ଜୁନ୍‌ ୧୨ରେ ରିଲିଜ୍‌ ହେବ ଉର୍ବଶୀଙ୍କ ‘ଭର୍ଜିନ ଭାନୁପ୍ରିୟା’

ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଅଭିନୀତ ବହୁ ଚର୍ଚ୍ଚିତ ଫିଲ୍ମ ‘ଭର୍ଜିନ ଭାନୁପ୍ରିୟା’ ରିଲିଜ୍‌ ଅପେକ୍ଷାରେ ରହିଛି। ଫିଲ୍ମର କାହାଣୀ ଏପରି ଜଣେ ଝିଅର ରହିଛି ଯାହାକୁ କୁମାରୀ ରହିବା ପାଇଁ ଭବିଷ୍ୟବାଣୀ ହେଉଛି। ଏହାକୁ ନେଇ ସେ ଚିନ୍ତାରେ ପଡ଼ିଯାଉଛନ୍ତି। ଫିଲ୍ମରେ ଏପରି ଏକ ଚରିତ୍ରକୁ ନେଇ ଉର୍ବଶୀ ବହୁତ ଉତ୍ସାହିତ ଅଛନ୍ତି।  ଅନ୍ୟ ପ୍ରମୁଖ ଚରିତ୍ରରେ ଅଭିନୟ କରିଛନ୍ତି ଗୌତମ ଗୁଲାଟି, ଅର୍ଚ୍ଚନା ପୂରନ ସିଂହ, ଡେଲନାଜ ଇରାନୀ, ରାଜୀବ ଗୁପ୍ତା ଏବଂ ବିଜେନ୍ଦ୍ର କାଲା। ୨ ବର୍ଷ ପୂର୍ବରୁ ଏହାର ଶୁଟିଂ କାର୍ଯ୍ୟ ଶେଷ ହୋଇଥିବା ବେଳେ ଆଗାମୀ ଜୁନ୍‌ ୧୨ରେ ଏହା ପିଲ୍ମ ରିଲିଜ୍‌ ହେବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୋ ବାଇଡେନ୍‌ ଚାଇନା ରାଷ୍ଟ୍ରପତିଙ୍କୁ ପ୍ରଶଂସା କରିବାରୁୁ ଚିଡିଗଲେ ଏହି ଅଭିନେତ୍ରୀ

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ନିକଟରେ ଚାଇନା ରାଷ୍ଟ୍ରପତି ସି.ଜିନ୍‌ପିଙ୍ଗଙ୍କ ସହ କଥାବାର୍ତ୍ତା ହୋଇଥିଲେ। ଏହି ବାର୍ତ୍ତାଳାପ ସମୟରେ ଜିନ୍‌ପିଙ୍ଗଙ୍କୁ ପ୍ରଶଂସା କରିଥିଲେ ବାଇଡେନ୍‌। ଏହାକୁ...

୧୫ କୋଟିର ଆପାର୍ଟମେଣ୍ଟ, ଭଳିକି ଭଳି ଦାମୀ ଗାଡ଼ି; ଅଭିନେତ୍ରୀଙ୍କ ବାର୍ଷିକ ଆୟ ଜାଣିଲେ…

ବମ୍ବେ: କବିର ସିଂହ ଅଭିନେତ୍ରୀ କିଆରା ଆଡଭାନୀ ୨୯ ବର୍ଷର ହୋଇଛନ୍ତି। ଜୁଲାଇ ୩୧ରେ ସେ ନିଜର ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ...

ଏକଦା ଓମ୍‌ ପୁରୀ-ରାଜପାଲ ଯାଦବଙ୍କ ସହ ଆଇଟମ୍‌ ନମ୍ବର କରିବାକୁ ମନା କରିଦେଇଥିଲେ ମଲ୍ଲିକା; ପରେ ଏଭଳି…

ବମ୍ବେ: ବଲିଉଡ୍‌ର ବୋଲ୍ଡ ଅଭିନେତ୍ରୀ ମଲ୍ଲିକା ଶେରାଓ୍ବତ ଏବେ ଲାଇମଲାଇଟ୍‌ ଦୂରରେ। କେବଳ ସୋସିଆଲ ମିଡିଆ ଜରିଆରେ ସେ ପ୍ରଶଂସକଙ୍କ ସହ ଯୋଡ଼ି ହୋଇ ରହିଛନ୍ତି।...

ପ୍ରସିଦ୍ଧ ଟିଭି ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ…

ଓ୍ବାଶିଂଟନ,୩୧।୧୨ : ଭେଟେରାନ ଆମେରିକୀୟ ଟେଲିଭିଜନ ଉପସ୍ଥାପିକା ବାରବରା ଓ୍ବାଲଟରର୍ସଙ୍କ ପରଲୋକ ଘଟିଛି। ସେ ୯୩ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବାରବରା...

ଲଞ୍ଚ ହେଲା କରିନାଙ୍କ ପୁସ୍ତକ

ମୁମ୍ବାଇ: ବଲିଉଡ୍‌ର ଆଗ ଧାଡିର ନାୟିକା କରିନା କପୁର ଖାଁ ଯେକି ଦୁଇଟି ସନ୍ତାନର ଜନନୀ ଶେଷରେ ଶୁକ୍ରବାର ସେ ତାଙ୍କର ପୁସ୍ତକ ‘ପ୍ରେଗନାନ୍ସି ବାଇବଲ’...

ଦେବୀ ଦୁର୍ଗା ସାଜି ଫଟୋଶୁଟ୍‌ କଲେ ଏହି ସୁନ୍ଦରୀ ରାଜନେତ୍ରୀ

ଲୋକସଭା ସଦସ୍ୟା ତଥା ଅଭିନେତ୍ରୀ ନୁସରତ ଜାହାନ କୌଣସି ନା କୌଣସି କଥାକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ କ୍ରମାଗତ ଭାବେ ନିଜର...

କେବଳ ଏହି ଗୋଟିଏ କାରଣ ପାଇଁ କ୍ୟାଟ୍ରିନାଙ୍କ ସହ ରୋମାନ୍ସ ସିନ୍‌ କରନ୍ତିନି ଅର୍ଜୁନ

ବଲିଉଡରେ ଏପରି ଅନେକ ଅଭିନେତ୍ରୀ, ଅଭିନେତା ଅଛନ୍ତି ଯେଉଁମାନେ କୌଣସି ନା କୌଣସି କାରଣ ପାଇଁ କେତେକ ତାରକାଙ୍କ ସହ ରୋମାନ୍ସ ସିନ୍‌ କରିବାକୁ ପସନ୍ଦ...

ପୁଣି ରାଗିଲେ ତନୁଶ୍ରୀ, ନାନା ପାଟେକରଙ୍କୁ ଆଶାରାମଙ୍କ ସହ କଲେ ତୁଳନା

ଅଭିନେତ୍ରୀ ତନୁଶ୍ରୀ ଦତ୍ତ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଅତୀତରେ ନାନା ପାଟେକରଙ୍କ ଉପରେ ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ତନୁଶ୍ରୀ। ଏହା ପରଠାରୁ ସେ...

Advertisement
Archives

Model This Week