ଟାଇଫୁନ୍‌ ‘ଲେକିମା’ ତାଣ୍ଡବ: ୧୦ ଲକ୍ଷ ଲୋକ ସ୍ଥାନାନ୍ତର

ବେଜିଂ,୧୦।୮: ଚାଇନାରେ ଟାଇଫୁନ୍‌ ‘ଲେକିମା’ ତାଣ୍ଡବ ରଚିଛି। ସ୍ଥାନୀୟ ପୂର୍ବ ଉପକୂଳରେ ଦେଖାଦେଇଥିବା ଏହି ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ରେ ଇତିମଧ୍ୟରେ ୧୩ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିରେ ୧୬ରୁ ଅଧିକ ନିଖୋଜ ଥିବା କୁହାଯାଉଛି। ସୁରକ୍ଷା ଦୃଷ୍ଟିରୁ ୧୦ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସ୍ଥାନୀୟ ପ୍ରଶାସନ କହିଛି। ଏହି ସାମୁଦ୍ରିକ ଝଡ଼ ଶୁକ୍ରବାର ମଧ୍ୟରାତ୍ର ପରେ ଝେଜିଆଙ୍ଗ୍‌ର ଓ୍ବେନ୍‌ଲିଙ୍ଗ ସହରରେ ଲ୍ୟାଣ୍ଡ୍‌ଫଲ୍‌ କରିଥିଲା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୮୭ କିଲୋମିଟର ଥିଲା। ଏଠାରେ ଥିବା ୨ଶହରୁ ଅଧିକ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ଅଣାଯାଇଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ସଙ୍କଟ: ସପ୍ତାହରେ ୨ ଲକ୍ଷରୁ ଅଧିକ ଅସୁସ୍ଥ…

ବ୍ୟାଙ୍କକ,୧୨।୩ : ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏହା ଯୋଗୁ ଆକାଶରେ କୁହୁଡ଼ିର ଏକ ଆସ୍ତରଣ ବ୍ୟାପିଛି। ଲୋକମାନେ ବିଷାକ୍ତ ବାୟୁରେ...

ଭାରତର ସହାୟତା ଲୋଡିଲେ ବିକ୍ରମସିଙ୍ଘେ…

କଲମ୍ବୋ,୭।୧ : ଶ୍ରୀଲଙ୍କାର ଋଣ ପୁନର୍ଗଠନ ଅନୁରୋଧ ଉପରେ ଭାରତର ପ୍ରତିକ୍ରିୟା ଚଳିତ ମାସ ଶେଷ ସୁଦ୍ଧା ଆଶା କରାଯାଉଛି ବୋଲି ରାଷ୍ଟ୍ରପତି ରାନିଲ ବିକ୍ରମସିଙ୍ଘେ...

ୟୁକ୍ରେନ୍‌ର ୫୬୫ ଶହ କୋଟି ଡଲାର କ୍ଷତି, ୭୮୮୬ କିଲୋମିଟର ରାସ୍ତାଘାଟ ନଷ୍ଟ…

କ୍ୱିଭ୍‌, ୨୯।୩ : ରୁଷିଆ ଆକ୍ରମଣରେ ୟୁକ୍ରେନ୍‌ର ବହୁ ଆବାସିକ କୋଠା, ହସ୍ପିଟାଲ, ଶିକ୍ଷାନୁଷ୍ଠାନ ଆଦି ଧ୍ୱଂସ ହୋଇଛି। ଯୁଦ୍ଧରେ ୟୁକ୍ରେନ୍‌ର ପ୍ରାୟ ୫୬୫ ଶହ...

ରୁଷିଆ-ବେଲାରୁସରେ ସମସ୍ତ ସେବା ବନ୍ଦ କଲା ଆମେରିକାନ ଏକ୍ସପ୍ରେସ୍‌

ୱାଶିଂଟନ,୭ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ୧୨ ଦିନରେ ପହଞ୍ଚିଲାଣି । ଏହାରି ଭିତରେ ରୁଷିଆ ଉପରେ ବିଭିନ୍ନ ଦେଶ ପକ୍ଷରୁ ଭିନ୍ନ ଭିନ୍ନ ପ୍ରତିବନ୍ଧକ...

ଟିକା ନେଇଥିବା ଲୋକ ସହଜରେ ହେଉଛନ୍ତି ଓମିକ୍ରନ୍‌ରେ ଆକ୍ରାନ୍ତ…

ଜେନେଭା/ନୂଆଦିଲ୍ଲୀ, ୨୧।୧୨: କରୋନା ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ ଯୋଗୁ ପୃଥିବୀରେ ସଙ୍କଟ ବଢ଼ିବାରେ ଲାଗିଛି। ତେବେ ବିଶ୍ୱସ୍ବାସ୍ଥ୍ୟ ସଂଗଠନର ବିଶେଷଜ୍ଞଙ୍କ ଅନୁସାରେ ଟିକା ନେଇଥିବା...

ନାଚିଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି

ୱେଲିଂଟନ,୯।୬: ନ୍ୟୁଜିଲାଣ୍ଡରୁ ଏକ ସୁଖଦ ଖବର ଆସିଛି। ଏହି ଦେଶ ଏବେ ସମ୍ପୂର୍ଣ୍ଣ କରୋନାମୁକ୍ତ ଦେଶ ଭାବେ ଘୋଷଣା କରାଯାଇଛି। ଏଠାରେ ଚିକିତ୍ସାଧୀନ ଥିବା ଶେଷ...

ପାକିସ୍ତାନରେ ଔଷଧ ସଙ୍କଟ, ୪-୫ ସପ୍ତାହରେ ଉତ୍କଟ ହେବ ସ୍ଥିତି…

ଇସଲାମାବାଦ,୨୬।୨ : ପାକିସ୍ତାନରେ ଚାଲିଥିବା ଆର୍ଥିକ ସଙ୍କଟ ସ୍ବାସ୍ଥ୍ୟସେବା ଉପରେ ଖରାପ ପ୍ରଭାବ ପକାଇଛି। ଏଠାରେ ଲୋକେ ଅତ୍ୟାବଶ୍ୟକ ଔଷଧ ପାଇଁ ସଂଘର୍ଷ କରୁଛନ୍ତି। ଦେଶରେ...

ଯୁଦ୍ଧର ଛାତିଥରା ଦୃଶ୍ୟ,ଅନେକଙ୍କ ଜୀବନ ଗଲାଣି, ମାଟି ତଳେ ଦବି ରହିଛନ୍ତି ୧୧ ଶହରୁ ଅଧିକ…

ମସ୍କୋ/କ୍ୱିଭ୍‌,୨୦।୩ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଲାଗିଥିବା ଯୁଦ୍ଧକୁ ୨୫ ଦିନ ବିତିଛି। ଏପର୍ଯ୍ୟନ୍ତ ଦୁଇ ଦେଶ ମଧ୍ୟରେ କୌଣସି ଶାନ୍ତି ବୁଝାମଣା ହୋଇନାହିଁ।...

Advertisement
Archives

Model This Week