ଡାଇବେଟିସ୍‌ ରୋଗୀଙ୍କ ପାଇଁ ଉପକାରୀ ମୂଳା

ବାଡିବଗିଚାରେ ଅତିସହଜରେ ମିଳୁଥିବା ମୂଳାରେ ଭରପୂର ଔଷଧୀୟ ଗୁଣ ରହିଛି। ରକ୍ତଚାପଠାରୁ ଆରମ୍ଭ କରି ଡାଇବେଟିସ ପର୍ଯ୍ୟନ୍ତ ରୋଗର ମହୋଷଧୀ ଏହି ମୂଳାରେ ହିଁ ରହିଛି। ମୂଳାରେ ଫାଇଟୋକେମିକାଲସ ଓ ଏନ୍ଥୋକ୍ୟାନିସ ନାମକ ତତ୍ତ୍ୱ ରହିଥାଏ ଯାହା କ୍ୟାନ୍ସର ଭଳି ମାରାତ୍ମକ ରୋଗରୁ ମୁକ୍ତି ଦେଇଥାଏ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଯଦି ଜଣେ ଡାଇବେଟିସ ରୋଗୀ ଖାଦ୍ୟରେ ନିୟମିତ ମୂଳା ସାମିଲ କରନ୍ତି ତେବେ ସବୁ ରକ୍ତଶର୍କରା ପରିମାଣ ନିୟନ୍ତ୍ରଣରେ ରହେ। ଏହାସହ ସ୍ମରଣ ଶକ୍ତି ବଢାଇବାରେ ମୂଳା ଖୁବ ସହାୟକ ହୋଇଥାଏ। ଏଥିରେ ଭିଟାମିନ ସି ଥାଏ ଯାହା ଦାନ୍ତକୁ ମଜଭୁତ କରେ। ମୂଳା ଖାଇବା ଦ୍ୱାରା କେଶ ଝଡିବା ମଧ୍ୟ ବନ୍ଦ ହୋଇଯାଏ। ଏହାବ୍ୟତୀତ ମଧୁମେୟ ରୋଗୀଙ୍କ ପାଇଁ ମୂଳା ଖୁବ ଲାଭଦାୟକ ହୋଇଥାଏ। ପ୍ରତ୍ୟେକ ଦିନ ସକାଳୁ ଗୋଟେ ମୂଳା ଖାଇବା ଦ୍ୱାରା ଜଣ୍ଡିସ ଦୂର ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକଙ୍କ ଚେତାବନୀ, ଘର ବାହାରେ ପଢିବେ ହନୁମାନ ଚାଳିଶା

ମୁମ୍ବାଇ,୨୧ ।୪: ମହାରାଷ୍ଟ୍ରର ନିର୍ଦ୍ଦଳୀୟ ବିଧାୟକ ରବି ରାଣା ବୁଧବାର କହିଛନ୍ତି ସେ ୨୩ ଏପ୍ରିଲରେ ମୁମ୍ବାଇ ଆସିବେ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ...

ସିକ୍ୟୁରିଟି ଗାର୍ଡ ଭାବେ କରୁଥିଲେ କାମ: ଏବେ ଚା’ ଷ୍ଟାଟ୍‌ଅପ୍‌ କରି ମାସକୁ ୨ ଲକ୍ଷ କମାଉଛନ୍ତି ଏହି ଯୁବକ

ପୁଣେ: ଚା’ ଷ୍ଟାଟ୍‌ଅପ୍‌ରୁ ଲକ୍ଷପତି। ଏଭଳି କିଛି କାରନାମା କରିଦେଖାଇଛନ୍ତି ମହାରାଷ୍ଟ୍ରର ପୁଣେରେ ରହୁଥିବା ରେଭେନ୍‌ ସିନ୍ଦେ। ୨୦୧୯ରେ ସେ ଷ୍ଟାଟ୍‌ଅପ୍‌ ଆରମ୍ଭ କରିଥିବା ବେଳେ...

ୟେଦୁରପ୍ପା ଦେଲେ ଇସ୍ତଫା…

ବେଙ୍ଗାଲୁରୁ,୨୬।୭: କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା ଇସ୍ତଫା ଦେଇଛନ୍ତି। ସୋମବାର ରାଜ୍ୟରେ ଭାଜପା ସରକାର ୨ ବର୍ଷ ପୂରଣ କରିଥିବାବେଳେ ୟେଦୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା...

ରାହୁଲଙ୍କୁ ଟାର୍ଗେଟ କଲେ ରାଜନାଥ: ଶସ୍ତ୍ରରେ ଓଁ ନ ଲେଖି କ’ଣ ଲେଖିଥାନ୍ତି?

ନୂଆଦିଲ୍ଲୀ, ୧୭।୧୦:ରାଫାଲ ବିମାନ ପୂଜାକୁ ନେଇ ଉଠିଥିବା ବିବାଦ ଉପରେ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ।...

୨ ଟଙ୍କା ପାଇଁ ହତ୍ୟା

ସୁଭରନାରାଜୁ,୧୧ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ୨ ଟଙ୍କା ପାଇଁ ବଚସାରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। କାକିନାଡା ବ୍ଲକ୍‌ ବଲସାପକଲା ଗ୍ରାମର ନିର୍ମାଣ ଶ୍ରମିକ...

ଖାକି ପୋଷାକରେ ରିଭଲଭର ଲଗାଇବା ମହିଳା କନଷ୍ଟେବଳଙ୍କୁ ପଡ଼ିଲା ମହଙ୍ଗା

ଉତ୍ତରପ୍ରଦେଶର ଆଗ୍ରାରେ ଖାକି ପୋଷାକ ପିନ୍ଧି ମହିଳା କନଷ୍ଟେବଳ ଛାତିରେ ରିଭଲଭର ଲଗାଇ ଅଭିନୟ କରିବା ତାଙ୍କୁ ମହଙ୍ଗା ପଡ଼ିଛି। ଏହି ପୋଜ୍‌ରେ ସେ ଏକ...

କରୋନା ଟିକା ପାଇଁ ପଠାଯାଉଥିବା ଲିଙ୍କ୍‌-ଓଟିପିକୁ ସାବଧାନ: ବ୍ୟାଙ୍କ ଖାତା ନିମିଷକେ ହୋଇଯିବ ଖାଲି

ନୂଆଦିଲ୍ଲୀ,୩।୧: ଭାରତରେ କରୋନା ଟିକା ଦିଆଯିବା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ସରକାର ସୁରକ୍ଷିତ ଭାବେ ସାର୍ବଜନୀକ ଟିକାକରଣ କାର୍ଯ୍ୟକୁ ଯୋଜନାବଦ୍ଧ ଭାବେ କରିବାକୁ...

ସୀମା ବିବାଦରେ ବଳିପଡ଼ିଲେ ୬ ପୋଲିସ

ନୂଆଦିଲ୍ଲୀ, ୨୬।୭: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହା ଶିଲଂଠାରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବାର ୨ଦିନ ପରେ ବିବାଦୀୟ ଆସାମ-ମିଜୋରାମ ସୀମାରେ ସୋମବାର...

Advertisement
Archives

Model This Week