ଜାପାନରେ ଭୂକମ୍ପ

ଟୋକିଓ,୩୦।୭: ଜାପାନରେ ଭୂକମ୍ପ ଅନୁଭୁତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୭ ଥିବା ଆମେରିକା ଭୂବିଜ୍ଞାନ ସଂସ୍ଥା ପକ୍ଷରୁ କୁହାଯାଇଛି। ଭୂକମ୍ପର କେନ୍ଦ୍ର ଦକ୍ଷିଣ-ପୂର୍ବ ହାଚିଜୋ-ଜିମାଠାରୁ ଭୂଗର୍ଭର ୫୨.୯ କିମି ତଳେ ଥିବା ଅନୁମାନ କରାଯାଉଛି। ପ୍ରଶାନ୍ତ ମହାସାଗରର ରିଙ୍ଗ୍‌ ଅଫ୍‌ ଫାୟାର ଜୋନ୍‌ରେ ଥିବାରୁ ଜାପାନରେ ଅଧିକାଂଶ ସମୟରେ ଭୂକମ୍ପ ଅନୁଭୁତ ହୋଇଥାଏ। ପୂର୍ବରୁ ଜୁଲାଇ ୨୮ରେ ଜାପାନର ହୋନଶୁଠାରେ ୬.୩ ତୀବ୍ରତାଯୁକ୍ତ ଭୂକମ୍ପ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳାଙ୍କୁ ଅପହରଣ କରିବାକୁ ଚାହୁଁଥିଲେ ପାଗଳ ପ୍ରେମୀ, ଘଟିଲା ଏମିତି

ଡବ୍ଲୁଡବ୍ଲୁଇ ଷ୍ଟାର୍‌ ମହିଳା ରେସଲର୍‌ ସୋନିଆ ଡେଭିଲେଙ୍କୁ ଅପହରଣ କରିବାକୁ ଚାହୁଥିବା ବ୍ୟକ୍ତି ଶେଷରେ ଗିରଫ ହୋଇଛନ୍ତି। ସୋନିଆଙ୍କ ଘର ପରିସରରୁ ହିଁ ତାଙ୍କୁ ପୋଲିସ...

ଆୟୁଷ୍ମାନ ଖୁରାନାଙ୍କ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ‘ର ତାରିଫ୍‌ କଲେ ଟ୍ରମ୍ପ୍‌

ଓ୍ବାଶିଂଟନ,୨୨।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତ ଗସ୍ତ ପୂର୍ବରୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଶୁଭ ମଙ୍ଗଳ ଜ୍ୟାଦା ସାବଧାନ’ର ତାରିଫ୍‌ କରିଛନ୍ତି। ସେ ଟୁଇଟ୍‌...

ଫେସବୁକ୍‌-ଟୁଇଟରକୁ ଟକ୍କର ଦେବାକୁ ଆସିଲା ଡବ୍ଲ୍ୟୁଟି-ସୋସିଆଲ୍‌

ସାନ୍‌ଫ୍ରାନ୍ସିକୋ,୧୮।୧୧: ଫେସବୁକ୍‌ ଓ ଟୁଇଟରକୁ ଟକ୍କର ଦେବାକୁ ଏକ ନୂଆ ସୋସିଆଲ୍‌ ସାଇଟ୍‌ ଆସିଛି। ଏହା ହେଉଛି ଡବ୍ଲ୍ୟୁଟି-ସୋସିଆଲ୍‌। ଫେସବୁକ୍‌-ଟୁଇଟରରେ ନ ଥିବା କେତେକ ନୂଆ...

ସୁରକ୍ଷା ଉପକରଣ ଯୋଗାଇ ନ ଦେଲେ ଧର୍ମଘଟ କରିବେ ଡାକ୍ତର

ଇସ୍‌ଲାମାବାଦ,୨୧।୩: କୋଭିଡ-୧୯ ଏବେ ସାରା ବିଶ୍ୱକୁ ବ୍ୟାପିସାରିଲାଣି। ପାକିସ୍ତାନରେ ମଧ୍ୟ ଏହା ତା’ର ଉପସ୍ଥିତି ଜାହିର କରିସାରିଛି। ଏବେ କୋଭିଡ-୧୯ ବା କରୋନା ଭାଇରସ ସଂକ୍ରମଣରେ...

ଭୂକମ୍ପରେ ଥରିଲା ଇସ୍ତାନବୁଲ

ଇସ୍ତାନବୁଲ,୨୭।୯: ତୁର୍କୀର ରାଜଧାନୀ ଇସ୍ତାନବୁଲରେ ଗୁରୁବାର ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୯ ରହିଛି। ଏହି ଭୂକମ୍ପ ଯୋଗୁ ୩୦ରୁ ଊର୍ଦ୍ଧ୍ୱ...

୨୭.୩ କୋଟି ଭାରତୀୟ ଦାରିଦ୍ର୍ୟମୁକ୍ତ

ଜାତିସଂଘ,୧୮ା୭(ପି.ଟି.): ୨୦୦୫-୦୬ରୁ ୨୦୧୫-୧୬ ମଧ୍ୟରେ ଭାରତରେ ୨୭.୩ କୋଟି ଲୋକ ଦାରିଦ୍ର୍ୟମୁକ୍ତ ହୋଇଥିବା ଜାତିସଂଘ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ୧୦ ବର୍ଷ...

ଏବେ କାମ କରିବା ସମୟ

ଜାତିସଂଘ,୨୪।୯: ନ୍ୟୁୟର୍କରେ ସୋମବାର ଅନୁଷ୍ଠିତ ଜାତିସଂଘ ଜଳବାୟୁ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ପ୍ରଥମ ପର୍ଯ୍ୟାୟରେ ଉଦ୍‌ବୋଧନ ଦେଇଛନ୍ତି। ଜଳବାୟୁକୁ ନେଇ କଥା କହିବା...

କ୍ଷମା ମାଗିଲେ ଜେନେରାଲ ମିଲେ

ଓ୍ବାଶିଂଟନ,୧୩ା୬: କୃଷ୍ଣକାୟ ଜର୍ଜ ଫ୍ଲୟଡ୍‌ଙ୍କ ମୃତ୍ୟୁ ପରେ ଆମେରିକାରେ ନିଆଁ ଜଳୁଥିବାବେଳେ ଟପ୍‌ ଜେନେରାଲ ମାର୍କ ଏ. ମିଲେ ତାଙ୍କର ଏକ ଅବାଞ୍ଛତ୍ତ କାର୍ଯ୍ୟକୁ ନେଇ...

Coronavirus Update


Archives

Model This Week

Why Dharitri