ଜେଲ୍‌ରେ ରହିବା ପାଇଁ ବୃଦ୍ଧାବୃଦ୍ଧ କରୁଛନ୍ତି ଅପରାଧ

ଜାପାନରେ ବୟସ୍କ ବ୍ୟକ୍ତିମାନେ ବର୍ତ୍ତମାନ ସମୟରେ ଏକ ବିଚିତ୍ର ସମସ୍ୟା ଦେଇ ଗତିକରୁଛନ୍ତି। ଏଥିପାଇଁ ସେମାନେ ପ୍ରତିଦିନ କିଛି ନା କିଛି ଅପରାଧ କରି ଜେଲ୍‌ ଯିବାକୁ ପସନ୍ଦ କରୁଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟା ସତ। ବୟସ୍କ ବ୍ୟକ୍ତିମାନେ ଏଠାରେ ନିଜ ଖୁସିରେ ଅପରାଧ କରି ଜେଲ୍‌ ଯାଇଥାନ୍ତି। ପ୍ରକୃତରେ ଜାପାନରେ ଗୋଟିଏ ଜେଲ୍‌ ଅଛି, ଯେଉଁଠାରେ ବୟସ୍କଙ୍କ ପାଇଁ ଖାଇବା ପିଇବା ଏବଂ ସ୍ବାସ୍ଥ୍ୟ ସୁବିଧା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ। କେବଳ ଏତିକି ନୁହେଁ ଜେଲ୍‌ରେ ସମସ୍ତଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ମିଳିଥାଏ। ଯେଉଁ ବୟସ୍କମାନେ ପରିବାର ସଦସ୍ୟଙ୍କଠୁ ନିର୍ଯାତିତ, ଅବହେଳିତ ଏବଂ ବିତାଡ଼ିତ ସେମାନେ ଏହି ଜେଲ୍‌କୁ ନିଜର ବଞ୍ଚିବାର ସାହାରା ଭାବିନେଇଥାନ୍ତି। ଏଣୁ ପ୍ରତିଦିନ କିଛି ନା କିଛି ଅପରାଧ ଘଟାଇ ଟିକିଏ ଶାନ୍ତିରେ ନିଃଶ୍ୱାସ ମାରିବାକୁ ସେମାନେ ଏଠାକୁ ଚାଲିଆସନ୍ତି। ପ୍ରାୟତଃ ୬୫ ବର୍ଷର ବୃଦ୍ଧବୃଦ୍ଧାମାନେ ଏଭଳି କରୁଥିବାର ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି ଭିତରେ ପାର୍କ

ଦୁନିଆରେ ଏପରି କିଛି ଦେଶ ଅଛି, ଯାହା ଅନ୍ୟ ଦେଶଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏମିତି ଦେଶ ସମ୍ପର୍କରେ ଜାଣିଲେ ଆଶ୍ଚର୍ଯ୍ୟ ଲାଗିଥାଏ। କାରଣ ଏଠାରେ ଥିବା...

ଝରଣାର ଗନ୍ତାଘର ଅଥିରାପ୍ପିଲ୍ଲୀ

କେରଳର ତ୍ରିଶୂର ଜିଲାରେ ଥିବା ଅଥିରାପ୍ପିଲ୍ଲୀରେ ଅନେକ ପାହାଡ଼, ଝରଣା ଆଦି ଦେଖିବାକୁ ମିଳିଥାଏ। ସେଥିପାଇଁ ଏହାକୁ କେହି କେହି ଝରଣାର ଗନ୍ତାଘର ବୋଲି ମଧ୍ୟ...

କରୋନାରେ ଅଧିକ ମରୁଛନ୍ତି ଅଣଶ୍ୱେତାଙ୍ଗ ଆମେରିକୀୟ

ଓ୍ବାଶିଂଟନ,୧୧ା୪: ମହାମାରୀ କରୋନା ସଂକ୍ରମଣରେ ଯୁକ୍ତରାଷ୍ଟ୍ର ଆମେରିକା ସର୍ବାଧିକ ପ୍ରଭାବିତ ହୋଇଛି। ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୪,୬୮,୮୯୫ରେ ପହଞ୍ଚତ୍ଥିବାବେଳେ ୧୬ ହଜାରରୁ ଅଧିକ ଲୋକଙ୍କ ଜୀବନ...

ବିକିନି କିଲର୍‌ ମୁକ୍ତ

କାଠମାଣ୍ଡୁ,୨୪।୧୨: ‘ଦି ସର୍ପେଣ୍ଟ’ ନାମରେ କୁଖ୍ୟାତ ଫରାସୀ ସିରିଏଲ୍‌ କିଲର ଚାଲର୍‌ସ ଶୋଭରାଜ ଶୁକ୍ରବାର ନେପାଳ ଜେଲରୁ ମୁକ୍ତ ହୋଇଛନ୍ତି। ନେପାଳ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୁ...

ଭଗବାନଙ୍କ ମୂର୍ତ୍ତି ନିକଟରେ ବସି ବ୍ୟକ୍ତି କହିଲେ ଘରେ ସ୍ତ୍ରୀ ଝଗଡ଼ା କରୁଛନ୍ତି, ଉପରୁ ଶୁଭିଲା ଏମିତି ବାଣୀ

ହର୍ଷ ଗୋୟେଙ୍କା ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଶେୟାର କରନ୍ତି, ଯାହା ଦେଖିଲେ ଆପଣ ହସିହସି ଗଡ଼ିବେ। ଏବେ ଏକ ଭିଡିଓ ଶେୟାର କରିଛନ୍ତି,...

ସିଙ୍ଗଡ଼ା ବିକ୍ରି ପାଇଁ ଗୁଗୁଲ ଚାକିରି ଛାଡିଲେ ଏହି ବ୍ୟକ୍ତି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଗୁଲ ଏମିତି ଏକ କମ୍ପାନୀ, ଯେଉଁଠାରେ କାମ କରିବାକୁ ସମସ୍ତେ ସ୍ବପ୍ନ ଦେଖିଥାନ୍ତି। ମାତ୍ର ଏହି ସ୍ବପ୍ନ ଖୁବ୍‌ କମ୍‌ ଲୋକଙ୍କର ପୂରଣ ହୋଇଥାଏ। ହେଲେ...

ଜିରାଫର ବେକ ଲମ୍ବା କାହିଁକି ଜାଣନ୍ତି

ଚିଡ଼ିଆଖାନା ହେଉ କିମ୍ବା କୌଣସି ଜାତୀୟ ଉଦ୍ୟାନ, ଜିରାଫକୁ ନିଶ୍ଚିତ ଦେଖିଥିବେ। ଏହ ପୃଥିବୀର ସମସ୍ତ ପ୍ରାଣୀଙ୍କଠାରୁ ଲମ୍ବା। ଜିରାଫର ଲମ୍ବା ବେକ, ଗୋଡ଼ ଏବଂ...

ମହାମାରୀ ସତ୍ତ୍ୱେ ଏହା ବିଶ୍ୱର ସବୁଠୁ ସୁଖୀ ଦେଶ

ହେଲସିଙ୍କି (ଫିନଲାଣ୍ଡ),୧୯।୩ : ବିଶ୍ୱର ସବୁଠୁ ସୁଖୀ ଦେଶ ମାନ୍ୟତା ପାଇଛି ଫିନଲାଣ୍ଡ। ମହାମାରୀ ସତ୍ତ୍ୱେ କ୍ରମାଗତ ଚତୁର୍ଥ ଥର ପାଇଁ ଫିନଲାଣ୍ଡ ବଜାୟ ରଖିଛି...

Advertisement
Archives

Model This Week