ଜେଲ୍‌ରେ ଶରିଫଙ୍କୁ ମିଳୁନି ଏସି,ଟିଭି ସୁବିଧା: ଇମ୍ରାନ

ଓ୍ବାଶିଂଟନ,୨୨।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ସେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିବା ସମୟରେ କହିଛନ୍ତି, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କୁ ଜେଲ୍‌ରେ କୌଣସି ପ୍ରକାର ଭିଆଇପି ସୁବିଧା ମିଳୁନାହିଁ। ସେ ଜଣେ ଅପରାଧି ହୋଇଥିବାରୁ ତାଙ୍କୁ ଏସି ବା ଶୀତତାପ ନିୟନ୍ତ୍ରିତ ଓ ଟେଲିଭିଜନ ସୁବିଧା ଦିଆଯାଉ ନାହିଁ। ଇମ୍ରାନ କହିଥିଲେ ଶରିଫ ଜେଲ୍‌ରେ ଘରର ଖାଦ୍ୟ ଚାହୁଁଥିଲେ ସତ ହେଲେ ଯେଉଁ ଦେଶରେ ଅଧିକାଂଶ ଲୋକଙ୍କ ପାଖରେ ଏସି ଓ ଟେଲିଭିଜନ ନାହିଁ ସେଭଳି ପରିସ୍ଥିତିରେ ଜଣେ ଅପରାଧିଙ୍କୁ କିଭଳି ଏମିତି ସୁବିଧା ଦିଆଯିବ। ତା’ହେଲେ ସଜାର ଅର୍ଥ କିଛି ରହିବ ନାହିଁ। ଏହା ବ୍ୟତୀତ ପାକିସ୍ତାନ ଫେରିବା ପରେ ଇମ୍ରାନ ଏହାର ତଦନ୍ତ କରିବେ ବୋଲି କହିଛନ୍ତି। ଅବଶ୍ୟ ଏହାକୁ ନେଇ ଶରିଫଙ୍କ ଝିଅ ମରିୟମ ବିଗିଡି ଯାଇ ପାରନ୍ତି। ହେଲେ ଦେଶର ଅର୍ଥ ନ ଫେରାଇବା ପର୍ଯ୍ୟନ୍ତ ଏଭଳି ସଜା ଭୋଗିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ଜାତିସଂଘରେ ଚ୍ୟାଲେଞ୍ଜ କରିବ ପାକିସ୍ତାନ

ନୂଆଦିଲ୍ଲୀ ,୬ା୮(ପି.ଟି.): ଜମ୍ମୁ-କଶ୍ମୀରରୁ ଭାରତ ସରକାର ସମ୍ବିଧାନର ୩୭୦ ଓ ୩୫ଏ ଧାରା ଉଚ୍ଛେଦ କରିବା ପରେ ଏହାକୁ ନେଇ ପାକିସ୍ତାନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା...

ପୁଟିନ୍‌ଙ୍କ ପାଖରେ ବିପଜ୍ଜନକ ଆଣବିକ ସୁଟକେସ୍‌, ନିମିଷକେ ରଚିବ ତାଣ୍ଡବ…

ମସ୍କୋ,୧୯।୨ : ରୁଷିଆର ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ୍‌ଙ୍କ ପାଖରେ ୨୪ ଘଣ୍ଟା ଏକ ଆଣବିକ ସୁଟକେସ୍‌ ରହୁଛି। ଏହି ବିପଜ୍ଜନକ ସୁଟକେସ୍‌ ଦ୍ୱାରା ୬,୨୫୭ ଆଣବିକ...

ଫେସ୍‌ବୁକ୍‌, ଟୁଇଟର ପରେ ଇନ୍‌ଷ୍ଟାଗ୍ରାମରେ ପ୍ରତିବନ୍ଧକ ଲଗାଇଲା ରୁଷିଆ

ମସ୍କୋ,୧୨।୩: ୟୁକ୍ରେନ ସହ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଲଗାତର ଭାବେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ କଡ଼ା ପ୍ରତିବନ୍ଧକ ଲଗାଉଛି। ଇତିମଧ୍ୟରେ ଫେସ୍‌ବୁକ୍‌...

ଟୁଇଟରର ଏଡିଟ୍‌ ବଟନ ଫିଚର, ମାସକୁ ଦେବାକୁ ହେବ ୪.୯୯ ଡଲାର…

ଓ୍ବାଶିଂଟନ, ୨୨।୯ : ଟୁଇଟର ପକ୍ଷରୁ ବ୍ଲୁ ଟିକ ଗ୍ରାହକମାନଙ୍କ ପାଇଁ ଟୁଇଟ୍‌ ଏଡିଟ କରିବା ଫିଚର ଆରମ୍ଭ କରିଛି । ସେପ୍ଟେମ୍ବର ଆରମ୍ଭରେ ଟୁଇଟର...

ଜାହାଜରେ ନିଆଁ : ୧୦ ନିଖୋଜ

ଅଥେନ୍ସ,୧୯।୨: ଗ୍ରୀସ୍‌ରୁ ଇଟାଲି ଅଭିମୁଖେ ଆସୁଥିବା ୟୁରୋଫେରି ଅଲିମ୍ପିଆ ଜାହଜରେ ଶୁକ୍ରବାର ନିଆଁ ଲାଗିଯାଇଛି। ଫେରିରୁ ଶତାଧିକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩...

ଚୁମ୍ବନ ଦିବସ: ଚାଇନାରେ ନୋ କିସିଂ କଟକଣା

ବେଜିଂ,୧୨।୨: ଭାଲେଣ୍ଟାଇନ୍‌ ଓ୍ବିକ୍‌ର ଷଷ୍ଠ ଦିନକୁ କିସ୍‌ ଡେ’ ବା ଚୁମ୍ବନ ଦିବସ ଭାବେ ପାଳନ କରାଯାଇଥାଏ। ପ୍ରେମୀଯୁଗଳ ପରସ୍ପରକୁ ଚୁମ୍ବନ ଦେବାଦ୍ୱାରା ବହୁ ଶାରୀରିକ...

ଫ୍ରାନ୍ସ୍‌ରେ କରୋନାର ପଞ୍ଚମ ଲହର…

ପ୍ୟାରିସ୍‌,୧୧।୧୧: ଫ୍ରାନ୍ସ୍‌ରେ କରୋନା ମହାମାରୀ ସଂକ୍ରମଣର ପଞ୍ଚମ ଲହର ଆରମ୍ଭ ହୋଇଛି। ଏହାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ସ୍ବାସ୍ଥ୍ୟମନ୍ତ୍ରୀ ଓଲିଓ୍ବିୟର ଓ୍ବେରନ ଦେଶରେ...

କାହିଁକି ଏହି ଦେଶରେ ବନ୍ଦ ହେଲା କୋଭିଡ୍‌ ଭାକ୍ସିନ

କୋପେନହାଗେନ,୧୧।୩ : ଟିକାକରଣ ପ୍ରକ୍ରିୟାରୁ ଆଷ୍ଟ୍ରାଜେନିକାକୁ ବାଦ୍‌ ଦେଇଛି ଡେନମାର୍କ। ଭାକ୍ସିନ ନେବା ପରେ କିଛି ବ୍ୟକ୍ତିଙ୍କ ଠାରେ ରକ୍ତ ଜମାଟ ବାନ୍ଧିବା (ବ୍ଲଡ୍‌ କ୍ଲଟ୍ସ)...

Advertisement
Archives

Model This Week