ଟ୍ରାନ୍ସଜେଣ୍ଡରଙ୍କୁ ମିଳିଲା ପ୍ରଥମ ମିସ୍‌ ମେକ୍ସିକୋ ମୁକୁଟ

ମେକ୍ସିକୋ ସିଟି,୩୦।୭: ମେକ୍ସିକୋରେ ପ୍ରଥମଥର ଲାଗି ଜଣେ ଟ୍ରାନ୍ସଜେଣ୍ଡରଙ୍କୁ ମିସ୍‌ ମେକ୍ସିକୋ ୨୦୧୯ ମୁକୁଟ ମିଳିଛି। କାଲିଫର୍ନିଆ ଓ ମେକ୍ସିକୋ ସିଟିର ମିସ୍‌ଙ୍କୁ ହରାଇ ଇଓ୍ବାନା କୋଜାରେସ ଏହି ଗୌରବର ଅଧିକାରୀ ହୋଇପାରିଛନ୍ତି। ଜଳବାୟୁ ପରିବର୍ତ୍ତନ ଓ ସାମାଜିକ ଅଧିକାରକୁ ନେଇ ଏମାନଙ୍କୁ ପ୍ରଶ୍ନ କରାଯାଇଥିଲା। ସୂଚନାଯୋଗ୍ୟ, ମେକ୍ସିକୋ ସହର ଟ୍ରାନ୍ସଜେଣ୍ଡରମାନଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ ବୋଲି କୁହାଯାଏ। ସ୍ଥାନୀୟ ଏଲ୍‌ଜିବିଟି ଅଧିକାର ରିପୋର୍ଟ ଅନୁଯାୟୀ ୨୦୧୩ରୁ ୨୦୧୮ ମଧ୍ୟରେ ମେକ୍ସିକୋରେ ପ୍ରାୟ ୨୬୧ ଜଣ ଟ୍ରାନ୍ସଜେଣ୍ଡରଙ୍କୁ ହତ୍ୟା କରାଯାଇଛି। ମିସ୍‌ ମେକ୍ସିକୋ ବିଜୟୀ ୨୭ ବର୍ଷୀୟା ଇଓ୍ବାନା କୋଜାରେସଙ୍କ ଏକ ବ୍ୟୁଟି ପାର୍ଲର ଥିବା ବେଳେ ସେ ମେକ୍ସିକୋରେ ଟ୍ରାନ୍ସଜେଣ୍ଡରମାନଙ୍କୁ ସମ୍ମାନ ଦିଆଯାଉ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କା ପରିସ୍ଥିତି ଜଟିଳ: ପୁଣି ଲାଗିଲା କର୍ଫ୍ୟୁ

କଲମ୍ବୋ,୧୪।୭: ଆର୍ଥିକ ସଙ୍କଟରେ ଫସିଥିବା ଶ୍ରୀଲଙ୍କାରେ ଅରାଜକତା ପରିସ୍ଥିତି ସୃଷ୍ଟି ହୋଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦେଶ ଛାଡିବା ପରେ ଦେଶରେ ରାଜନୈତିକ ପରିସ୍ଥିତି...

ଚାଇନା ଆପ୍‌ ଉପରୁ ପ୍ରତିବନ୍ଧକ ହଟାଇଲେ ବାଇଡେନ୍‌

ଓ୍ବାଶିଂଟନ,୧୦ା୬: ଆମେରିକାର ରାଷ୍ଟ୍ରପତି ଜୋ-ବାଇଡେନ୍‌ ତାଙ୍କର ପ୍ରଥମ ବିଦେଶ ଗସ୍ତ ପୂର୍ବରୁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଚାଇନିଜ ଆପ ଉପରେ ଥିବା ପ୍ରତିବନ୍ଧକକୁ...

ହସ୍ପିଟାଲକୁ ଯାଇ ଆହତଙ୍କୁ ଭେଟିଲେ ଜେଲେନ୍‌ସ୍କି

କ୍ୱିଭ୍‌,୧୮।୩: ୟୁକ୍ରେନ ଉପରେ ରୁଷିଆ ଲଗାତର ୨୩ଦିନ ହେଲାଣି ଆକ୍ରମଣ ଜାରି ରଖିଛି। ୟୁକ୍ରେନର କେତୋଟି ସହରକୁ କବ୍‌ଜା କରାଯାଇଥିବା ବେଳେ ଅନ୍ୟ କେତେକ ସହର...

ପୃଥିବୀର ବୟସ୍କା ମହିଳାଙ୍କ ପରଲୋକ, ମୃତ୍ୟୁ ବେଳକୁ ୧୧୮ ବର୍ଷରେ…

ପ୍ୟାରିସ,୧୮।୧ : ଦୁନିଆର ସର୍ବ ପୁରାତନ ମହିଳା ଫ୍ରେଞ୍ଚ ନନ ଲୁସିଲ ରାଣ୍ଡନଙ୍କର ମଙ୍ଗଳବାର ଦେହାନ୍ତ ହୋଇଛି। ସେ ୧୧୮ବର୍ଷ ବୟସରେ ଫ୍ରାନ୍ସର ଟୁଲନ ସହରରେ...

ମେକ୍ସିକୋ ସିଟି ହଲରେ ଗୁଳିକାଣ୍ଡ ମେୟରଙ୍କ ସମେତ ୧୮ ମୃତ

ମେକ୍ସିକୋ,୬ ।୧୦: ଆମେରିକାରେ ଗୁଳିକାଣ୍ଡ ଘଟଣା ଥମିବାର ନାଁ ନେଉନି । ମିଳିଥିବା ଖବର ଅନୁଯାୟୀ, ମେକ୍ସିକୋ ସିଟି ହଲରେ ଆଖିବୁଜା ଗୁଳିଚାଳନରେ ଅତିକମରେ ୧୮...

ବଢ଼ିବ ବାଜ୍‌ଓ୍ବାଙ୍କ କାର୍ଯ୍ୟକାଳ

ଇସ୍‌ଲାମାବାଦ,୯ା୧(ପି.ଟି.): ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ କମର ଜାଭେଦ୍‌ ବାଜ୍‌ଓ୍ବାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବୃଦ୍ଧିକରିବା ଲାଗି ପାକିସ୍ତାନ ପାର୍ଲାମେଣ୍ଟରେ ବୁଧବାର ୩ ଗୁରୁତ୍ୱପୂର୍ଣ୍ଣ ବିଲ...

ବ୍ୟାକ୍‌ଫୁଟରେ ରୁଷିଆ: ୨୪ଘଣ୍ଟାରେ ୨୦ଗାଁକୁ ଫେରାଇ ଆଣିଲା ୟୁକ୍ରେନ

କିଭ୍‌,୧୨।୯: ଗତ ସାତ ମାସ ଧରି ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇତିମଧ୍ୟରେ ଗତ ସପ୍ତାହରେ ଖାର୍କିଭ ଅଞ୍ଚଳରେ ହୋଇଥିବା ପ୍ରତି...

୭ ବର୍ଷ ବାଳକଙ୍କ ପେଟିଂ ବିକ୍ରି ହେଲା ସାଢ଼େ ୮ ଲକ୍ଷରେ

ବର୍ଲିନ୍‌, ୧୨।୧: ଜର୍ମାନ୍‌ରେ ୭ ବର୍ଷ ବୟସ୍କ ବାଳକଙ୍କ ପେଟିଂ ୮ ଲକ୍ଷ ୫୧ ହଜାର ଟଙ୍କାରେ ବିକ୍ରି ହୋଇଛି। ୨୦୧୨ରେ ଜନ୍ମ ହୋଇଥିବା ମିଖାଇଲ୍‌...

Advertisement
Archives

Model This Week