ଡାଇବେଟିସ୍‌ ଓ ରୋଟାଭାଇରସ ଇନ୍‌ଫେକ୍‌ଶନ

ନିକଟରେ ଅଷ୍ଟ୍ରେଲିଆସ୍ଥିତ ମେଲ୍‌ବୋର୍ନ ୟୁନିଭର୍ସିଟିର ବିଶେଷଜ୍ଞଙ୍କ ଦ୍ୱାରା ହୋଇଥିବା ସର୍ଭେରୁ ଜଣାପଡ଼ିଛି ଯେ, ରୋଟାଭାଇରସ ଇନ୍‌ଫେକ୍‌ଶନ ମଧ୍ୟ ଟାଇପ-୧ ଡାଇବେଟିସ୍‌ ପାଇଁ ଦାୟୀ। ଏପରି ଇନ୍‌ଫେକ୍‌ଶନକୁ କମାଇବା ପାଇଁ ଟିକାକରଣ ବ୍ୟବସ୍ଥା ରହିବା ଦ୍ୱାରା ଏପରି ଆଶଙ୍କା କେତେକାଂଶରେ କମ୍‌ ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ସେମାନେ କେତେଜଣ ଟାଇପ୍‌-୧ ଡାଇବେଟିସ୍‌ ରୋଗୀଙ୍କ ଉପରେ ତର୍ଜମା କରିବା ସମୟରେ ଏପରି ତଥ୍ୟ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୪ଟି ଜିନିଷରେ ଖର୍ଚ୍ଚ କଲେ ବଢ଼େ ଧନ: ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ…

ଆଚାର୍ଯ୍ୟ ଚାଣକ୍ୟ ନିଜର ‘ଚାଣକ୍ୟ ନୀତି’ରେ ଜୀବନର ବିଭିନ୍ନ ସ୍ଥିତିକୁ ନେଇ ନୂଆ ବିଚାରଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। କୁହାଯାଏ ଜୀବନ ସହ ଜଡ଼ିତ ସମସ୍ତ...

ଏସବୁ ପ୍ରତି ଧ୍ୟାନ ଦେଲେ ଘରେ ବଢ଼ିବ ଧନ

ବାସ୍ତୁଶାସ୍ତ୍ରୀଙ୍କ ଅନୁଯାୟୀ, ଘରେ ରଖାଯାଇଥିବା ସମସ୍ତ ଜିନିଷ ବ୍ୟକ୍ତିଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ। ଯଦି ବାସ୍ତୁ ଅନୁଯାୟୀ ଘରେ ଥିବା ଜିନିଷଗୁଡ଼ିକ ସନ୍ତୁଳିତ ହୁଏ,...

 ରୋଗପ୍ରତିରୋଧକ କ୍ଷମତା ବୃଦ୍ଧି କରେ ତୁଳସୀ ଚେର

ଆୟୁର୍ବେଦ ଏବଂ ଚୀନ୍‌ ଔଷଧୀୟ ବିଜ୍ଞାନରେ ତୁଳସୀ ଚେରକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମହୌଷଧି ଭାବେ ବିବେଚନା କରାଯାଇଛି। ଅଧିକାଂଶ ଲୋକେ ତୁଳସୀ ପତ୍ରର ଫାଇଦା ସମ୍ପର୍କରେ...

ସୋସିଆଲ ମିଡିଆରେ ଆପଣଙ୍କ ସାଥୀ ଏହି ୫ କାମ କରୁଥିଲେ ହୋଇଯାଆନ୍ତୁ ସତର୍କ, ଘଟିପାରେ ଏଭଳି କିଛି..

ମହାମାରୀ କରୋନା ଯୋଗୁ ଲୋକମାନେ ଅଧିକରୁ ଅଧିକ ସମୟ ଘରେ ଅତିବାହିତ କରୁଛନ୍ତି। ଏପରି ପରିସ୍ଥିତିରେ ସମୟ ବିତାଇବା ପାଇଁ ଇଣ୍ଟରନେଟ୍‌ ବରଦାନ ପାଲଟିଛି। ତେବେ,...

ସାଂସାରିକ ଉତ୍ତାପରେ ଜଳୁଥିବା ବ୍ୟକ୍ତିଙ୍କୁ ଶାନ୍ତି ଦିଏ ଏସବୁ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ସୁଖମୟ ଜୀବନଯାପନ ପାଇଁ ଅନେକ ନୀତି ଉଲ୍ଲେଖ କରିଛନ୍ତି। ଯାହା ସାହାଯ୍ୟରେ ଜଣେ ବ୍ୟକ୍ତି ତାଙ୍କ ଜୀବନର ସମସ୍ତ ଦୁଃଖ...

ଗ୍ରୁମିଂ କିଟ

ନିଜକୁ ସବୁବେଳେ ଗ୍ରୁମିଂ ରଖିବା ଫଳରେ ମହିଳାମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ତେଣୁ ବାହାରକୁ ଯିବାବେଳେ ନିଜ ପାଖରେ ସବୁବେଳେ ରଖନ୍ତୁ ଗ୍ରୁମିଂ କିଟ୍‌। ତେବେ...

ପ୍ରତ୍ୟେକ ବ୍ୟକ୍ତିଙ୍କ ଅଛନ୍ତି ୫ ଜଣ ମା’: ଜାଣନ୍ତୁ ଏପରି କାହିଁକି କହିଲେ ଚାଣକ୍ୟ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଜଣେ ବ୍ୟକ୍ତିଙ୍କର ୫ ପିତା ଥିବା ଉଲ୍ଲେଖ କରିଥିବା ବେଳେ ୫ ଜଣ ମାତାଙ୍କ ବିଷୟରେ ମଧ୍ୟ କହିଛନ୍ତି। ତେବେ...

ଧନିଆ ପତ୍ରରେ ରହିଛି ବହୁ ଉପକାରୀ ଗୁଣ : ଏ ସବୁ ରୋଗରୁ ଦିଏ ମୁକ୍ତି

ଧନିଆ ପତ୍ର କେବଳ ତରକାରିର ସ୍ବାଦ ବଢ଼ାଇଥାଏ ତାହା ନୁହେଁ, ଏଥିରେ ପୋଷକତତ୍ତ୍ୱ, ପୋଟାସିୟମ, କ୍ୟାଲ୍‌ସିୟମ, ଭିଟାମିନ୍‌ ଓ ମାଙ୍ଗାନିଜ ଭରପୂର ମାତ୍ରାରେ ରହିଥାଏ। ଯାହା...

Advertisement


Archives

Model This Week