ଜଣେ ମହିଳାଙ୍କୁ ବିବାହ କରିବା ଯେଉଁଠି ଅପରାଧ…

ଦୁନିଆରେ ଏମିତି ସ୍ଥାନ ରହିଛି ଯେଉଁଠାରେ ବିଚିତ୍ର ଆଇନ ପ୍ରଚଳିତ। ଏଠାରେ ଜଣେ ମହିଳାଙ୍କୁ ବିବାହ କରିବା ଆଇନ ଅନୁସାରେ ଅପରାଧ। ଇରିଟ୍ରିୟାରେ ପୁରୁଷମାନଙ୍କ ପାଇଁ ଦୁଇଟି ବିବାହ କରିବା ବାଧ୍ୟତାମୂଳକ କରାଯାଇଛି । ପୁରୁଷମାନେ ଗୋଟିଏ ବିବାହ କରିବା ଏଠାକାର ଆଇନ ଅନୁସା ଅପରାଧ । ସେଥିପାଇଁ ଇଚ୍ଛା ନ ଥିଲେ ମଧ୍ୟ ପୁରୁଷମାନଙ୍କୁ ଏକରୁ ଅଧିକ ବିବାହ କରିବାକୁ ପଡିଥାଏ। ଦେଶର ଆଇନ ଅନୁସାରେ ଯଦି କୌଣସି ବ୍ୟକ୍ତିଙ୍କ ପ୍ରଥମ ପନତ୍ୀ ଏବଂ ଦ୍ୱିତୀୟ ପନତ୍ୀଙ୍କ ମଧ୍ୟରେ ସମସ୍ୟା ଦେଖାଦିଏ ତେବେ ଉଭୟଙ୍କୁ ଜେଲ୍‌ ଦଣ୍ଡାଦେଶ କରାଯାଏ। ଅପରପକ୍ଷରେ ଯଦି କୌଣସି ପୁରୁଷ ଏକାଧିକ ମହିଳାଙ୍କୁ ବିବାହ ପାଇଁ ଅନିଚ୍ଛା ପ୍ରକାଶ କରନ୍ତି ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ଟିଟିପିକୁ ବିସ୍ଫୋରକ ସାମଗ୍ରୀ ଯୋଗାଉଛି ଆଫଗାନିସ୍ତାନ

ପାକିସ୍ତାନୀ ସୁରକ୍ଷା ବାହିନୀ ସୀମାନ୍ତ ଅଞ୍ଚଳରୁ ୨୦୦ କିଲୋଗ୍ରାମ ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରିଛି। ଏନେଇ ଆଫଗାନିସ୍ତାନ-ପାକିସ୍ତାନର ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଛି। ବୈଠକରେ ଆତଙ୍କବାଦୀ...

ଖେରସାନ ଉପରେ ୩୩ ରକେଟ ମାଡ଼ କଲା ରୁଷିଆ…

କିଭ୍‌,୨୮।୧୨ : ବୁଧବାର ପୂର୍ବାହ୍ନରେ, ରୁଷିଆର ସେନା ୟୁକ୍ରେନର ଖେରସାନ ସହରରେ ସାଧାରଣ ନାଗରିକଙ୍କ ଉପରେ ୩୩ ରକେଟ ମାଡ଼ କରିଛି। ଏହା ସହିତ ରୁଷିଆ...

ଭାରତର ଏହି ୫ ସ୍ଥାନରେ ଅଛି ରାବଣ ମନ୍ଦିର

ସମଗ୍ର ଦେଶରେ ଏବେ ଶାରଦ ପୂଜାର ମାହୋଲ। ଚଳଚଞ୍ଚଳ ଗଁାଠୁ ସହର। ବିଭିନ୍ନ ପୂଜା ମଣ୍ଡପଗୁଡ଼ିକ ସୁନ୍ଦର ସୁନ୍ଦର ଆଲୋକମାଳା ଓ ସୁଉଚ୍ଚ ତୋରଣରେ ଝଲସୁଛି।...

‘ଚନ୍ଦ୍ରୟାନ-୨’ ମିଶନ

ଶେଷ ପାଦରେ ଉପନୀତ ୨୦୧୯। ଚଳିତବର୍ଷ ଘଟିଥିବା ପ୍ରମୁଖ ବିଜ୍ଞାନ ତଥା ସ୍ବାସ୍ଥ୍ୟଭିତ୍ତିକ ତଥ୍ୟାବଳୀକୁ ନେଇ ଉପସ୍ଥାପନା… ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଦ୍ୱାରା...

ତୁର୍କୀ-ସିରିଆରେ ପୁଣି ୬.୩ ତୀବ୍ରତାର ଭୂକମ୍ପ, ୩ ମୃତ ୨୦୦ରୁ ଅଧିକ ଆହତ

ଅଙ୍କାରା,୨୧ ।୨: ତୁର୍କୀରେ ପୁଣି ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୁତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ମପାଯାଇଛି । ୟୁରୋପୀୟ ଭୂମଧ୍ୟସାଗରୀୟ...

ମସ୍କଭାର ପ୍ରତିଶୋଧ ନେଲା ରୁଷିଆ

ମସ୍କୋ,୧୫।୪: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଭୀଷଣ ଯୁଦ୍ଧ ୫୧ଦିନରେ ପହଞ୍ଚିଛି। ରୁଷିଆ ସୈନ୍ୟ ଲଗାତର ଭାବେ ୟୁକ୍ରେନ ଉପରେ ଭୟଙ୍କର ଗୁଳିମାଡ଼...

ଶେଷ ଓଭରରେ ଦରକାର ଥାଏ ୨୩ ରନ୍‌, ବୋଲରଙ୍କ ସାମ୍ନାରେ ଥିଲେ ଧୋନୀ

ପୂର୍ବତନ ଭାରତୀୟ ଅଧିନାୟକ ତଥା ଆଇପିଏଲରେ ସିଏସ୍‌କେର ମଙ୍ଗୁଆଳ ମହେନ୍ଦ୍ର ସିଂ ଧୋନୀ ବୁଧବାର ୪୦ତମ ଜନ୍ମଦିନ ପାଳିଛନ୍ତି। ଏହି ବିସ୍ଫୋରକ ବ୍ୟାଟ୍ସମ୍ୟାନ ତାଙ୍କ ମ୍ୟାଚ୍‌...

ପାକିସ୍ତାନରେ ଅଧିକରୁ ଅଧିକ ପିଲା ମେଦବହୁଳତାର ଶିକାର: ରିପୋର୍ଟ

ଇସ୍‌ଲାମାବାଦ,୨।୩: ପାକିସ୍ତାନରେ ୫୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜନସଂଖ୍ୟା ମେଦବହୁଳତାର ଶିକାର ହେଉଥିବା ବେଳେ ଏଥିଯୋଗୁ ଲୋକଙ୍କୁ ମାରାତ୍ମକ ରୋଗ ହେବାର ଭୟ ମଧ୍ୟ ରହିଛି। ନିକଟରେ...

Advertisement
Archives

Model This Week