Posted inଫୁରସତ

ଡିଜାଷ୍ଟର କାଫେ: ଖାଇଲାବେଳେ ଭୂମିକମ୍ପର ଅନୁଭୂତି

ଖାଇଲାବେଳେ ଭୂମିକମ୍ପର ଅନୁଭୂତି ନେବା ପାଇଁ ଚାହାନ୍ତି କି? ତେବେ ଏହି କାଫେ ହେଉଛି ଆପଣଙ୍କ ପାଇଁ ଉପଯୁକ୍ତ ସ୍ଥାନ। ସ୍ପେନ୍‌ର ଗିରୋନାଠାରେ ଥିବା ‘ଡିଜାଷ୍ଟର କାଫେ’ ଏହାର ଗ୍ରାହକମାନଙ୍କୁ ଦେଇଥାଏ ଏକ ନିଆରା ଅନୁଭୂତି । ଗୁମ୍ଫା ଆକୃତିର ହୋଇଥିବା ଏହି କାଫେରେ ଦର୍ଶକମାନେ ନିଜ ମନପସନ୍ଦର ଖାଇବା ଅର୍ଡର କରିବା ସହ ଖାଇଲାବେଳେ ୭.୮ ମାଗ୍ନିଚ୍ୟୁଡ ତୀବ୍ରତାର ଭୂମିକମ୍ପ ଝଟକା ମଧ୍ୟ ଅନୁଭବ କରିପାରିବେ। ଏଠାକାର ଓ୍ବେଟରମାନେ କନ୍‌ଷ୍ଟ୍ରକ୍ସନ୍‌ ସୁଟ୍‌ ସହ ହେଲମେଟ୍‌ ପିନ୍ଧିଥାନ୍ତି । ଏଠାରେ ଗ୍ରାହକମାନଙ୍କୁ ଓଜନିଆ ପ୍ଲେଟ ଆଦିରେ ଖାଦ୍ୟ ପରଷା ଯାଇଥାଏ, ଫଳରେ ଭୂମିକମ୍ପ ବେଳେ ଖାଦ୍ୟ ପଦାର୍ଥ ତଳେ ପଡିଯିବାର ଭୟ ନ ଥାଏ। କୃତ୍ରିମ ଉପାୟରେ ଭୂମିକମ୍ପ ସୃଷ୍ଟି କରାଯାଉଥିବା ଏହି କାଫେରେ ନିଆରା ଅନୁଭୂତି ନେବା ପାଇଁ ପ୍ରତ୍ୟେକ ଦିନ ଏଠାରେ ଗ୍ରାହକଙ୍କ ଭିଡ ଜମେ ।


Enter your email to get our daily news in your inbox.

All Right Reserved By Dharitri.Com

ଚିନ୍ମୟ ଚିନ୍ତନ: ଟୁଉକୁ ମୂଷିଲୋ ଟୁଉକୁ ମୂଷି..

‘ଟୁଉକୁ ମୂଷିଲୋ ଟୁଉକୁ ମୂଷି ଧାନ ଭରଣକ ଖାଉଥା ବସି ତୁ ଥା ମୁଁ ଯାଉଛି ରୁଷି’ ଦୁଇ ତିନି ବର୍ଷ ବୟସର ଶିଶୁ। ଲମ୍ବା...

କେରଳରେ ଅନ୍‌ଲାଇନ୍‌ରେ ମିଳିବ କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ, ଦାମ୍‌ କେତେ ଜାଣନ୍ତି…

କେରଳର ଜେଲ୍‌ରେ ସଜା କାଟୁଥିବା କଏଦୀମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟ ଏବେ ଅନ୍‌ଲାଇନ୍‌ରେ ମିଳିବ। ତ୍ରିଶୂରସ୍ଥିତ ବୈୟୁର ସେଣ୍ଟ୍ରାଲ ଜେଲ୍‌ର କଏଦୀମାନଙ୍କୁ ସ୍ବରୋଜଗାର ପାଇଁ ଖାଦ୍ୟ...

ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଭିଡ଼ିଓ ଦେଖି ସୃଷ୍ଟି କରିପାରିଛନ୍ତି ନିଆରା ପରିଚୟ

ୟୁଟ୍ୟୁବରୁ ଠେକୁଆ ପାଳନ ସମ୍ପର୍କରେ ଏକ ଭିଡ଼ିଓ ଦେଖିବାକୁ ପାଇ ଏବେ ସେ ଜଣେ ସଫଳ ଠେକୁଆ ପାଳକ ଭାବେ ଭଲ ରୋଜଗାର କରିବା ସହିତ...

ବିକାଶର ଜୟଯାତ୍ରା

ବର୍ଷଯାକ ଜାକିଜୁକି ବସି ଘୁମାଉଥିବା ଲୁଗା କି ଗହଣା ଦୋକାନୀ ଯେମିତି ରଜ, ସାବିତ୍ରୀ, ଦୀପାବଳି, ବାହା ତିଥି ପୂର୍ବରୁ ଝାଡ଼ିଝୁଡ଼ି ହୋଇଉଠନ୍ତି- ଇନ୍‌କମ୍‌ଟ୍ୟାକ୍ସ, ସିବିଆଇ,...

ନାସାର ଚେତାବନୀ: ୩ ଦିନ ପରେ ପୃଥିବୀ ସହ ମାଡ଼ ହେବ ବିଶାଳକାୟ ଗ୍ରହ, ୧୦ ମହଲାଠାରୁ ବି ବଡ଼

ଓ୍ବାଶିଂଟନ,୧୧ା୩: ଅନେକ ଥର ଏମିତି ଖବର ସାମ୍ନାକୁ ଆସିଥାଏ, ଯେଉଁଥିରେ ସୃଷ୍ଟି ଧ୍ୱଂସ ହେବାର  ସମ୍ଭାବନା ପ୍ରକାଶ ପାଇଥାଏ। କୁହାଯାଏ, ବିଶ୍ୱ ଏପରି ଦିନେ ନା...

ଓଡ଼ିଆ ସାମ୍ବାଦିକତା ଦିବସ

୧୮୬୬ ମସିହା ଅଗଷ୍ଟ ୪ । ସେଦିନ ଥିଲା ଓଡ଼ିଆ ସାମ୍ବାଦିକତା ପାଇଁ ଗୌରବର ଦିନ। ଓଡ଼ିଶାର ପ୍ରଥମ ଓଡ଼ିଆ ଖବର କାଗଜ ଭାବେ ‘ଉତ୍କଳ...

ଛୋଟ ବଡି ବିଲ୍ଡର

ବଡି ବିଲ୍ଡରଙ୍କ କଥା ଉଠିଲେ ବଳିଷ୍ଠ ମାଂସପେଶୀ ଥିବା ଜଣେ ଡେଙ୍ଗା ବ୍ୟକ୍ତିଙ୍କ ଚେହେରା ଆପେ ମନକୁ ଆସିଯାଏ। ହେଲେ ଜଣେ କମ୍‌ ଉଚ୍ଚତା ବିଶିଷ୍ଟ...

ରାତାରାତି ବଢ଼ିଗଲା ଫ୍ରିଜ୍‌ରେ ଥିବା ଲାଉର ଆକାର, କାରଣ ଜାଣନ୍ତୁ

ବଜାରରୁ କିଣି ଆଣିଥିବା କିଛି ପନିପରିବା ଆକାର ଯଦି ରାତାରାତି ପରିବର୍ତ୍ତନ ହୋଇଯାଏ ତେବେ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗିବ। ଏହା ଭୂତ-ପ୍ରେତଙ୍କ କାମ ବୋଲି ମନରେ...

Advertisement
Archives

Model This Week