Posted inଜାତୀୟ

ଜୁନ୍‌ରେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଆସିବ ନୂଆ ବିମାନ

ନୂଆଦିଲ୍ଲୀ,୧୦ା୧୦: ପ୍ରଧାନମନ୍ତ୍ରୀଙ୍କ ପାଇଁ ଦୁଇଟି ନୂଆ ସ୍ବତନ୍ତ୍ର ବିମାନ ଆସନ୍ତାବର୍ଷ ଜୁନ୍‌ରେ ଭାରତ ଆସିବ। ଏହି ବିମାନ ଏୟାର ଇଣ୍ଡିଆ ବଦଳରେ ଇଣ୍ଡିଆନ ଏୟାରଫୋର୍ସ ଅଧୀନରେ ରହିବ ବୋଲି ସାଉଥ୍‌ ବ୍ଲକ୍‌ର ଦୁଇଜଣ ଅଧିକାରୀ ସୂଚନା ଦେଇଛନ୍ତି। ବୋଇଂର ଡଲାସ୍‌ କାରଖାନାରେ ଉକ୍ତ ବୋଇଂ ୭୭୭-୩୦୦ଇଆର୍‌ ବିମାନ ନିର୍ମାଣ କରାଯାଉଛି। ଏଥିରେ ମିସାଇଲ୍‌ ଡିଫେନ୍ସ ସିଷ୍ଟମ୍‌ ରହିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବ୍ୟବହାର କରୁଥିବା ବୋଇଂ ୭୪୭-୨୦୦ବି ଭଳି ଏହା ସୁରକ୍ଷିତ ହେବ। ଏଥିରେ ଭାରତର ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ମଧ୍ୟ ଯାତ୍ରା କରିପାରିବେ। ବୋଇଂ ୭୭୭ ଦେଶର ପ୍ରଥମ ବିମାନ ଯେଉଁଥିରେ ସ୍ବତନ୍ତ୍ର ସୁରକ୍ଷା ସୁଟ୍‌ ରହିବ, ଯାହା ଶତ୍ରୁପକ୍ଷର ରାଡାର ଫ୍ରିକ୍ୱେନ୍ସିକୁ ଜାମ୍‌ କରିଦେବା ସହ ମିସାଇଲ୍‌ର ଦିଗ ବଦଳାଇଦେଇପାରିବ ଓ ଅତ୍ୟାଧୁନିକ ମଧ୍ୟମ ରେଞ୍ଜ୍‌ର ମିସାଇଲ୍‌ ସିଷ୍ଟମକୁ ରୋକିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

କପଡ଼ା ଦୋକାନ ଭିତରେ ପ୍ରତିଦିନ ଶୋଇବାକୁ ଆସୁଛି ଗାଈ, ଦେଖିବାକୁ ଲୋକଙ୍କ ଭିଡ଼

ହାଇଦ୍ରାବାଦ,୬।୧୧: କପଡ଼ା ଦୋକାନକୁ ଗ୍ରାହକଙ୍କ ଯିବା ଆସିବା ଏକ ସାଧାରଣ କଥା। କିନ୍ତୁ ଦୋକାନ ଭିତରକୁ ପ୍ରତିଦିନ ଗାଈ ଆସି ଶୋଇବା ନିହାତି ଆଶ୍ଚର୍ଯ୍ୟକର ଘଟଣା।...

ସବୁ ଜିଲାରେ ସ୍ଥାପନ ହେବ ବୃଦ୍ଧାଶ୍ରମ

ନୂଆଦିଲ୍ଲୀ,୬।୬: ଦେଶର ପ୍ରତି ଜିଲାରେ ବୃଦ୍ଧାଶ୍ରମ ସ୍ଥାପନ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ସ୍ଥାନୀୟ ଏନ୍‌ଜିଓଗୁଡ଼ିକୁ ସାଙ୍ଗରେ ନେଇ ଜରା ନିବାସ ନିର୍ମାଣ...

ଦିବ୍ୟାଙ୍ଗ ଝିଅ ପାଇଁ ପିତା ତିଆରି କଲେ ମା‘ ରୋବୋଟ…

ପଣଜୀ, ୨୫।୯ : ଅସୁସ୍ଥ ସ୍ତ୍ରୀଙ୍କ ଦ୍ୱାରା ଦିବ୍ୟାଙ୍ଗ ଝିଅଙ୍କୁ ଖାଇବାକୁ ଦେବାରେ ସମସ୍ୟା ଉପୁଜିବାରୁ ଗୋଆର ବିପିନ କଦାମ ନାମକ ଜଣେ ବ୍ୟକ୍ତି ମା’...

ସୁରକ୍ଷାକର୍ମୀଙ୍କୁ ବଡସଫଳା: ୩ ଆତଙ୍କବାଦୀ ନିହତ

ଜମ୍ମୁ,୭ ।୧: କଶ୍ମୀର ବଡଗାମର ଜୋଲୱା କ୍ରାଲପୋରା ଛାଦୋରା ଅଞ୍ଚଳରେ ଚାଲିଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏଥିରେ ୩ ଆତଙ୍କବାଦୀ ନିହତ...

ନାଁ ପଚାରି ରାହୁଲଙ୍କୁ ମାରିଥିଲେ

ଶ୍ରୀନଗର,୧୪।୫: କଶ୍ମୀରୀ ପଣ୍ଡିତ ରାହୁଲ ଭଟ୍ଟ ହତ୍ୟା ଘଟଣାରେ ସମ୍ପୃକ୍ତ ୩ ଆତଙ୍କବାଦୀ ସୁରକ୍ଷା ବଳର କାର୍ଯ୍ୟାନୁଷ୍ଠାନରେ ନିହତ ହୋଇଛନ୍ତି। ବନ୍ଦିପୋରାର ବ୍ରାର୍‌ ଅଞ୍ଚଳରେ ସୁରକ୍ଷା...

ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତି ଗିରଫ

ଜୟପୁର,୧୪।୮: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଥିବା ବ୍ୟକ୍ତିଙ୍କୁ ୟୁପି ପୋଲିସ ରାଜସ୍ଥାନର ଭରତପୁରରୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣଙ୍କ...

୫କି.ମି. ଯାଏ ବାଉଁଶ ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ

ଶିଲଂ,୬।୯: ଜନସାଧରଣଙ୍କୁ ସମସ୍ତ ସୁବିଧା ସହ ଭଲ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି। ହେଲେ ଏହାର ଜ୍ୱଳନ୍ତ ଉଦାହରଣ ଅନେକ ଥର...

ବିବାହିତ ମହିଳାଙ୍କ ସହ ଲିଭଇନ୍‌ ବେଆଇନ

ଜୟପୁର,୧୭।୮ : ଜଣେ ପୁରୁଷଙ୍କ ସହ ଲିଭଇନ୍‌ରେ ଥିବା ବିବାହିତ ମହିଳାଙ୍କ ସମ୍ପର୍କକୁ ବେଆଇନ କହିଛନ୍ତି ରାଜସ୍ଥାନ ହାଇକୋର୍ଟ। ଏଥି ସହିତ ଜଷ୍ଟିସ ସତିଶ କୁମାର...

Advertisement
Archives

Model This Week