ତାଲିବାନ୍‌ ସହିତ ହେବନି ଗୁପ୍ତ ବୈଠକ, ଶାନ୍ତି ଆଲୋଚନା ରଦ୍ଦ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୮।୯: ତାଲିବାନ୍‌ ସହିତ ଗୁପ୍ତ ବୈଠକ କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ ମନା କରିଛନ୍ତିି। ଏହା ସହିତ ଶାନ୍ତି ଆଲୋଚନାକୁ ମଧ୍ୟ ରଦ୍ଦ କରାଯାଇଛି ବୋଲି ଟ୍ରମ୍ପ୍‌ ଘୋଷଣା କରିଛନ୍ତି। କାବୁଲ୍‌ରେ ହୋଇଥିବା ତାଲିବାନ୍‌ ଆକ୍ରମଣରେ ଜଣେ ଆମେରିକା ସୈନ୍ୟଙ୍କ ସହିତ ୧୧ ଜଣଙ୍କ ମୃତ୍ୟୁ ଘଟିବାରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଟ୍ରମ୍ପ୍‌ କହିଛନ୍ତି। ରବିବାର ଏନେଇ ଆଫଗାନିସ୍ତାନ ରାଷ୍ଟ୍ରପତି ଅଶରଫ୍‌ ଗନି ଗୁପ୍ତରେ ଟ୍ରମ୍ପ୍‌ଙ୍କୁ ଭେଟି ଆଲୋଚନା କରିଥାନ୍ତେ। ଗନିଙ୍କ ସହିତ ୧୩ ଜଣିଆ ପ୍ରତିନିଧି ମଣ୍ଡଳ ଆମେରିକା ଆସିବାର ଯୋଜନା ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତରଞ୍ଜିତ ହେଲା ସାକ୍ରମେଣ୍ଟୋ ସହର

ସାନ ଫ୍ରାନସିସ୍କୋ,୩।୪: କାଲିଫର୍ନିଆର ସାକ୍ରାମେଣ୍ଟୋ ସହରରେ ରବିବାର ସକାଳେ ଘଟିଥିବା ଗୁଳିକାଣ୍ଡରେ ୬ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୯ ଜଣ ଏହି ଘଟଣାରେ ଆହତ...

ତାଲିବାନ ପାଖରେ ଚାଇନା ତିଆରି ଆଧୁନିକ ଅସ୍ତ୍ରଶସ୍ତ୍ର…

ଇସଲାମାବାଦ/ଓ୍ବାଶିଂଟନ,୨୩।୧ : ତାଲିବାନକୁ ଚାଇନା ଆଧୁନିକ ଅସ୍ତ୍ରଶସ୍ତ୍ର ଯୋଗାଉଛି। ଜାମେଷ୍ଟାଉନ ଫାଉଣ୍ଡେଶନ ଦ୍ୱାରା ପ୍ରକାଶିତ ଲେଖକ ଜାଫର ଇକବାଲ ୟୁସୁଫଜାଇଙ୍କ ପୁସ୍ତକ ‘ଦ ଟ୍ରବୁଲ ଟ୍ରାଙ୍ଗେଲ:ୟୁଏସ୍‌-ପାକିସ୍ତାନ...

ଆଇଇଡି ବିସ୍ଫୋରଣ: ଗଣମାଧ୍ୟମ ପ୍ରତିନିଧି ମୃତ

କାବୁଲ,୭।୧୧: ଆଫଗାନିସ୍ତାନର କାବୁଲରେ ଶନିବାର ସକାଳ ୭ଟା ୩୦ରେ ଏକ ଆଇଇଡି ବିସ୍ଫୋରଣରେ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଅନ୍ୟ ୨...

ନିପ୍ରୋର ଭଙ୍ଗା କୋଠାତଳୁ ୪୦ ମୃତଦେହ ଉଦ୍ଧାର, ୪୬ ଲୋକ ଏବେବି ନିଖୋଜ, ରୁଷିଆ କହିଲା କରିନାହିଁ ଆକ୍ରମଣ

ମସ୍କୋ/ବର୍ଲିନ,୧୭ ।୧: ୟୁକ୍ରେନ ସହର ନିପ୍ରୋରେ ଥିବା ଘରୋଇ କୋଠା ଉପରେ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ରୁଷିଆ ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନର ପ୍ରବକ୍ତା ଦିମିତ୍ରି...

ଆବଶ୍ୟକ ପଡ଼ିଲେ ଇମ୍ରାନଙ୍କୁ ଆମ୍ବୁଲାନ୍ସରେ ହାଜର କରାଅ: ଲାହୋର କୋର୍ଟ…

ଇସଲାମାବାଦ,୧୬।୨ : ଲାହୋର ହାଇକୋର୍ଟ (ଏଲଏଚସି) ନିର୍ଦ୍ଦେଶ ଦେଇଛନ୍ତି ଯେ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନ ଆହତ ହୋଇଥିଳେ ବି ତାଙ୍କୁ ଆମ୍ବୁଲାନ୍ସରେ...

ଦୁର୍ନୀତି ଗ୍ରସ୍ତ ନେତାଙ୍କ ତାଲିକାରେ ପୂର୍ବତନ ରାଷ୍ଟ୍ରପତି ଆଶରଫ୍‌ ଘନି…

ଓ୍ବାଶିଂଟନ, ୨୯।୧୨: ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ୍‌ ଘନି ପୃଥିବୀର ଦୁର୍ନୀତି ଗ୍ରସ୍ତ ନେତାଙ୍କ ତାଲିକାରେ ସ୍ଥାନ ପାଇଛନ୍ତି। ସଂଗଠିତ ଅପରାଧ ଏବଂ ଦୁର୍ନୀତି ରିପୋର୍ଟିଂ...

୧୧୯ ବର୍ଷରେ ପ୍ରାଣ ହରାଇଲେ ବିଶ୍ୱର ସବୁଠାରୁ ବୟସ୍କା

ଟୋକିଓ,୨୫।୪: ବିଶ୍ୱର ସବୁଠାରୁ ବୟସ୍କା ମହିଳା କାନେ ତାନାକା ୧୧୯ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି। ୧୯୦୩ ଜାନୁୟାରୀ ୨ରେ ଜାପାନର ଦକ୍ଷିଣ-ପଶ୍ଚିମ ଫୁକୁଓକା ଅଞ୍ଚଳରେ...

ୟୁକ୍ରେନ୍‌ ଯୁଦ୍ଧ ବର୍ଷ ବର୍ଷ ଚାଲିପାରେ

କିଭ୍‌,୨୦।୬: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ନିକଟ ଭବିଷ୍ୟତରେ ଶେଷ ହେବାର ସମ୍ଭାବନା ନାହିଁ। ଏହା ବର୍ଷ ବର୍ଷ ଧରି ଚାଲିପାରେ ବୋଲି ନାଟୋ ମହାସଚିବ ଜେନ୍ସ ଷ୍ଟୋଲେନ୍‌ବର୍ଗ...

Advertisement
Archives

Model This Week