ତୁର୍କୀ ବିଶ୍ୱକପ୍‌ ହିରୋ ରେକବର କରୋନାରେ ସଂକ୍ରମିତ

ଆଙ୍କାରା,୨୯ା୩ (ଏଏଫ୍‌ପି-ବାର୍ସିଲୋନାର ପୂର୍ବତନ ଗୋଲକିପର ତଥା ତୁର୍କୀ ଜାତୀୟ ଦଳର ପୂର୍ବତନ ଖେଳାଳି ରଷ୍ଟୁ ରେକବର କରୋନା ଭାଇରସ୍‌ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରେକବର ୨୦୦୨ ଫୁଟବଲ୍‌ ବିଶ୍ୱକପ୍‌ରେ ଚମତ୍କାର ଗୋଲ କିପିଂ କରି ତୁର୍କୀକୁ ସେମିଫାଇନାଲ ପ୍ରବେଶରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ପ୍ଲେ-ଅଫ୍‌ ତୁର୍କୀ ସହଆୟୋଜକ ଦକ୍ଷିଣ କୋରିଆକୁ ୩-୨ ଗୋଲରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିଥିଲା। ଏହି ଗୋଲକିପରଙ୍କ ବର୍ତ୍ତମାନ ବୟସ ୪୬ ବର୍ଷ। ବିଶ୍ୱକପ୍‌ ପରେ ୨୦୦୩ରେ ସେ କିଛି ସମୟ ବାର୍ସିଲୋନାର ଗୋଲକିପର ଦାୟିତ୍ୱ ତୁଲାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାମ ମନ୍ଦିର କନଫରେନ୍ସ ହଲ୍ ସିଲ୍‌

ଭୁବନେଶ୍ୱର,୭।୪(ବ୍ୟୁରୋ): ଭୁବନେଶ୍ୱର ଜନପଥ ସ୍ଥିତ ରାମ ମନ୍ଦିର ପରିସରରେ ଥିବା କନଫରେନ୍ସ ହଲକୁ ବୁଧବାର ବିଏମ୍‌ସି ସିଲ୍‌ କରିଛି। କୋଭିଡ୍‌ କଟକଣା ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍‌...

କେନ୍‌ ଓ୍ବିଲିୟମସନଙ୍କୁ ଗ୍ରୀନ୍‌ ସିଗ୍‌ନାଲ

ଓ୍ବେଲିଂଟନ,୧।୧୧(ଏଏଫ୍‌ପି)- ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ବୋଲିଂ ଷ୍ଟାଇଲକୁ ଶୁକ୍ରବାର ଗ୍ରୀନ୍‌ ସିଗ୍‌ନାଲ ମିଳିଛି। ତାଙ୍କ ବୋଲିଂ ଶୈଳୀ ନେଇ ଗତ ଅଗଷ୍ଟରେ...

ଦିନିକିଆ ର଼୍ୟାଙ୍କିଙ୍ଗ୍‌ରେ ବଡ଼ ପରିବର୍ତ୍ତନ

ଦୁବାଇ,୨୧।୭: ଭାରତ-ଶ୍ରୀଲଙ୍କା ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ସହିତ ବାଂଲାଦେଶ-ଜିମ୍ବାଓ୍ବେ ଓ ଦକ୍ଷିଣ ଆଫ୍ରିକା-ଆୟର୍ଲାଣ୍ଡ ଦିନିକିଆ ସିରିଜ୍‌ ଶେଷ ହେବା ପରେ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍‌ରେ ଅଦଳବଦଳ ଦେଖିବାକୁ...

ମ୍ୟାଚ୍‌ ହାରିବା ପରେ ରାଗିଯାଇ ଗାଙ୍ଗୁଲିଙ୍କୁ ଏପରି କହିଥିଲେ ସଚିନ: ଶୋଇଥିବା ରୁମ୍‌ରେ ଭର୍ତ୍ତି କରିଦେଇଥିଲେ ପାଣି

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର ଶହେରୁ ଅଧିକ ମ୍ୟାଚ୍‌ ଏକାସଙ୍ଗେ ଖେଳିଛନ୍ତି। ଏଥିପାଇଁ ସଚିନଙ୍କ ସହ...

୩ ଦିନରେ ଲକ୍ଷାଧିକ ସଂକ୍ରମିତ

ନୂଆଦିଲ୍ଲୀ,୨୦ା୭(ପି.ଟି.): ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିଚାଲିଛି। ୩ ଦିନ ମଧ୍ୟରେ ଲକ୍ଷାଧିକ ଲୋକ ଏହି ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ୨୪ ଘଣ୍ଟା...

ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ: ୫୦ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦେବେ ବିସିସିଆଇ

ନୂଆଦିଲ୍ଲୀ,୨୧।୧(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଆଗାମୀ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ୫୦ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିମୟ ଭିତରକୁ ଛଡାଯିବ। ଚେନ୍ନାଇର ଚିପକ୍‌ ଓ...

ଦେହରେ ପିପିଇ କିଟ୍‌, ହାତ ପାଦ ଖୋଲା

କଟକ ଅଫିସ,୨୩ା୭: କଟକ ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି। ସଂକ୍ରମଣକୁ ରୋକିବା ଓ ଆକ୍ରାନ୍ତଙ୍କ ଚିହ୍ନଟ ପାଇଁ ବର୍ତ୍ତମାନ ସହରର ପୁରୁଣା ରାଉସପାଟଣା, ପ୍ରତାପନଗରୀ,...

ରାଜ୍ୟରେ ବେଲଗାମ କରୋନା: ୩୦ ଜିଲାରୁ ଆଜି ଚିହ୍ନଟ ହେଲେ ଆଉ ୨,୯୯୩ ଆକ୍ରାନ୍ତ; ଜାଣନ୍ତୁ..

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଓଡ଼ିଶାରେ ବେଲଗାମ ହୋଇପଡ଼ିଛି କରୋନା। ରବିବାର ରାଜ୍ୟରେ ୨,୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧,୮୭୯ କ୍ୱାରାଣ୍ଟାଇନ୍‌ର ଥିବା ବେଳେ ୧,୧୧୪ ଲୋକାଲ...

Advertisement
Ten Cric Info


Archives

Model This Week