ଟ୍ରାଫିକ୍‌ ନିୟମ ଭଙ୍ଗକାରୀଙ୍କୁ ଅଣ୍ଡା, ଟମାଟର ମାଡ଼ କରନ୍ତି ଏହି ବ୍ୟକ୍ତି

ଟ୍ରାଫିକ୍‌ ନିୟମ ସମସ୍ତଙ୍କ ପାଇଁ ଲାଗୁ ହୋଇଥାଏ। କିନ୍ତୁ କିଛି ଲୋକ ଥାନ୍ତି ଏହାକୁ ମାନନ୍ତି ନାହିଁ। ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଲୋକଙ୍କଠାରୁ ସରକାର ଜରିମାନା ଆଦାୟ କରୁଥିଲେ ମଧ୍ୟ କିଛି ଲୋକ ପୋଲିସକୁ ଚକ୍କମା ଦେବାରେ ସଫଳ ହୋଇଥାନ୍ତି। ସେମାନଙ୍କୁ ସାବାଡ୍‌ କରିବା ପାଇଁ ଆଗେଇ ଆସିଛନ୍ତି ଜଣେ ସାଧାରଣ ବ୍ୟକ୍ତି। ପର୍ତ୍ତୁଗାଲର ଏହି ବ୍ୟକ୍ତି ଜଣଙ୍କ ଟ୍ରାଫିକ୍‌ ନିୟମ ଭାଙ୍ଗି ପଳାଉଥିବା ଲୋକଙ୍କୁ ପିଛା କରି ସେମାନଙ୍କ ଉପରେ ଅଣ୍ଡା, ଟମାଟର୍‌ ମାଡ କରିସଚେତନ କରାଉଛନ୍ତି। ଉକ୍ତ ବ୍ୟକ୍ତି ଜଣଙ୍କର ଏଭଳି ଅଭିନବ ପ୍ରୟାସର ଏକ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହୋଇଛି। ଏପର୍ଯ୍ୟନ୍ତ ଭିଡିଓକୁ ୨ ଲକ୍ଷରୁ ଲୋକ ଦେଖି ସାରିଲେଣି। ଟ୍ରାଫିକ୍‌ ନିୟମ ଭାଙ୍ଗୁଥିବା ଲୋକଙ୍କ ଯୋଗୁ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ତେଣୁ ସେମାନେ ଯଦି ସଚେତନ ନ ହେବେ ତେବେ ତାଙ୍କୁ ଅଣ୍ଡା, ଟମାଟର ମାଡ କରାଯିବ ବୋଲି ଉକ୍ତ ବ୍ୟକ୍ତି ଜଣଙ୍କ ନିଜ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ : ୭ ବର୍ଷର ରାଜନୈତିକ ଯାତ୍ରା…

ଲଣ୍ଡନ,୨୫।୧୦ : ଋଷି ସୁନକ ନିଜର ୭ ବର୍ଷର ରାଜନୈତିକ ଯାତ୍ରା ମଧ୍ୟରେ ଅର୍ଥମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୪୨ ବର୍ଷୀୟ ଋଷି ସୁନକ ବ୍ରିଟେନର...

୨୦୧୯ରୁ ନିଖୋଜ ଥିବା ନାବାଳିକା ମିଳିଲେ ସିକ୍ରେଟ୍‌ ରୁମ୍‌ରୁ

ନ୍ୟୁୟର୍କ,୧୭।୨: ପ୍ରାୟ ୩ ବର୍ଷ ହେଲା ନିଖୋଜ ଥିବା ଜଣେ ୬ ବର୍ଷୀୟା ନାବାଳିକାଙ୍କୁ ଘରର ସିଡି ତଳେ ଥିବା ଏକ ସିକ୍ରେଟ୍‌ ରୁମ୍‌ରୁ ଲୁଚିଥିବା...

ଭାରତରେ ପ୍ରଚଣ୍ଡ

କାଠମାଣ୍ଡୁ, ୫ା୧: ନେପାଳର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶାସକ କମ୍ୟୁନିଷ୍ଟ ପାର୍ଟିର ବିିଦ୍ରୋହୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡ ତାଙ୍କ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସୋମବାର...

ଗନ୍‌ ପଲିଟିକ୍ସ: ଅସ୍ପଷ୍ଟ ଆଭିମୁଖ୍ୟ

ଓ୍ବାଶିଂଟନ୍‌, ୨୬ା୫: ଆମେରିକାରେ ବନ୍ଧୁକ ହିଂସା ଏକ ମହାମାରୀ ରୂପ ନେଇସାରିଛି । ଏହା ଆମ ପାଇଁ ଏକ ଆନ୍ତର୍ଜାତିକ ଲଜ୍ଜା। ବହୁତ ହୋଇଗଲାଣି। ଏବେ...

କରୋନା ସଂକ୍ରମଣ ନେଇ ପ୍ରଚାର ହୋଇଛି ମିଥ୍ୟା ଖବର: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ

ଜେନେଭା,୬।୪: ଭାରତରେ କରୋନା ସଂକ୍ରମଣ ଜାରି ରହିଛି। ତେବେ ଏହାକୁ ନେଇ ମିଥ୍ୟା ଖବର ସୋସିଆଲ୍‌ ମିଡ଼ିଆରେ ପ୍ରଚାର ହୋଇଥିବା ବିଶ୍ୱସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ସ୍ପଷ୍ଟୀକରଣ...

ମାଡ଼ି ଆସୁଛି ବିପଦ: ୬୩ କୋଟିରୁ ଅଧିକଙ୍କୁ ମିଳିବନି ପିଇବା ପାଣି

ମାଦ୍ରିଦ୍‌,୨।୧: ଜଳବାୟୁ ପରିବର୍ତ୍ତନ, ଦ୍ରୁତ ଶିଳ୍ପାୟନ ଏବଂ ଜଙ୍ଗଲ ନଷ୍ଟ ହେବାର କୁପ୍ରଭାବ ପୃଥିବୀ ଉପରେ ପଡ଼ିବାକୁ ଯାଉଛି। ଆଉ ୨୦ ବର୍ଷ ପରେ ୨୦୪୦...

୧୨ ବର୍ଷ ପରେ ମା’ ସହିତ ହେଲା ଭେଟ…

ବର୍ଲିନ୍‌, ୩୦।୮: ମା’ର ମମତା ଅନ୍ୟ କେହି ଦେଇପାରିବେ ନାହିଁ। ମଣିଷ ହେଉ ଅବା ପ୍ରାଣୀ କେହି ମା’କୁ କେବେ ମଧ୍ୟ ଭୁଲି ପାରିବେ ନାହିଁ।...

ନିଆଁ ବଦଳରେ ପାଣିରେ ହେବ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର

କେପଟାଉନ୍‌,୨।୧:ଦକ୍ଷିଣ ଆଫ୍ରିକାରେ ଦଶନ୍ଧି ଧରି ରଙ୍ଗଭେଦ ବିରୋଧରେ ଲଢିଥିବା ଆର୍କବିଶପ ଦେସମଣ୍ଡ ଟୁଟୁଙ୍କ ଅନ୍ତିମ ସଂସ୍କାର ଆରମ୍ଭ ହୋଇଛି। କୁହାଯାଏ ଯେ ଟୁଟୁ ପାରମ୍ପାରିକ ଉପାୟ...

Advertisement
Archives

Model This Week