ଟ୍ରମ୍ପ୍‌ଙ୍କ ବିରୋଧରେ ଅଭିଯୋଗକୁ ମଞ୍ଜୁରୀ

ଓ୍ବାଶିଂଟନ,୧୪ା୧୨(ଏଏଫ୍‌ପି): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଆଣିବା ସପକ୍ଷରେ ଗୃହ ନ୍ୟାୟିକ କମିଟି ଭୋଟ ଦେଇଛି। ଫଳରେ ଆସନ୍ତା ସପ୍ତାହ ଶେଷରେ ମହାଭିଯୋଗର ଦୁଇଟି ଅନୁଚ୍ଛେଦ ଉପରେ ପ୍ରତିନିଧି ସଭାରେ ଭୋଟ ହୋଇପାରେ। ପରେ ସିନେଟରେ ଏହା ଉପରେ ବିଚାର କରାଯିବ। ଏହା ଗୃହୀତ ହେଲେ ମହାଭିଯୋଗରେ ବହିଷ୍କୃତ ହେବାରେ ଟ୍ରମ୍ପ୍‌ ହେବେ ଆମେରିକାର ତୃତୀୟ ରାଷ୍ଟ୍ରପତି।


Enter your email to get our daily news in your inbox.

All Right Reserved By Dharitri.Com

୫୫ ଲକ୍ଷ ଖର୍ଚ୍ଚକରି ୨ ଇଞ୍ଚ ବଢ଼ିଲେ ଡାକ୍ତରୀ ଛାତ୍ର

ଓ୍ବାଶିଂଟନ୍‌, ୨୧।୧: ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକ ଲୋକ କସ୍‌ମେଟିକ୍‌ ସର୍ଜରୀ କରିଥାନ୍ତି। ଏବେ ଏହା ଦ୍ୱାରା ଉଚ୍ଚତା ବୃଦ୍ଧି ହେଉଥିବା ଚର୍ଚ୍ଚା ହେଉଛି।...

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ବ୍ରେନ୍‌ ଡେଡ୍‌: ଗଣମାଧ୍ୟମ ରିପୋର୍ଟ !

ଓ୍ବାଶିଂଟନ,୨୧।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଥିବା କେତେକ ବିଦେଶୀ...

ଜାତିସଂଘରେ ମହାପୁରୁଷ ମହମ୍ମଦ ବିବାଦ…

ଜେନେଭା, ୭।୬ : ମହାପୁରୁଷ ମହମ୍ମଦଙ୍କ ବିବାଦ ଏବେ ଜାତିସଂଘରେ ପହଞ୍ଚିଛି। ବହୁ ମୁସଲମାନ ଦେଶରୁ ମହମ୍ମଦଙ୍କ ଉପରେ ଭାଜପା ନେତାଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ...

୧୦୦ ଦେଶର ମିଳିତ ବିବୃତ୍ତି , ଆଫଗାନିସ୍ତାନରେ ଏୟାରଲିଫ୍ଟ ରହିବ ଜାରି…

ଓ୍ବାଶିଂଟନ/କାବୁଲ,୩୦।୮: ଆଫଗାନିସ୍ତାନରୁ ଏୟାରଲିଫ୍ଟ ନେଇ ଆମେରିକା ସମେତ ୧୦୦ଟି ଦେଶ ପକ୍ଷରୁ ମିଳିତ ବିବୃତ୍ତି ଜାରି କରାଯାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଲୋକଙ୍କ ସୁରକ୍ଷିତ...

ପୁଣି ଗୃହଯୁଦ୍ଧ ମୁହାଁ ଆଫଗାନିସ୍ତାନ…

କାବୁଲ, ୧।୫ : ପ୍ରାୟ ଦୁଇ ଦଶନ୍ଧି ପୂର୍ବରୁ ଆଫଗାନିସ୍ତାନରେ ତାଲିବାନ ୨୦୦୧ରେ ନାଟୋ ସୈନ୍ୟଙ୍କ ଉପରେ ଙ୍‌ଆକ୍ରମଣ କରିଥିଲା। ତାଲିବାନ ଆଫଗାନିସ୍ତାନରେ କ୍ଷମତା ହାସଲ...

ଯୋଡ଼ାମୁଣ୍ଡ ଶିଶୁ ଅଲଗା ହେଲେ

ଢାକା: ହଙ୍ଗେରୀର ଏକ ଚିକିତ୍ସକ ଦଳ ସଫଳତାର ସହିତ ବାଂଲାଦେଶର ମୁଣ୍ଡଯୋଡା ଯମଜ ଶିଶୁଙ୍କୁ ଅଲଗା କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଉକ୍ତ ଡାକ୍ତରୀ ଟିମ୍‌କୁ...

ବସ୍‌ଷ୍ଟାଣ୍ଡରେ ବୋମା ବିସ୍ଫୋରଣ: ଜଣେ ମୃତ, ୧୫ ଆହତ

ଜେରୁଜେଲମ,୨୩ା୧୧: ଇସ୍ରାଏଲର ରାଜଧାନୀ ଜେରୁଜେଲମରେ ବୁଧବାର ଦୁଇଟି ବୋମା ବିସ୍ଫୋରଣ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଛନ୍ତି। ଆହତଙ୍କ...

ଇଣ୍ଡୋନେସିଆରେ ଭୂକମ୍ପ: ୨୦ ମୃତ, ୩୦୦ରୁ ଊର୍ଦ୍ଧ୍ୱ ଆହତ

ଜାକର୍ତ୍ତା,୨୧ା୧୧: ସୋମବାର ଇଣ୍ଡୋନେସିଆର ପଶ୍ଚିମ ଜାଭା ପ୍ରଦେଶରେ ଭୂକମ୍ପ ଅନୂଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୫.୬ ଥିଲା। ଏଥିରେ ୨୦ ଜଣଙ୍କ ମୃତ୍ୟୁ...

Advertisement
Archives

Model This Week