ଆହତ ହୋଇଛନ୍ତି। ଘନ କୁହୁଡି ଯୋଗୁ ଏହି ଦୁର୍ଘଟଣା ହୋଇଥିବା କୁହାଯାଉଛି। ପିଲାଟସ୍‌ ପିସି-୧୨ ବିମାନଟି ଉଡିବାର କିଛି ସମୟ ମଧ୍ୟରେ ଚାମ୍ବରଲେନ ବିମାନ ବନ୍ଦରର କିଛି ଦୂରରେ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ମୋଟ ୧୨ ଯାତ୍ରୀ ଥିଲେ। ଏବେ ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତାଲିବାନକୁ କଡ଼ା ଚେତାବନୀ ଦେଲା ଭାରତ

ନ୍ୟୁୟର୍କ,୧୦।୬: ଆଫଗାନିସ୍ତାନକୁ ତାଲିବାନ ଦଖଲ ପରେ ଭାରତ ପୁଣି ଥରେ ଉଦବେଗ ପ୍ରକାଶ କରିଛି ଏବଂ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ବୈଠକରେ ଏହି...

ଜାପାନ ତିଆରି କଲା ଏଆଇ ସୁଟକେସ

ଟୋକିଓ,୨୩।୨: ଜାପାନର କିଛି ଗବେଷକ ଏକ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ) ସୁଟକେସ ତିଆରି କରିଛନ୍ତି। ଏହା ଦେଖିପାରୁ ନ ଥିବା ବୟସ୍କ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବ...

କରୋନା ଆତଙ୍କରେ ଲୋକ ପିନ୍ଧୁଛନ୍ତି ପ୍ଲାଷ୍ଟିକ୍‌ ବ୍ୟାଗ୍‌: ଫଟୋ ଭାଇରାଲ

ବେଜିଂ,୩୦।୧: ଚାଇନାରେ ଦେଖାଦେଇଥିବା କରୋନା ଭୁତାଣୁ ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଛନ୍ତି। ବିମାନ, ଟ୍ରେନ୍‌ ଅବା ବସ୍‌ରେ ଯାତ୍ରା କରିବା ସମୟରେ ଯାତ୍ରୀ ସୁରକ୍ଷା...

କରୋନା ଭୂତାଣୁ ସଂକ୍ରମଣ ବି କରୁଛି ଲାଭାନ୍ବିତ: ପୃଥିବୀର ୩୦ଟି ଦେଶର ଶାସକଙ୍କ ପାଇଁ ଆଣିଦେଇଛି ନୂଆ ସୁଯୋଗ

ଓ୍ବାଶିଂଟନ,୧୩।୪: କରୋନା ସଂକ୍ରମଣ ଯୋଗୁ ସାରା ପୃଥିବୀରେ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ତେବେ କରୋନା...

ୟୁକ୍ରେନ୍‌ ସଙ୍କଟ: କ୍ୱିଭ୍‌ରୁ ଉଠିଲା କର୍ଫ୍ୟୁ

କ୍ୱିଭ୍‌,୨୮।୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସରକାର ରାଜଧାନୀ କ୍ୱିଭ୍‌ରୁ ସପ୍ତାହାନ୍ତ କର୍ଫ୍ୟୁ...

ଦିନକରେ ୨୦ ଲକ୍ଷ ୭୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତ ଚିହ୍ନଟ…

ଓ୍ବାଶିଂଟନ/ନୂଆଦିଲ୍ଲୀ, ୧୯।୧ : ଗୋଟିଏ ଦିନରେ ପୃଥିବୀରେ ୨୦ ଲକ୍ଷ ୭୧ ହଜାରରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଏହି ସମୟ ମଧ୍ୟରେ...

ପୁଣି ବାଲାଷ୍ଟିକ୍‌ ମିଶାଇଲ୍‌ ପରୀକ୍ଷଣ କଲା ଉତ୍ତର କୋରିଆ

ପ୍ୟୋଙ୍ଗୟଙ୍ଗ,୧୧।୧: ୨୦୨୨ର ପ୍ରଥମ ସପ୍ତାହରେ ପୁଣି ଥରେ ଉତ୍ତର କୋରିଆ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଜାପାନର ତଟରକ୍ଷୀଙ୍କ ଅନୁଯାୟୀ, ଏକଛତ୍ରବାଦୀ ଶାସକ କିମ...

ଏହି ଦେଶରେ ଶିଶୁ ଜନ୍ମ ହେବା ପରେ ପରିବାରଠାରୁ ଅଲଗା ରହେ ମା’

ଶିଶୁ ଜନ୍ମ ହେବା ପରିବାରରେ ଅତ୍ୟନ୍ତ ଖୁସିର ବିଷୟ। ମାତ୍ର ବିଭିନ୍ନ ସମ୍ପ୍ରଦାୟରେ ଏହି ବିଶେଷ ଉତ୍ସବ ପାଳନର ଭିନ୍ନ ନିୟମ ରହିଛି। ବିଶ୍ୱର ଅନେକ...

Advertisement
Archives

Model This Week