Posted inଜାତୀୟ

ଟୁଇଟର୍‌ରେ ଦେଖାଯାଉ ନାହାଁନ୍ତି କଂଗ୍ରେସର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା

ନୂଆଦିଲ୍ଲୀ,୨।୬: କଂଗ୍ରେସ ଦଳର ସୋସିଆଲ ମିଡିଆ ମୁଖପାତ୍ର ଦିବ୍ୟା ସ୍ପନ୍ଦନା ଏବେ ମାଇକ୍ରୋବ୍ଲଗିଙ୍ଗ ସାଇଟ୍‌ ଟୁଇଟର୍‌ରେ ଆଉ ଦେଖାଯାଉ ନାହାଁନ୍ତି। ତାଙ୍କର ଟୁଇଟର୍‌ ଆକାଉଣ୍ଟ ଡିଲିଟ୍‌ ହୋଇ ଯାଇଥିବା କୁହାଯାଉଛି। କିଛିଦିନ ହେବ ସେ ଦିବ୍ୟା କଂଗ୍ରେସ ଛାଡିବା ନେଇ ଆଲୋଚନା ହେଉଥିବା ବେଳେ ଏବେ ଟୁଇଟରରୁ ଦିବ୍ୟା ହଟିଯିବା ଏହି ଆଲୋଚନାକୁ ଆହୁରି ବଢାଇ ଦେଇଛି। କାରଣ ନିକଟରେ ଭାଜପା ସରକାରରେ ନିର୍ମଳା ସିଥାରମଣଙ୍କୁ ଅର୍ଥ ବିଭାଗ ମିଳିଥିବାରୁ ଦିବ୍ୟା ତାଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଥିଲେ। ଏହାପରେ କୁହାଯାଉଥିଲା କି ଦିବ୍ୟା କଂଗ୍ରେସ ଛାଡି ଦେଇପାରନ୍ତି। ହେଲେ କଂଗ୍ରେସ ତରଫରୁ କି ଦିବ୍ୟାଙ୍କ ତରଫରୁ ଏ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସାବୁନ୍‌ ପ୍ୟାକେଟ୍‌ରେ ସୁନା ଚୋରାଚାଲାଣ, ଏମିତି ନେଉଥିଲେ ଚାଲାଣକାରୀ ଦେଖନ୍ତୁ ଏହି ଭିଡିଓ

ଚେନ୍ନାଇ,୫ା୯: ତାମିଲନାଡୁର ତିରୁଚିରାପଲ୍ଲୀ ବିମାନବନ୍ଦରରୁ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଚୋରା ଚାଲାଣକାରୀ ସାବୁନ ପ୍ୟାକେଟ୍‌ରେ ସୁନା ଚୋରା ଚାଲାଣ...

ମୋର ଦୀପାବଳିର ମଧୁରତା ଆପଣମାନଙ୍କ ସହିତ ବଢ଼ିଯାଉଛି, ସେନାଙ୍କୁ କହିଲେ ପ୍ରଧାନମନ୍ତ୍ରୀ…

କାର୍ଗିଲ,୨୪।୧୦ : ଗତ ଆଠ ବର୍ଷ ଧରି ଭାରତୀୟ ଯବାନମାନଙ୍କ ସହ ଦୀପାବଳି ପାଳନ କରିବାର ପରମ୍ପରା ଜାରି ରଖିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର...

ଲଦାଖରେ ପ୍ରଥମଥର ଲାଗି ନିୟୋଜିତ ହେଲେ ମହିଳା ଡାକ୍ତର

ନୂଆଦିଲ୍ଲୀ,୮।୯; ଲାଇନ ଅଫ୍‌ ଆକଚ୍ୟୁଆଲ କଣ୍ଟ୍ରୋଲ(ଏଲ୍‌ଏସି)ରେ ଚାଇନା ସହ ଲାଗି ରହିଥିବା ବିବାଦ ମଧ୍ୟରେ ଇଣ୍ଡୋ ତିବ୍ବତ ବର୍ଡର ପୋଲିସ(Indo-Tibet Border Police) ପ୍ରଥମଥର ଲାଗି...

ସବୁବେଳେ ସଂସଦୀୟ ପରମ୍ପରାର ଉଲ୍ଲଂଘନ କରୁଛନ୍ତି ରାହୁଲ, କହିଲେ ସ୍ମୃତି ଇରାନୀ…

ନୂଆଦିଲ୍ଲୀ,୨୦।୭ : କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସ୍ମୃତି ଇରାନୀ ପୂର୍ବତନ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ...

ରାଫାଲ ଅଫିସରେ ଚୋରି

ପ୍ୟାରିସ୍‌/ନୂଆଦିଲ୍ଲୀ,୨୩ା୫: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ରେ ରାଫାଲ ଯୁଦ୍ଧବିମାନ ଚୁକ୍ତି ପରିଚାଳନା କରୁଥିବା ଭାରତୀୟ ବାୟୁସେନା (ଆଇଏଏଫ୍‌)ର ଅଫିସରେ ଚୋରି ହୋଇଛି। ସେଠାରୁ କେତେକ ଦସ୍ତାବିଜ ଓ...

ଜମ୍ମୁ-କଶ୍ମୀରର ପ୍ରଥମ ନାଗରିକ ଗିରିଶ

ଶ୍ରୀନଗର,୩୧।୧୦: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଗିରିଶଚନ୍ଦ୍ର ମୁର୍ମୁ ଶପଥ ଗ୍ରହଣ କରିଛନ୍ତି। ୧୯୮୫ ଗୁଜରାଟ କ୍ୟାଡ଼ର ଆଇଏଏସ୍‌ ଅଫିସର ଗିରିଶଙ୍କୁ ଜମ୍ମୁ-କଶ୍ମୀର...

ପ୍ରସବ ପାଇଁ ଯାଉଥିଲେ ହସ୍ପିଟାଲ: ରାସ୍ତା ମଝିରେ ଜଳିଗଲା କାର୍‌

କନ୍ନୁର,୨।୨: କେରଳର କନ୍ନୁରରେ ଗୁରୁବାର ଏକ ହୃଦୟବିଦାରକ ଦୁର୍ଘଟଣା ଘଟିଛି। କାର୍‌ ସହିତ ଗର୍ଭବତୀ ମହିଳା ଓ ତାଙ୍କ ସ୍ବାମୀ ଜଳିଯାଇଛନ୍ତି। ନିଆଁର ଭୟାବହ ଏତେ...

ଭାରତ ଯୋଡୋ ଯାତ୍ରାରେ ସାମିଲ ହେଲେ ଟିକାୟତ

ଚଣ୍ଡିଗଡ,୯।୧: ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରା ହରିୟାଣାର ଶାହାବାଦରେ ପହଞ୍ଚିଛି। ଏହି ସମୟରେ ଚାଷୀ ନେତା ରାକେଶ ଟିକାୟତ ଭାରତ...

Advertisement
Archives

Model This Week