ଠାକୁରମୁଣ୍ଡା ବଜାର ହେଲା ବିଶୋଧନ

ଠାକୁରମୁଣ୍ଡା,୮ା୩ (ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ବଜାର ଅଞ୍ଚଳକୁ ବିଶୋଧନ କରାଯାଇଛି। କରୋନା ସଂକ୍ରମଣକୁ ରୋକିବାଲାଗି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍‌ ଡାଉନ କରାଯାଇଥିବାରୁ ଲୋକେ ଘରୁ ବାହାରକୁ ବାହାରୁ ନାହାନ୍ତି। ପ୍ରତ୍ୟେହ କିଛି ଲୋକ ବଜାରକୁ ପନିପରିବା, ତେଜରାତି ସାମଗ୍ରୀ, ଔଷଧ ଓ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସୁଛନ୍ତି। ଏହି ଦୃଷ୍ଟିରୁ ବଜାର ଅଞ୍ଚଳରେ କରୋନା ସଂକ୍ରମଣର ଆଶଙ୍କା ଅଧିକ ରହୁଛି। ଠାକୁରମୁଣ୍ଡା ତହସିଲଦାର ଏବଂ ବିଡ଼ିଓଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ ଅଗ୍ନିଶମ ବିଭାଗ ପକ୍ଷରୁ ମଙ୍ଗଳବାର ଠାକୁରମୁଣ୍ଡା ବଜାର, ରାସ୍ତା,ସ୍ବାସ୍ଥ୍ୟ କେନ୍ଦ୍ର,ବ୍ୟାଙ୍କ,ତହସିଲ ଓ ବ୍ଲକ ପରିସରକୁ ବ୍ଲିଚିଂ ସହିତ ବିଶୋଧନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିର୍ଦ୍ଧାପାଲି ଗାଁରେ କଙ୍ଗାରୁ କୋର୍ଟ

ବଲାଙ୍ଗୀର ଅଫିସ,୩୦ା୧୨:ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମିର୍ଦ୍ଧାପାଲି ଗଁାରେ ବୁଧବାର ରାତିରେ କଙ୍ଗାରୁ କୋର୍ଟ ବସି ଏହି ଗଁାର ସରୋଜ ରାଉତଙ୍କ ପରିବାରକୁ ନିଅଁା, ପାଣି...

ଚିକିଛା ଅଭାବୁ ମୁରତୁ ସଂଗେ ଯୁଝୁଛନ୍‌ ହରିଦାସ

କଣ୍ଟାବାଞ୍ଜି, ୨୦ା୧୦(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ଫରେଷ୍ଟ ରେଞ୍ଜରେ ହରିଦାସ ଭୁଏ ପାରା ପ୍ରୋଟେକ୍ସନ ଫୋର୍ସରେ ୨୦୦୨ ସାଲୁ ଚାକରି କରୁଥିଲେ। ତାକର ଜମିବାଡି ବଲି...

ସକାଳ ୬ ରୁ ଦିନ୧ଟା ପର୍ଯ୍ୟନ୍ତ ଖୋଲିବ ପରିବା ଓ ଗ୍ରୋସରୀ ଦୋକାନ: ବାଇକ୍ ଓ ଚାରିଚକିଆ ଗାଡ଼ି ଉପରେ ରୋକ

ଭଦ୍ରକ ଅଫିସ,୭।୪ – ଏଣିକି ହାଟ, ପରିବା ମାର୍କେଟ୍ ଓ ଗ୍ରୋସେରୀ ଦୋକାନକୁ ଲୋକେ ଚାଲି ଚାଲି ଯିବେ । ବାଇକ୍ ଓ ଚାରିଚକିଆ ଧରି...

ତୈଳ ନିଗମ ପାଇପ ଲାଇନ କାମ ଆରମ୍ଭ

କୁଜଙ୍ଗ,୧୩ା୧ (ଡି.ଏନ.ଏ.):  ବିରୋଧ ଯୋଗୁ ଦୀର୍ଘ ୮ମାସ ହେଲା ଅଧାରେ ଅଟକି ଥିବା ପାରାଦୀପ-ହାଇଦ୍ରାବାଦ ପାଇପ ଲାଇନ କାର୍ଯ୍ୟ ବୁଧବାର ପୁଣି ଆରମ୍ଭ ହୋଇଛି। ଭାରତୀୟ...

ରୁଟ୍‌ ବଦଳାଇ ପଶିଲା ପ୍ରବାସୀ ବସ୍‌, ଟିକ୍ରାପଡାରେ ଭୟର ବାତାବରଣ

ବଲାଙ୍ଗୀର ଅଫିସ, ୧୫ା୫- ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରୁ ଆସିଥିବା ଦୁଇଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଗୁରୁବାର ବଲାଙ୍ଗୀର ରେଳଷ୍ଟେଶନ୍‌ରେ ପହଞ୍ଚଥିଲା। ସେଠାରୁ ବସ୍‌ ଯୋଗେ ବଲାଙ୍ଗୀର...

ବିବାହ ପ୍ରତିଶ୍ରୁତି ଦେଇ ମହିଳା ଡାକ୍ତରଙ୍କୁ ପ୍ରତାରଣା

ଦାରିଙ୍ଗବାଡ଼ି, ୨୩।୧୦(ଡି.ଏନ୍‌.ଏ.)- ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ କାର୍ଯ୍ୟରତ ଜଣେ ମହିଳା ଡାକ୍ତରଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଜଣେ ବିପିଏମ୍‌ ପ୍ରତାରଣା କରିଥିବା ଅଭିଯୋଗ ହୋଇଛି। ମହିଳା...

ସତ୍ୟପାଠ ଦାଖଲ କଲା ରାଜ୍ୟ ପରିବହନ ବିଭାଗ

କଟକ ଅଫିସ,୧ା୧୧:ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ମାମଲାରେ ସୋମବାର ରାଜ୍ୟ ପରିବହନ ବିଭାଗ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ବିଭିନ୍ନ କାରଣରୁ ହାଇସିକ୍ୟୁରିଟି ନମ୍ବର ପ୍ଲେଟ...

ବଳାତ୍କାର ଉଦ୍ୟମ କରି ବନ୍ଧା ହେଲେ ଯୁବକ

କୋକସରା,୧୮।୮(ଡି.ଏନ୍‌.ଏ.): ଜଣେ ମହିଳାଙ୍କୁ ବଳାତ୍କାର ଉଦ୍ୟମ ଅଭିଯୋଗରେ କଳାହାଣ୍ଡି ଜିଲା କୋକସରା ପୋଲିସ ଜୟନ୍ତପୁର ପଞ୍ଚାୟତ ଅଞ୍ଚଳର ଜଣେ ଯୁବକଙ୍କୁ ଗୁରୁବାର ଗିରଫ କରି କୋର୍ଟ...

Advertisement
Archives

Model This Week