ଜୀବନ ଜୀବିକାକୁ ନେଇ ଅସହାୟ ଯୋଗୀ

ପାରଳାଖେମୁଣ୍ଡି,୧୯।୫(ସ୍ବ.ପ୍ର.): ଗୋଟିଏ ପଟେ ଗୋଡ଼ ହରାଇଥିବା ସ୍ତ୍ରୀ, ଅନ୍ୟପଟେ ଜନ୍ମରୁ ଦୃଷ୍ଟିହୀନ ଝିଅ। ଏହି ଦୁଇଜଣଙ୍କୁ ନେଇ ବଡ଼ କଷ୍ଟରେ ଦିନ କାଟୁଛନ୍ତି ଯୋଗୀ। ଆର୍ଥତ୍କ ସ୍ଥିତି ଭଲ ନଥିବା ବେଳେ ଷାଠିଏ ବୟସରେ ଏହି ଦୁଇଜଣଙ୍କୁ ନେଇ ଚଳିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡୁଛି।
ଗଜପତି ଜିଲା କାଶୀନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ପଞ୍ଚାୟତ ଗାନ୍ଧୀନଗର ଗ୍ରାମର ଯୋଗୀ ପାତିକା (୬୦) ଦିନ ମଜୁରିଆ ଭାବେ କାମ କରି ସ୍ତ୍ରୀ ଓ ଦୃଷ୍ଟିହୀନ ଝିଅଙ୍କୁ ଚଳାଇଥାନ୍ତି। ପ୍ରାୟ ବର୍ଷକ ତଳେ ସ୍ତ୍ରୀ ବାସୁ ପାତିକା (୫୮) ବାମପାଦର ଅଙ୍ଗୁଳି ସଂକ୍ରାମକ ରୋଗରେ ଆକ୍ରାନ୍ତ ହେବା ପରେ ତାଙ୍କର ଗୋଡ଼ଟିକୁ କାଟି ଦିଆଯାଇଥିଲା। ଏହାପରେ ସେ ନିଜେ କୌଣସି କାର୍ଯ୍ୟ କରି ନପାରି ସ୍ବାମୀଙ୍କ ଉପରେ ନିର୍ଭର କରୁଥିଲେ । ଗୋଟିଏ ପଟେ ଦୀର୍ଘଦିନ ହେଲା ସ୍ତ୍ରୀଙ୍କ ଏପରି ଅସୁସ୍ଥତ। ସାଙ୍ଗକୁ ଏକମାତ୍ର ଝିଅ ଝରା ପାତିକା ଜନ୍ମରୁ ଦୃଷ୍ଟିଶକ୍ତି ହରାଇଛନ୍ତି। ଏହି ଦୁଇଜଣ ଅକ୍ଷମଙ୍କୁ ଧରି ସେ ନିଜର ଜୀବନ ଜୀବିକା ନିର୍ବାହ କରିବା କଷ୍ଟକର ହୋଇପଡୁଛି। ତେଣୁ ଯୋଗୀ ଜିଲା ପ୍ରଶାସନର ଦ୍ୱାରସ୍ଥ ହୋଇ ନିଜ ଆର୍ଥିକ ଅବସ୍ଥା ଜଣାଇବା ସହ ସହାୟତା ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଚେତନତା ଅଭାବରୁ ସରକାରୀ ଯୋଜନାର ଲାଭ ପାଉନାହାନ୍ତି ଚାଷୀ

ରାୟଗଡ଼ା,୨୨।୯(ଭାଗ୍ୟଶ୍ରୀ ମିଶ୍ର): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କୁ କାଳିଆ ଯୋଜନା ସହାୟତା ଦେଇ ଭେଟି ଦେଇଛନ୍ତି। ଓଡ଼ିଶା ଦିବସରେ...

୬ ମାସ ହେଲା ଅନ୍ୟର ବାରଣ୍ଡାରେ ଚାଲିଛି ସ୍କୁଲ

ଟିକିରି,୨୨ା୧୦(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ଅଧୀନରେ ବିଭିନ୍ନ ହାଇସ୍କୁଲକୁ ଅନ୍ତର୍ଭୁକ୍ତ କରାଯାଇ ରୁପାନ୍ତର କରାଯାଉଛି। ପିଲାଙ୍କ ପାଇଁ ଅତ୍ୟାଧୁନିକ ଶିକ୍ଷା ବ୍ୟବସ୍ଥା ସୃଷ୍ଟି କରାଯାଉଛି।...

ଲୋପ ପାଉଛି ଶାଳବଣ, ସ୍ବପ୍ନ ହେବ ଝୁଣା

ଜୟପୁର,୨୯ା୪(ନି.ପ୍ର.): ଔଷଧୀୟ ଗୁଣ ପାଇଁ ନିଜର ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିବା ଝୁଣା ଆଗାମୀ ଦିନରେ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଏହି ଲଘୁ...

ଯାଞ୍ଚବେଳେ ସନ୍ଦେହ ଘେରରେ ପ୍ରାର୍ଥୀଙ୍କ ସାର୍ଟିଫିକେଟ୍‌

ରାୟଗଡ଼ା (ସ୍ବ.ପ୍ର.)/ ରାୟଗଡ଼ା ଅଫିସ ,୧୪।୪: ବ୍ରାଞ୍ଚ ପୋଷ୍ଟମାଷ୍ଟର ଚାକିରିରେ ଦ୍ୱିତୀୟ ପର୍ଯ୍ୟାୟ ସାର୍ଟିଫିକେଟ୍‌ ଯାଞ୍ଚବେଳେ ସନ୍ଦେହ ଘେରରେ ଜଣେ ପ୍ରାର୍ଥୀ। ସେ ହେଲେ ବିଷମକଟକ...

ପ୍ରକଳ୍ପରେ ସରୁଛି ଅନୁଦାନ, ମେଣ୍ଟୁନି ଲୋକଙ୍କ ଶୋଷ

ବୈପାରୀଗୁଡ଼ା,୨୭।୪(ଡି.ଏନ୍‌.ଏ.): ବୈପାରୀଗୁଡ଼ା ବ୍ଲକ ସଦରରେ ପାନୀୟ ଜଳ ସମସ୍ୟା ଉତ୍କଟ ହୋଇଛି। ପ୍ରଶାସନ ଏ ଦିଗରେ ନିରବଦ୍ରଷ୍ଟା ସାଜିବା ଉଦ୍‌ବେଗର ବିଷୟ ପାଲଟିଛି। କେବଳ ପ୍ରକଳ୍ପ...

ଯୁବ ବିକାଶ ପରିଷଦ ପକ୍ଷରୁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ

ରାୟଗଡ଼ା ଅଫିସ,୨୬।୨: ରାୟଗଡ଼ା ଯୁବ ବିକାଶ ପରିଷଦ ପକ୍ଷରୁ ବୁଧବାର ରାୟଗଡ଼ା ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ଘେରାଉ କରାଯାଇଛି । ରାୟଗଡ଼ାବାସୀଙ୍କ ସୁରକ୍ଷା ନିମନ୍ତେ ଦୀର୍ଘ...

ବ୍ରିଜ୍‌ ତଳକୁ ଖସିପଡିଲା ଇନୋଭା, ଜଣଙ୍କ ଜୀବନ ଗଲା

ରାୟଗଡା ଅଫିସ, ୫।୧୨: ରାୟଗଡା ଜିଲା ରାଫକଣା ବ୍ରିଜ ଉପରେ ଇନୋଭା କାର ଭାରସାମ୍ୟ ହରାଇ ଓଲଟି ପଡିଛି। ଫଳରେ ଜଣେ ଯୁବତୀଙ୍କ ମୃତ୍ୟୁ ହେବାସହ...

ଘରୋଇ ଡାକ୍ତରଖାନାରେ ୨ ଘଣ୍ଟା ଉତ୍ତେଜନା

ବିଷମକଟକ,୨୬।୧୦(ଡି.ଏନ୍‌.ଏ.): ରାୟଗଡ଼ାର ଏକ ଘରୋଇ ହସ୍ପିଟାଲରେ ଜଣେ ଦେଢ଼ବର୍ଷର ଶିଶୁକନ୍ୟାର ମୃତ୍ୟୁକୁ ନେଇ ଉତ୍ତେଜନା ହୋଇଛି। ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଛି ବୋଲି ପରିବାର...

Advertisement
Archives

Model This Week