ଟ୍ରମ୍ପ୍‌ଙ୍କ ଧମକ: ଗୁଗୁଲ, ଫେସବୁକ୍‌ ଓ ଟୁଇଟର ଉପରେ ଚାଲିବ ମକଦମା

ଓ୍ବାଶିଂଟନ,୨୭।୬: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ସୋସିଆଲ୍‌ ମିଡ଼ିଆକୁ ଧମକ୍‌ ଦେଇଛନ୍ତି। ଗୁଗୁଲ, ଫେସବୁକ୍‌ ଓ ଟୁଇଟର୍‌ ଉପରେ ମକଦମା ଚଳାଇବାକୁ ସେ ଚେତାବନୀ ଦେଇଛନ୍ତି। ଫୋକସ୍‌ ବିଜନେସ୍‌ ନେଟ୍‌ଓ୍ବାର୍କକୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଟ୍ରମ୍ପ୍‌ ଏଭଳି ମନ୍ତବ୍ୟ ଦେଇଛନ୍ତି। ଏସବୁ ସୋସିଆଲ୍‌ ମିଡ଼ିଆ ରିପବ୍ଲିକାନ୍‌ ପାର୍ଟି ବିରୋଧରେ ନାନା ପ୍ରକାର ତଥ୍ୟ ଉପସ୍ଥାପନ କରୁଥିବା ସେ ଅଭିଯୋଗ କରିଛନ୍ତି। ଏହି ସୋସିଆଲ୍‌ ମିଡ଼ିଆଗୁଡ଼ିକ ଡେମୋକ୍ରାଟିକ୍‌ ପାର୍ଟି ସପକ୍ଷରେ ଥିବା ଭଳିମନେ ହେଉଥିବା ସେ କହିଛନ୍ତି। ତାଙ୍କ ଟୁଇଟର ଆକାଉଣ୍ଟରେ ସାଧାରଣ ଲୋକଙ୍କ ସହିତ ସଂଯୋଗ ସ୍ଥାପନ କରିବା କଷ୍ଟକର ହେଉଥିବା ଟ୍ରମ୍ପ୍‌ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷୁଧା ସଙ୍କଟରେ ପଡ଼ିବେ ୧୭୦ କୋଟି

ନ୍ୟୁୟର୍କ, ୧୯ା୪: ୟୁକ୍ରେନ୍‌-ରୁଷିଆ ଯୁଦ୍ଧର ପରିଣାମ କେବଳ ଏହି ଦୁଇଦେଶ ନୁହେଁ ବରଂ ସାରା ବିଶ୍ୱ ଭୋଗିବ। ଏଥିଯୋଗୁ ଦୁନିଆର ଏକ ପଞ୍ଚମାଂଶ ବା ୧୭୦...

ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ୧୦୧ ବର୍ଷ ବୟସରେ ପରଲୋକ

ଟୋକିଓ,୨୯।୧୧: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ୟାସୁହିରୋ ନାକାସୋନେଙ୍କ ଶୁକ୍ରବାର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୧୦୧ ବର୍ଷ ବୟସ ହୋଇଥିଲା। ଶୁକ୍ରବାର ସକାଳେ ଟୋକିଓର...

ମସଜିଦ୍‌ରେ ବହିଲା ରକ୍ତର ନଦୀ

କାବୁଲ,୮।୧୦: ଶୁକ୍ରବାର ନମାଜ ପାଠ ବେଳେ ଆତଙ୍କବାଦୀମାନେ ଆଫଗାନିସ୍ତାନର କୁଣ୍ଡୁଜ ସହରସ୍ଥିତ ମସଜିଦରେ ରକ୍ତର ନଦୀ ବୁହାଇଛନ୍ତି। ଆତ୍ମଘାତୀ ବିସ୍ଫୋରଣରେ ମୃତକଙ୍କ ସଂଖ୍ୟା ୫୫ରେ ପହଞ୍ଚିଛି।...

ଏପ୍ରିଲ ପରେ ଚାଇନାରେ ଏବେ ଚିହ୍ନଟ ହେଲେ ସର୍ବାଧିକ କରୋନା ସଂକ୍ରମିତ

ବେଜିଂ,୨୭।୭: ଚାଇନାର ଉହାନ ସହରରୁ ଆରମ୍ଭ ହୋଇଥିବା କରୋନା ସଂକ୍ରମଣ ଏବେ ସାରା ବିଶ୍ୱର ଚିନ୍ତା ବଢାଇ ଦେଇଛି। କରୋନା ଭାଇରସ କବଳରେ ବିଶ୍ୱର କୋଟି...

କଲମ୍ବୋ ବିସ୍ଫୋରଣ: ମୃତ୍ୟୁ ସଂଖ୍ୟା ୨୯୦ରେ ପହଞ୍ଚିଲା; ୨୪ ସନ୍ଦିଗ୍ଧଙ୍କୁ ପଚରାଉଚରା ଜାରି

କଲମ୍ବୋ,୨୨।୪: ଶ୍ରୀଲଙ୍କା କଲମ୍ବୋର ୩ ଚର୍ଚ୍ଚ ଏବଂ ୩ଟି ହୋଟେଲରେ ସିରିଜ୍‌ ବୋମା ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି। ସେହିପରି ଆହତଙ୍କ ସଂଖ୍ୟା...

ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହେଲା ବିରଳ ହଳଦିଆ ପେଙ୍ଗୁଇନ୍‌!

ତିବଲିସି,୨୧ ।୨: ପେଙ୍ଗୁଇନ୍ ସାଧାରଣତଃ ଧଳା ଓ କଳା ରଙ୍ଗର ହୋଇଥିବା ବେଳେ ସେମାନଙ୍କ ବେକ ନିକଟରେ ଏକ ହଳଦିଆ ପ୍ୟାଚ ଥାଏ । କିନ୍ତୁ...

୨୩ ବର୍ଷ ସାନ ମଡେଲଙ୍କୁ ବିବାହ କରିବାକୁ ରାଜଗାଦି ଛାଡିଥିଲେ ସୁଲତାନ ମହମ୍ମଦ

ମସ୍କୋ,୨୧।୭: ମାଲେସିଆର ପୂର୍ବତନ ରାଜା ସୁଲତାନ ମହମ୍ମଦ-ଓ୍ବି ୫୧ ବର୍ଷ ବୟସରେ ବିବାହ ବରିବାକୁ ମନ ବଳାଇଥିଲେ। ତାହା ପୁଣି ତାଙ୍କଠାରୁ ୨୩ ବର୍ଷ ସାନ...

୧୦ ହଜାର ୫୫ ବର୍ଷରୁ ଅଧିକ ବୟସ୍କ ଲୋକ ଚାହୁଁଛନ୍ତି ଇଛା ମୃତ୍ୟୁ

ଆମଷ୍ଟରଡାମ,୧।୨: ନେଦରଲାଣ୍ଡର ବରିଷ୍ଠ ନାଗରିକ ଇଛା ମୃତ୍ୟୁ ଚାହୁଁଛନ୍ତି। ସେମାନଙ୍କର ବୟସ ୫୫ ବର୍ଷରୁ ଅଧିକ ରହିଛି। ଦେଶର ୧୦ ହଜାର ଶହେ ୫୬ ଲୋକ...

Advertisement
Archives

Model This Week