ଜୈଶ୍‌ ଓ ଲଶ୍କର ଶିବିର ଉପରେ ଆମେରିକା ଡ୍ରୋନ୍‌ର ନଜର

ଓ୍ବାଶିଂଟନ,୧୪।୭: ବାଲାକୋଟ ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ତଥା ଲଶ୍କର-ଇ-ତୋଏବା ଆଦି ଆତଙ୍କବାଦୀ ସଂଗଠନ ସେମାନଙ୍କର ଶିବିରକୁ ସ୍ଥାନାନ୍ତର କରିଥିଲେ। ଏସବୁ ଶିବିର ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ସ୍ଥାପନ କରାଯାଇଥିଲା। ତେବେ ଏସବୁ ଶିବିର ଏବେ ଆମେରିକା ଡ୍ରୋନ୍‌ ନଜରରେ ରହିଛି। ଏହି ଶିବିରଗୁଡ଼ିକ ଉପରେ ଆମେରିକା ଡ୍ରୋନ୍‌ ଆକ୍ରମଣ କରିବା ସମ୍ଭାବନା ରହିଛି। ଅଧିକାଂଶ ସମୟରେ ଆମେରିକା ଏଭଳି ଆକ୍ରମଣ କରିଥାଏ। ଆମେରିକାର ଯୋଜନା ନେଇ ପାକିସ୍ତାନ-ଆଫଗାନିସ୍ତାନ ସୀମାର ୮କିଲୋମିଟର ମଧ୍ୟରେ ଥିବା ଜୈଶ୍‌-ଇ-ମହମ୍ମଦ୍‌ ତଥା ଲଶ୍କର-ଇ-ତୋଏବ ଶିବିରରେ ଆତଙ୍କ ସୃଷ୍ଟି ହୋଇଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାରେ କମିଲା ସୁନାର ଚାହିଦା

ବେଜିଂ,୨୩ା୧୧: ଚାଇନାରେ ଏହି ସପ୍ତାହରେ ସୁନାର ଚାହିଦା ହ୍ରାସ ପାଇଛି। କରୋନା ମହାମାରୀ ଯୋଗୁ ଲକ୍‌ଡାଉନ୍‌ ପାଇଁ ଏହି ଚାହିଦା ହ୍ରାସ ପାଇଛି। ତେବେ ଏହି...

ପିତାଙ୍କ ସାମ୍ନାରେ ପୁଅକୁ ଗିଳିଲା କୁମ୍ଭୀର, ପେଟ ଚିରି ବାହାର କରାଗଲା ମୃତଦେହ

ଜାକର୍ତ୍ତା,୬।୩: ଇଣ୍ଡୋନେସିଆରେ ଏକ କୁମ୍ଭୀର ୮ ବର୍ଷର ଶିଶୁକୁ ଗିଳି ଦେଇଥିଲା। ଘଟଣା ପରେ ୨୬ ଫୁଟ ଲମ୍ବର ଏହି କୁମ୍ଭୀରକୁ ଧରାଯାଇ ତା’ ପେଟ...

ଡ୍ରାଗନର ଷଡ଼ଯନ୍ତ୍ର: ଅକ୍ସାଇ ଚୀନ୍‌ରେ କରୁଛି ବଙ୍କର ନିର୍ମାଣ

ବେଜିଂ,୧୯।୧୧: ପୂର୍ବ ଲଦାଖର ଏଲ୍‌ଏସିରେ ଚାଇନା ଜାଣିଶୁଣି ଉତ୍ତେଜନା ସୃଷ୍ଟି କରୁଛି। ଏବେ ଡ୍ରାଗନର ଷଡ଼ଯନ୍ତ୍ର ସମ୍ପର୍କରେ ରିପୋର୍ଟ ମିଳିଛି। ଗତ ମାସେ ଧରି ଅକ୍ସାଇ...

ଶ୍ରୀଲଙ୍କା ବିସ୍ଫୋରଣ:ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ଭାରତୀୟ ଉଚ୍ଚାୟୁକ୍ତ

ନୂଆଦିଲ୍ଲୀ,୨୫।୧୦: ଶ୍ରୀଲଙ୍କାରେ ଗତ ଏପ୍ରିଲ ୨୧ରେ ଚର୍ଚ୍ଚ ଏବଂ ହୋଟେଲରେ ହୋଇଥିବା ସିରିଜ ବିସ୍ଫୋରଣର ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିଛି। ଶ୍ରୀଲଙ୍କାର ପାର୍ଲିଆମେଣ୍ଟ ସିଲେକ୍ସନ କମିଟି(ପିଏସସି)...

ବାଗଦାଦ ଆତ୍ମଘାତି ବିସ୍ଫୋରଣ: ୮ ମୃତ ୧୫ ଆହତ

ବାଗଦାଦ,୨୧ ।୧: ଇରାକର ରାଜଧାନୀ ବାଗଦାଦରେ ଗୁରୁବାର ଏକ ଆତ୍ମଘାତି ବିସ୍ଫୋରଣ ହୋଇଛି । ଏଥିରେ ପାଖାପାଖି ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫...

ଚାକିରି ନୁହେଁ, ଟୁଇଟର ପାଇଁ ଚିନ୍ତା: ପରାଗ

ଓ୍ବାଶିଂଟନ୍‌, ୪ା୫: ଟେସ୍‌ଲା ମାଲିକ ଏଲନ୍‌ ମସ୍କ ଟୁଇଟର କିଣିବା ପରେ ଏହି ସାମାଜିକ ଗଣମାଧ୍ୟମର ସିଇଓ ପରାଗ ଅଗ୍ରଓ୍ବାଲ ପଦରୁ ବିଦା ହୋଇପାରନ୍ତି ବୋଲି...

ଭାରତୀୟ ନ୍ୟୁଜ ଚ୍ୟାନେଲ ଉପରେ ରୋକ ଲଗାଇଲା ନେପାଳ

କାଠମାଣ୍ଡୁ,୧୦।୭: ନେପାଳର କେପି ଓଲି ସରକାର ଭାରତର ଏକ ସ୍ଥାନକୁ ନିଜ ନୂଆ ନକ୍ସାରେ ସାମିଲ କରିବା ପରେ ଉଭୟ ଦେଶ ମଧ୍ୟ ବିବାଦ ଆରମ୍ଭ...

ଗଲଓ୍ବାନ ଘାଟି ହିଂସା ଷଡ଼ଯନ୍ତ୍ର ରଚିଥିଲା ଚାଇନା: ଆମେରିକା ରିପୋର୍ଟ

ଓ୍ବାଶିଂଟନ,୨।୧୨: ପୂର୍ବ ଲଦାଖର ଗଲଓ୍ବାନ ଘାଟିରେ ଭାରତ ଚାଇନା ମଧ୍ୟରେ ଘଟିଥିବା ହିଂସା ନେଇ ଆମେରିକା ସଂସଦର ଏକ ଶୀର୍ଷ କମିଟି ପକ୍ଷରୁ ଏହାର ବାର୍ଷିକ...

Advertisement
Archives

Model This Week